ETV Bharat / city

ବାଲୁକା କଳାରେ ପ୍ଲାଷ୍ଟିକମୁକ୍ତ ଓଡିଶା - ବାଲୁକା କଳାରେ ସଚେତନତାର ବାର୍ତ୍ତା

ବାଲୁକା କଳା ମାଧ୍ୟମରେ ରାଜଧାନୀବାସୀଙ୍କୁ ସଚେତନ କରାଇଛନ୍ତି ସୁବଳ ମହାରଣା ।

ବାଲୁକା କଳାରେ ସଚେତନତାର ବାର୍ତ୍ତା
author img

By

Published : Oct 2, 2019, 5:07 PM IST

ଭୁବନେଶ୍ବର: ସରକାରୀ ବାବୁଙ୍କ ନିଆରା ପ୍ରୟାସ । ନିଜ ବାଲୁକା କଳା ମାଧ୍ୟମରେ ରାଜଧାନୀବାସୀଙ୍କୁ ବାଣ୍ଟିଲେ ସଚେତନତାର ବାର୍ତ୍ତା ।

ବାଲୁକା କଳାରେ ସଚେତନତାର ବାର୍ତ୍ତା

ଆଜି(ବୁଧବାର) ଠାରୁ ସରକାର ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା କସିଛନ୍ତି । କୌଣସି ବି ସ୍ଥାନରେ ପ୍ଲାଷ୍ଟିକର ବ୍ୟବାହାର ଦେଖାଯାଏ ତାକୁ ଫାଇନ ଦେବାକୁ ପଡିବ ବୋଲି ମଧ୍ୟ କୁହାଯାଇଛି ।

ତେବେ ଏହି ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ରାଜଧାନୀର ସୁବଳ ମହାରଣା । ଜଣେ ସରକାରୀ ବ୍ୟାଙ୍କ କର୍ମଚାରୀ ହେଲେ ସୁଦ୍ଧା ନିଶା ତାଙ୍କର କିଛି ଅଲଗା । ସୁବଲ 5 ଟନ ବାଲି ବ୍ୟବହାର କରି ବାଲୁକାରେ ତିଆରି ଏକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢିବା ପାଇଁ ରାଜଧାନୀ ବାସୀଙ୍କୁ ସଚେତନ କରାଇଛନ୍ତି । ସୁବଳଙ୍କ ଏହି ନିଆର ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ ଇଟିଭି ଭାରତ

Intro:ସରକାରୀ ବାବୁ ଙ୍କ ନିୟାରା ପ୍ରୟାସ ,ନିଜ ବାଲୁକା କଳା ରେ ରାଜଧାନୀ ବାସୀକୁ ବାଣ୍ଟିଲେ ସଚେତନତା ର ବାର୍ତା।

ଆଜି ଠାରୁ ସରକାର ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା କସିଛନ୍ତି। ଆଜିଠାରୁ କୌଣସି ବି ଜାଗା ରେ ପ୍ଲାଷ୍ଟିକ ର ବ୍ୟବାହାର ଦେଖା ଯାଏ ତାକୁ ଫାଇନ ଦେବା କୁ ପଡିବ ବୋଲି ମଧ୍ୟ କୁହାଯାଇଛି। ରାଜ୍ୟ ସରକାର ବିଭିନ୍ନ ଜାଗାରେ ପ୍ଲାଷ୍ଟିକ ବ୍ୟହାହାର ନ କରିବା ପାଇଁ ସଚେତନତା ର ବର୍ତା ବାଣ୍ଟୁଛନ୍ତି। ଏହି ମହତ କାର୍ଯ୍ୟ ରେ ନିଜକୁ ନିଜେଜିତ କରିଛନ୍ତି ରାଜଧାନୀ ର ସୁବଲ ମହାରଣା। ଜଣେ ସରକାରୀ ବ୍ୟାଙ୍କ କର୍ମଚାରୀ ହେଲେ ଶୁଦ୍ଧା ନିଶା ତାଙ୍କର କିଛି ଅଲଗା । ସୁବଲ 5 ଟନ ବାଲି ବ୍ୟବହାର କରି ବାଲୁକାରେ ତିଆରି ଏକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢିବା ପାଇଁ ରାଜଧାନୀ ବାସୀ ଙ୍କୁ ସଚେତନତା ର ବାର୍ତା ବାଣ୍ଟିଛନ୍ତି।

ବାଇଟ ସୁବଲ ମହାରଣା
ବାଲୁକା ଶିଳ୍ପୀ

Body:ସରକାରୀ ବାବୁ ଙ୍କ ନିୟାରା ପ୍ରୟାସ ,ନିଜ ବାଲୁକା କଳା ରେ ରାଜଧାନୀ ବାସୀକୁ ବାଣ୍ଟିଲେ ସଚେତନତା ର ବାର୍ତା।

ଆଜି ଠାରୁ ସରକାର ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା କସିଛନ୍ତି। ଆଜିଠାରୁ କୌଣସି ବି ଜାଗା ରେ ପ୍ଲାଷ୍ଟିକ ର ବ୍ୟବାହାର ଦେଖା ଯାଏ ତାକୁ ଫାଇନ ଦେବା କୁ ପଡିବ ବୋଲି ମଧ୍ୟ କୁହାଯାଇଛି। ରାଜ୍ୟ ସରକାର ବିଭିନ୍ନ ଜାଗାରେ ପ୍ଲାଷ୍ଟିକ ବ୍ୟହାହାର ନ କରିବା ପାଇଁ ସଚେତନତା ର ବର୍ତା ବାଣ୍ଟୁଛନ୍ତି। ଏହି ମହତ କାର୍ଯ୍ୟ ରେ ନିଜକୁ ନିଜେଜିତ କରିଛନ୍ତି ରାଜଧାନୀ ର ସୁବଲ ମହାରଣା। ଜଣେ ସରକାରୀ ବ୍ୟାଙ୍କ କର୍ମଚାରୀ ହେଲେ ଶୁଦ୍ଧା ନିଶା ତାଙ୍କର କିଛି ଅଲଗା । ସୁବଲ 5 ଟନ ବାଲି ବ୍ୟବହାର କରି ବାଲୁକାରେ ତିଆରି ଏକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢିବା ପାଇଁ ରାଜଧାନୀ ବାସୀ ଙ୍କୁ ସଚେତନତା ର ବାର୍ତା ବାଣ୍ଟିଛନ୍ତି।

ବାଇଟ ସୁବଲ ମହାରଣା
ବାଲୁକା ଶିଳ୍ପୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.