ETV Bharat / city

ମହାବାତ୍ୟାକୁ 20 ବର୍ଷ: ବିପର୍ଯ୍ୟୟରେ ବ୍ୟବହୃତ ଉପକରଣ ପ୍ରଦର୍ଶିତ - supercyclone@20

ମହାବାତ୍ୟାକୁ ପୂରିଲା 20 ବର୍ଷ । ଏହି ଅବସରରେ ବିପର୍ଯ୍ୟୟରେ ବ୍ୟବହୃତ ହେଉଥିବା ଟେକ୍ନୋଲୋଜି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଛି ।

ଡିଜାଇନ ଫଟୋ
author img

By

Published : Oct 29, 2019, 7:44 PM IST

ଭୁବନେଶ୍ବର: ମହାବାତ୍ୟାକୁ ପୂରିଲା 20 ବର୍ଷ । ଏହି ଅବସରରେ ବିପର୍ଯ୍ୟୟରେ ବ୍ୟବହୃତ ହେଉଥିବା ଟେକ୍ନୋଲୋଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଛି । ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଗ୍ଲୋବାଲ ବେଞ୍ଚ ମାର୍କ ପାଲଟିଥିବା ବେଳେ ଆଗକୁ କିଭଳି ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯିବ ସେନେଇ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯାଇଛି ।

ମହାବାତ୍ୟାକୁ ପୁରିଲା 20 ବର୍ଷ, ବିପର୍ଯ୍ୟୟରେ ବ୍ୟବହୃତ ଉପକରଣ ପ୍ରଦର୍ଶିତ

1999 ମସିହା ଅକ୍ଟୋବର 29 ତାରିଖରେ ଓଡିଶାରେ ପ୍ରଳୟ ରଚିଥିଲା ମହାବାତ୍ୟା । ଆଜିବି ସେହି ସମୟରେ ଦୃଶ୍ୟ ମନରେ ଆସିଲେ ରୁମ ଟାଙ୍କୁରି ହୋଇଯାଏ । ତେବେ ସେବେକାର ଓଡିଶା ଓ ଏବେର ଓଡିଶା ମଧ୍ୟରେ ବହୁତ ଫରକ ରହିଛି । 1999 ମସିହାରେ ସରକାରଙ୍କ ପାଖରେ କୌଣସି ପ୍ରକାରର ଟେକ୍ନୋଲୋଜି ନଥିବାବେଳେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଥିଲା । ଯାହା ଫଳରେ ହଜାର ହଜାର ଲୋକ ବାସହରା ହୋଇପଡିଥିଲେ। ଶହ ଶହ ଲୋକ ପ୍ରାଣ ହରାଇଥିଲେ ।

ତେବେ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଜିରୋ କାଜୁଆଲଟିରେ ସରକାର ଓଡିଶା ପାଇଁ ଗୌରବ ଆଣିଛନ୍ତି । ତେବେ ଏଥିଲାଗି ବ୍ୟବହାର ହେଉଥିବା ଉପକରଣ ଆଜି ଏଠାରେ ପ୍ରଦର୍ଶିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମହାବାତ୍ୟାକୁ ପୁରିଲା 20 ବର୍ଷ, ପଦର୍ଶିତ ହେଲା ବିପର୍ଯ୍ୟୟର ବ୍ୟବହୃତ ଟେକ୍ନୋଲୋଜି।

ମହାବାତ୍ୟାକୁ ପୁରିଲା 20 ବର୍ଷ, ପାଳନ ହେଳା ରାଜ୍ୟ ସ୍ଥାରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି। ଏପଟେ ଓଡିଶା ବିପର୍ଯ୍ୟୟ ମୁକାବିଲା ରେ ଓଡିଶା ବ୍ଲୋବାଳ ବେଞ୍ଚ ମାର୍କ ପାଲଟିଥିବା ବେଳେ ଆଗକୁ କିଭଳି ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯିବ ସେ ନେଇ ମଧ୍ୟ ପଦର୍ଶିତ କରାଯାଇଛି।

Body:

୧୯୯୯ ମସିହା ଅକ୍ଟୋବର୨୯ ତାରିଖ ଓଡିଶା କୁ ଏକ କାୟା ବିସ୍ତାର କରିଥିଲା ମହାବାତ୍ୟା। ଆଜି ବି ସେହି ସମୟରେ ଦୃଶ୍ୟ ମନରେ ଆସିଲେ ରୁମ ତାଙ୍କୁଳି ପଡୁଛି। ଚଳିତ ବର୍ଷ ଓଡିଶା ମହାବାତ୍ୟାକୁ ୨୦ ବର୍ଷ ବିଟିଯାଇଛି। ବିପର୍ଯ୍ୟୟ ନିମନ୍ତେ ଗୋଷ୍ଠି ସଶକ୍ତିକରଣ। ଏଥିପାଇଁ ୨୦ ବର୍ଷର ଓଡିଶା ଆଉ ଏବେକା ଓଡିଶା ଭିତରେ ତତ୍ଫତା ଅଧିକ ରହିଛି। ୧୯୯୯ ମସିହାରେ ସରକାର ଙ୍କ ପାଖ ରେ କୌଣସି ପ୍ରକାରର ଟେକ୍ନୋଲୋଜି ନଥିବା ବେଳେ ଲୋକମାନଙ୍କ ନିମନ୍ତେ ସଚଵଟନତା କରିବା ପାଇଁ କୌଣସି ପ୍ରକାର ସଚେତନତା କରାଯାଇନଥିଲା। ଯାହା ଫଳରେ ହଜାର ହଜାର ଲୋକ ବାସହରା ହୋଇପଡିଥିଲେ। ସହ ସହ ଲୋକ ମୃତ୍ୟୁ ବରଣ କରିଥିଲେ। ଯାହା କି ଏକ ୧୯୯୯ ମହାବାତ୍ୟା ରୂପେ ଗଣାଯାଉଛି। କିନ୍ତୁ ଦେଖିବାକୁ ଗଲେ । ବିଗତ ଦିନମାନଙ୍କର ନୂତନ ରୂପରେ ଟେକ୍ନୋଲୋଜି ବ୍ୟବହାର କରି ଜିରୋ କାଜୁଆଲଟି ରେ ସରକାର ଓଡିଶା ପାଇଁ ଏକ ଗୌରବ ଆଣିଛନ୍ତି । ଏବଂ ବିଶ୍ୱ ରେ ଓଡିଶା ଗ୍ଲୋବାଲ ବେଞ୍ଚ ମାର୍କ ପାଳେଇଛି।

ଦେଖିବାକୁ ଗଲେ ଏଣ୍ଡି ଆର ଏଫ, ଓଡ୍ରାଫ, ଏବଂ ବିଭିନ୍ନ ସଶକ୍ତିକରଣ ଗୋଷ୍ଠି ମଧ୍ୟରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ରୁ ବଂଚିତ ହେବେ ସେନେଇ ବିଭିନ୍ନ ଡେମୋ ପ୍ରଦର୍ଶନ କରିଛନ୍ତି । ଯେପରି କି ବିଭିନ୍ନ ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ସହ ସେମାଙ୍କ ଜୀବନ ରକ୍ଷା ହୋଇପାରିବ ସେନେଇ ପଦକ୍ଷପ ନିଆଯାଇଚଜି। ଏଥିପାଇଁ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ଥାରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରି ବିଭିନ୍ନ ଷ୍ଟଲ ବୁଲି ଦେଖି ଛନ୍ତି। ଯାହା ବିପର୍ଯ୍ୟୟ ସମୟରେ ବ୍ୟବହାର କରିବାସହ କେଉଁଇଁ କେଉଁଇଁ ଉପକରଣ ବ୍ୟବହର କରାଯାଉଛି ସେନେଇ ମଧ୍ୟ ପଦର୍ଶିତ କରାଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.