ETV Bharat / city

ଆଜିଠୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ

author img

By

Published : May 4, 2021, 1:32 PM IST

Updated : May 5, 2021, 9:12 AM IST

ଆଜିଠୁ ରାଜ୍ୟରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ

ଭୁବନେଶ୍ବର: ଆଜି(ବୁଧବାର)ଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ଖରାଛୁଟି ଆରମ୍ଭ ହୋଇଛି । ବୁଧବାର ଠାରୁ ଆସନ୍ତା ମେ 31 ତାରିଖ ଯାଏଁ ଖରାଛୁଟି ପାଇଁ ଉଚ୍ଚ ଶିକ୍ଷା ବିଭାଗ ମଙ୍ଗଳବାର ଘୋଷଣା କରିଥିବାବେଳେ ଛୁଟିରେ ଅନଲାଇନ ଶିକ୍ଷାଦାନ କିମ୍ବା ପରୀକ୍ଷା ହେବ ନାହିଁ ବୋଲି ଜଣାପଡିଛି ।

ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିବାବେଳେ ବୁଧବାର ଠାରୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଖରାଛୁଟି ଆରମ୍ଭ ହୋଇଛି । ମେ’ 31 ଯାଏଁ ଖରା ଛୁଟି ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ । ଏହି ଛୁଟି ସମୟରେ କୌଣସି ଶିକ୍ଷାଦାନ ସହିତ ପରୀକ୍ଷା କରାଯିବ ନାହିଁ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 5, 2021, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.