ETV Bharat / city

ରାଜଧାନୀରେ କୋରୋନା ଭାଇରସକୁ ଗୁଜବ କହିଲା ଆମ୍ରି ହସ୍ପିଟାଲ - corona virus identifies in bbsr are rumour

ସୋସିଆଲ ମିଡିଆରେ ଆମ୍ରି ହସ୍ପିଟାଲର ଜଣେ ରୋଗୀଙ୍କ ରିପୋର୍ଟରେ କୋରେନା ଚିହ୍ନଟ ଖବର ଘୁରି ବୁଲୁଥିବା କଥାକୁ ଗୁଜବ କହିଲା ଆମ୍ରି ହସ୍ପିଟାଲ ।

amri hospital
ରାଜଧାନୀରେ କୋରୋନା ଭାଇରସ
author img

By

Published : Feb 19, 2020, 6:00 AM IST

ଭୁବନେଶ୍ବର: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କୋରୋନା ଭାଇରସ ଭୁବନେଶ୍ବରରେ ଚିହ୍ନଟ ଘଟଣାକୁ ଗୁଜବ କହିଲା ଆମ୍ରି ହସ୍ପିଟାଲ । ସୋସିଆଲ ମିଡିଆରେ ଆମ୍ରି ହସ୍ପିଟାଲର ଜଣେ ରୋଗୀଙ୍କ ରିପୋର୍ଟରେ କୋରେନା ଚିହ୍ନଟ ଖବର ଘୁରିବୁଲୁଥିବା କଥାକୁ ଖଣ୍ଡନ କରିଛନ୍ତି ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲର ଚିଫ ମେଡିକାଲ ସୁପରିଟେଣ୍ଡଣ୍ଟ ମନିଷ କୁମାର ।

amri hospital
ରାଜଧାନୀରେ କୋରୋନା ଭାଇରସ

ବିଜୟ କୁମାର ନାମକ ଜଣେ ରୋଗୀଙ୍କ ରିପୋର୍ଟରେ କୋରୋନା ଭାଇରସ ଟେଷ୍ଟରେ ପଜେଟିଭ ଆସିଥିବା ଖବର ନେଇ ଲୋକେ ଆତଙ୍କିତ ଥିବାବେଳେ ରିପୋର୍ଟକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ହସ୍ପିଟାଲର ଚିଫ ମେଡିକାଲ ସୁପରିଟେଣ୍ଡଣ୍ଟ ।

amri hospital
ରାଜଧାନୀରେ କୋରୋନା ଭାଇରସ

ସେ ଏନେଇ ଏକ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟିକରଣ ରଖିଛନ୍ତି । ସେଭଳି କୌଣସି ଭାଇରସ ନୁହେଁ । ଏନେଇ ଆତଙ୍କିତ ନହେବାକୁ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ନିବେଦନ କରିଛନ୍ତି । କୋରାମା ଭାଇରସ ଗୁଜବକୁ ନେଇ ଓଡିଶା ସମେତ ଭୁବନେଶ୍ବରରେ ଅନେକ ଲୋକ ଭୟଭୀତ ଅଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.