ETV Bharat / city

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ରୋକ, ସରକାରଙ୍କୁ ସମାଲୋଚନା କଲେ ବିଷ୍ଣୁ

author img

By

Published : May 21, 2022, 9:15 PM IST

ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ 2020 ଉପରେ ଗତକାଲି ସର୍ବୋଚ୍ଚ ଅଦଲାତ (ସୁପ୍ରିମକୋର୍ଟ) ରହିତାଦେଶ ଜାରି କରିଛନ୍ତି । ଓଡିଶା ହାଇକୋର୍ଟ ଦେଇଥିବା ରାୟ ଉପରେ 3 ମାସ ରୋକ ଲଗାଇଛନ୍ତି ସୁପ୍ରମକୋର୍ଟ । ଅଧିକ ପଢନ୍ତୁ

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନରେ ରୋକ, ସରକାରଙ୍କୁ ସମାଲୋଚନା କଲେ ବିଷ୍ଣୁ

ଭୁବନେଶ୍ବର: ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ 2020 ଉପରେ ଗତକାଲି ସର୍ବୋଚ୍ଚ ଅଦଲାତ(ସୁପ୍ରିମକୋର୍ଟ) ରହିତାଦେଶ ଜାରି କରିଛନ୍ତି । ଓଡିଶା ହାଇକୋର୍ଟ ଦେଇଥିବା ରାୟ ଉପରେ 3 ମାସ ରୋକ ଲଗାଇଛନ୍ତି ସୁପ୍ରମକୋର୍ଟ । ଏହି ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିଷ୍ଣୁ କହିଛନ୍ତି ଯେତେବେଳେ ସର୍ବୋଚ୍ଚ ଅଦାଲତ କୌଣସି ଆଦେଶନାମା ଜାରି କରନ୍ତି ସେଥିରେ ଯେ କୌଣସି ବଳବତ୍ତର ନଥିବ ଆମେ ଭାବିବା ଭୁଲ । କୌଣସି ନା କୌଣସି କାରଣ ଏହି ଆଇନରେ ଲୁଚିଛପି କି ରହିଛି । ଯାହା ଫଳରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ବିଧାନସଭାରେ ମଧ୍ୟ ଆଇନକୁ ତରବରିଆ ଭାବେ ପାରିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ସବୁ ତରବରିଆ ବୋଲି କଟାକ୍ଷ କରିଛନ୍ତି ବିଷ୍ଣୁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.