ETV Bharat / city

ଭେଜାଲ ମେଡିସିନ ପ୍ରସଙ୍ଗ ବର୍ଷିଲେ ସୁର, ଡ୍ରଗସ୍ କଣ୍ଟ୍ରୋଲର ଭୂମିକାକୁ ନେଇ ଉଠାଇଲେ ପ୍ରଶ୍ନ - vesal drugs activity

ଭେଜାଲ ମେଡିସିନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ମେଡିସିନ ୟୁପିରୁ କିଭଳି ଆସିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସୁର । ଅଧିକ ପଢନ୍ତୁ...

ଭେଜାଲ ମେଡିସିନ ପ୍ରସଙ୍ଗ ବର୍ଷିଲେ ସୁର, ଡ୍ରଗସ୍ କଣ୍ଟ୍ରୋଲର ଭୂମିକାକୁ ନେଇ ଉଠାଇଲେ ପ୍ରଶ୍ନ

author img

By

Published : Jun 16, 2021, 10:04 PM IST

ଭୁବନେଶ୍ବର: ଭେଜାଲ ମେଡିସିନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ମେଡିସିନ ୟୁପିରୁ କିଭଳି ଆସିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସୁର । ନକଲି ମେଡିସିନ କେଉଁମାନେ ନେଇ ବ୍ୟବହାର କରୁଛନ୍ତି, ତାହାର ଯାଞ୍ଚ କରାଯାଉ। କ’ଣ କରୁଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ । ଏତେ ସଂଖ୍ୟାରେ ନକଲି ମେଡିସିନ କିଭଳି ରାଜ୍ୟକୁ ଆସିଲା ସେନେଇ ମଧ୍ୟ ପ୍ରଶ୍ନ କଲେ ସୁର ।

ଭେଜାଲ ମେଡିସିନ ପ୍ରସଙ୍ଗ ବର୍ଷିଲେ ସୁର, ଡ୍ରଗସ୍ କଣ୍ଟ୍ରୋଲର ଭୂମିକାକୁ ନେଇ ଉଠାଇଲେ ପ୍ରଶ୍ନ

ସାରା ରାଜ୍ୟରେ ଭେଜାଲ ମେଡିସିନ ଜବତ ହେଉଛି, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇ କେବଳ ଘଟଣାକୁ ଚପେଇ ଦେବା ପାଇଁ ଯୋଜନା କରିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ଲୋକଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ଜୀବନ ସହ ଖେଳ ନାହିଁ ବୋଲି କହିବା ସହ ତୁରନ୍ତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.