ETV Bharat / city

ସ୍ଥାୟୀ ନିଯୁକ୍ତି ଦାବି, ଧାରଣାସ୍ଥଳରେ ANM କର୍ମୀଙ୍କ ଆତ୍ମାହୁତି ଉଦ୍ୟମ - ମାଷ୍ଟରକ୍ୟାଣ୍ଟିନ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଏଏନଏମ କର୍ମୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ଧାରଣା ସ୍ଥଳରେ ଏଏନଏମ କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Dec 15, 2020, 5:25 PM IST

ଭୁବନେଶ୍ବର: ଧାରଣାରେ ବସିଥିବା ଜଣେ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ । କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଏଏନଏମଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଏଏନଏମ ।

ଧାରଣା ସ୍ଥଳରେ ଏଏନଏମ କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ନାମ ଋତୁ ପ୍ରଭା ସାହୁ ବୋଲି ଜଣାପଡିଛି ।

ସ୍ଥାୟୀ ନିଯୁକ୍ତି ଦାବିରେ ଆଜିକୁ ଦୀର୍ଘ 18 ଦିନ ଦିନ ରାତି ଆନ୍ଦୋଳନ କରୁଛନ୍ତି । କୋରୋନା ସମୟରେ ସମଗ୍ର ରାଜ୍ୟରେ କୋରୋନାର ପ୍ରକୋପ ରହିଥିବା ବେଳେ ଏହି ସମୟରେ ସରକାର ଏମାନଙ୍କୁ ନିଯୁକ୍ତି ଦେଇଥିଲେ । ଏବେ କିନ୍ତୁ ସେହି ଏଏନଏମ କର୍ମୀମାନେ ଭୁବନେଶ୍ୱରର ରାଜରାସ୍ତରେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.