ETV Bharat / city

‘ଗାନ୍ଧୀ ଆମର, ମୋଦି ନେଲେ ଭିଡି ଆଣିବୁ’

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଗାନ୍ଧୀଙ୍କୁ ନେଇ ବିଜେପି ଆରମ୍ଭ କରୁଥିବା କାର୍ଯ୍ୟକ୍ରମକୁ ନେଇ ଦେଇଛନ୍ତି ତାତ୍ସଲ୍ୟ ବୟାନ । ଗଣମାଧ୍ୟମକୁ କହିଛନ୍ତି ଗାନ୍ଧୀ ଆମର । ମୋଦି ଯଦି ନେବେ ଆମେ ଭିଡି ଆଣିବୁ ।

author img

By

Published : Sep 8, 2019, 11:49 PM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଆମର । କେହି ନେଇପାରିବେ ନାହିଁ ତାଙ୍କୁ । ଯିଏ ନେବ ଆମେ ଭିଡି ଆଣିବୁ । ଏମିତି ଏକ ଭିନ୍ନ ଠାଣିର କଥା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନେକ ନିଷ୍ପତିକୁ କଟାକ୍ଷ ମଧ୍ୟ କରିଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ମୋଦିଙ୍କ ପାଇଁ ଚନ୍ଦ୍ରୟାନ ବିଫଳ ହେଲା । ସେ ଅଧିକ ଉତ୍ସାହିତ ହେଉଛନ୍ତି । ଯାହାକୁ ପାରୁଛନ୍ତି କୁଣ୍ଢେଇ ଧରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ବେଶ ଭଲ ସମ୍ପର୍କ ଥିବା କହିଛନ୍ତି ସୁର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମହାତ୍ମା ଗାନ୍ଧୀ ଆମର। କେହି ନେଇପାରିବେ ନାହିଁ। ଯିଏ ନେବା ଆମେ ଭିଡି ଆଣିବୁ। ଏମିତି ଏକ ଭିନ୍ନ ଠାଣିର କଥା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତଛଳୟ କରି କହିଛନ୍ତି, ମୋଦିଙ୍କ ପାଇଁ ଚନ୍ଦ୍ରୟାନ ବିଫଳ ହେଲା। ସେ ଅଧିକ ଉତ୍ସାହିତ ହେଉଛନ୍ତି। ଯାହାକୁ ପାରୁଛନ୍ତି କୁଣ୍ଢେଇ ଧରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ବେଶ ଭଲ ସମ୍ପର୍କ ଥିବା କହି ଚର୍ଚ୍ଚାକୁ ଆସିଛନ୍ତି। ନବୀନ ମୋଦି ଏବେ ଏକ। ଗୋଟିଏ ଘରେ ରହୁଛନ୍ତି। ଗୋଟିଏ ବେଡ଼ ରେ ଶୁଅନ୍ତି।

Body:ବାଇଟ ସୁର ରାଉତରାୟ, କଂଗ୍ରେସ ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.