ETV Bharat / city

OAS ସ୍ତରରେ ଅଦଳବଦଳ, ଟେକ୍ସଟାଇଲ ନିର୍ଦ୍ଦେଶକ ହେଲେ ସୁଶାନ୍ତ ଦାସ

ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବାର ଛୋଟ ଧରଣର ଅଦଳବଦଳ କରିଛନ୍ତି । ଟେକ୍ସଟାଇଲ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି ଓଏଏସ୍‌ ସୁଶାନ୍ତ କୁମାର ଦାସ । ଅଧିକ ପଢ଼ନ୍ତୁ...

OAS ସ୍ତରରେ ଅଦଳବଦଳ, ଟେକ୍ସଟାଇଲ ନିର୍ଦ୍ଦେଶକ ହେଲେ ସୁଶାନ୍ତ ଦାସ
OAS ସ୍ତରରେ ଅଦଳବଦଳ, ଟେକ୍ସଟାଇଲ ନିର୍ଦ୍ଦେଶକ ହେଲେ ସୁଶାନ୍ତ ଦାସ
author img

By

Published : Oct 8, 2021, 10:17 PM IST

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବାରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଟେକ୍ସଟାଇଲ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି ଓଏଏସ୍‌ ସୁଶାନ୍ତ କୁମାର ଦାସ । ସୁଶାନ୍ତ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଥିଲେ । ସେହିଭଳି ବୟନିକାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଛନ୍ତି ଓଏଏସ୍‌ ଶ୍ୟାମଭକ୍ତ ମିଶ୍ର । ପୂର୍ବରୁ ସେ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଥିଲେ ।

OAS ସ୍ତରରେ ଅଦଳବଦଳ, ଟେକ୍ସଟାଇଲ ନିର୍ଦ୍ଦେଶକ ହେଲେ ସୁଶାନ୍ତ ଦାସ
OAS ସ୍ତରରେ ଅଦଳବଦଳ, ଟେକ୍ସଟାଇଲ ନିର୍ଦ୍ଦେଶକ ହେଲେ ସୁଶାନ୍ତ ଦାସ

ଓଏଏସ୍‌ ସଂଗ୍ରାମ କୁମାର ରାୟସର୍ଦ୍ଦାରଙ୍କ ପଦୋନ୍ନତି ହୋଇଛି । ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର ଥିବା ସଂଗ୍ରାମଙ୍କୁ ସେହି ବିଭାଗରେ ପଦୋନ୍ନତି ଦିଆଯାଇ ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ କବିସୂର୍ଯ୍ୟନଗରର ବିଡିଓ ଥିବା ବେଦବରା ପ୍ରଧାନଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହାକୁ ନେଇ ସାଧାରଣ ପ୍ରଶାସନିକ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଭୁବନେଶ୍ବରରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.