ETV Bharat / city

୯ ରୁ ଆରମ୍ଭ ଯୁକ୍ତ 3 ସେମିଷ୍ଟାର, ସବଜେକଟିଭରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ - Higer education Departments

ପରୀକ୍ଷା ଦେବେ +3 ଛାତ୍ରଛାତ୍ରୀ । ପ୍ରଥମଥର ପାଇଁ ଘରେ ରହି ଅଫଲାଇନରେ ସବଜେକଟିଭ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଅଗଷ୍ଟ ୯ରୁ ଆରମ୍ଭ ଯୁକ୍ତ 3 ସେମିଷ୍ଟାର, ସବଜେକଟିଭରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

author img

By

Published : Jul 14, 2021, 8:04 PM IST

ଭୁବନେଶ୍ବର: ଅଗଷ୍ଟ ୯ରୁ ଆରମ୍ଭ ହେବ ଉତ୍କଳ ବିଶ୍ଵବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଯୁକ୍ତ ତିନିର ଷଷ୍ଠ ସେମିଷ୍ଟାର । ପ୍ରଥମ ଥର ପାଇଁ ଅନଲାଇନରେ ସବଜେକଟିଭ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ପୂର୍ବରୁ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଆସୁଥିବା ବେଳେ ଅନଲାଇନ ପରୀକ୍ଷା ପ୍ରକ୍ରିୟା ସେମାନଙ୍କ ପାଇଁ ନୂଆ । ତେଣୁ କିଛି ପିଲା ଏହାକୁ ଗ୍ରହଣ କରିଥିବାବେଳେ କିଛି ପିଲାଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଅଗଷ୍ଟ ୯ରୁ ଆରମ୍ଭ ଯୁକ୍ତ 3 ସେମିଷ୍ଟାର, ସବଜେକଟିଭରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କାରଣ ନିର୍ଦ୍ଦିଷ୍ଟ ସମୟ ଭିତରେ ନୂଆ ପ୍ରଣାଳୀ ଅନୁସାରେ ସମସ୍ତ ଉତ୍ତର ସ୍କ୍ରିପ୍ଟ ପଠାଇବା ପିଲାଙ୍କ ପାଇଁ ସୁହାଉନଥିବା କହିଛନ୍ତି । ତା ସହ ଅନଲାଇନରେ ନେଟୱାର୍କର ସମସ୍ୟା ବି ଅନେକ ସ୍ଥାନରେ ଦେଖା ଯିବାର ସମ୍ଭାବନା ରହିଛି । ଯାହା ସମୟ ନଷ୍ଟ ସହ ପିଲାର ମାନସିକ ସନ୍ତୁଳନକୁ ବି ବିଗାଡିପାରେ । ସେଥିପାଇଁ ମହାମାରୀ ଭିତରେ ସୁରକ୍ଷା ଦୃଷ୍ଟିରୁ ଯଦିଓ ଛାତ୍ରଛାତ୍ରୀ ଏହି ନୂଆ ପ୍ରକ୍ରିୟାକୁ ଆପଣାଇଛନ୍ତି, ହେଲେ କଟକଣା ଭିତରେ ହେଉ ପଛେ ଅଫଲାଇନ ପରୀକ୍ଷାକୁ ବେଶି ଗୁରୁତ୍ୱ ଦେଇଛନ୍ତି ଛାତ୍ରଛାତ୍ରୀ । ତେବେ ରାଜ୍ୟରେ ପ୍ରଥମଥର ପାଇଁ ଘରେ ରହି ଅଫଲାଇନ ମାଧ୍ୟମରେ ସବଜେକଟିଭ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.