ETV Bharat / city

ଜାପାନରେ କ୍ରୀଡା କୌଶଳ ଶିଖିବେ ଓଡିଆ ଛାତ୍ରଛାତ୍ରୀ

author img

By

Published : Nov 14, 2019, 9:46 PM IST

ଜାପାନ ଯିବେ ଓଡ଼ିଆ ଛାତ୍ରଛାତ୍ରୀ । ଇଷ୍ଟ ଏସିଆ ନେଟୱର୍କ ଅଫ ଏକ୍ସଚେଞ୍ଜ ଫର ଷ୍ଟୁଡେଣ୍ଟ ଆଣ୍ଡ ୟୁଥ କାର୍ଯ୍ୟକ୍ରମରେ ଭାଗ ନେବା ସହ ଶିଖିବେ କ୍ରୀଡା କୌଶଳ । ଅଧିକ ପଢ଼ନ୍ତୁ...

ଜାପନରେ କ୍ରୀଡା କୌଶଳ ଶିଖିବେ ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଜାପାନ ଯାଇ ବିଭିନ୍ନ କ୍ରୀଡା କୌଶଳ ଶିଖିବେ ଓଡି଼ଆ ଛାତ୍ରଛାତ୍ରୀ । ଜାପାନରେ ଆୟୋଜିତ ହେଉଥିବା ଇଷ୍ଟ ଏସିଆ ନେଟୱର୍କ ଅଫ ଏକ୍ସଚେଞ୍ଜ ଫର ଷ୍ଟୁଡେଣ୍ଟ ଆଣ୍ଡ ୟୁଥ ( East Asia Network of Exchange for Students and Youths) କାର୍ଯ୍ୟକ୍ରମରେ ଭାଗ ନେଉଥିବା 18 ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ତିନି ଓଡି଼ଆ ।

ଏସେମବ୍ଲି ଓ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆସନ୍ତା ନଭେମ୍ବର 18 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ଇଇଷ୍ଟ ଏସିଆ ନେଟୱର୍କ ଅଫ ଏକ୍ସଚେଞ୍ଜ ଫର ଷ୍ଟୁଡେଣ୍ଟ ଆଣ୍ଡ ୟୁଥ କାର୍ଯ୍ୟକ୍ରମ । ଯେଉଁଥିରେ ଭାରତରୁ 18 ଜଣ ଛାତ୍ରଛାତ୍ରୀ ଜାପାନ ଯିବା ପାଇଁ ମନୋନୀତ ହୋଇଛନ୍ତି ।

ତେବେ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଶାର କିସ ବିଶ୍ବବିଦ୍ୟାଳୟର 3 ଜଣ ଛାତ୍ରଛାତ୍ରୀ ମାନୋନୀତ ହୋଇଛନ୍ତି। କିସର ଦୁଇ ଜଣ ଛାତ୍ର ମୁନା ମୁର୍ମୁ, ଦିବ୍ୟରଞ୍ଜନ ଦାସ ଓ ଛାତ୍ରୀ ସୁମିତ୍ରା ନାୟକ ଜାପାନ ଯିବା ନେଇ ସ୍ଥିରିକୃତ ହୋଇଛି । ସେଠାରେ ନିଜର ରଗବି ଖେଳର ରଣ କୌଶଳ ଦେଖାଇବା ସହ ଜାପାନ ତଥା ଅନ୍ୟ ଦେଶ ଠାରୁ ରଣ କୌଶଳ ଶିଖିବେ ଏହି ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଜାପନ ଯାଇ ବିଭିନ୍ନ ଖେଳ ର ରଣ କୌଶଳ ଶିଖିବେ କିସ ର 3 ଛାତ୍ରଛାତ୍ରୀ

ଏସେମବଲ୍ଲି ଓ ଭାରତ ସରକାର ଙ୍କ ବିଦେଶବ ମନ୍ତ୍ରଣାଳୟ ର ମିଳିତ ଉଦ୍ୟମ ରେ ଆସନ୍ତା 18 ନଭେମ୍ବର ରୁ 26 ପର୍ଯ୍ୟନ୍ତ ଆରମ୍ଭ ହେବା କୁ ଯାଉଛି ଇଷ୍ଟ ଏସିଆ ନେଟୱର୍କ ଅପ ଏକ୍ସଚେଞ୍ଜ ଫର ୟୁଥ କାର୍ଯ୍ୟକ୍ରମ ହେବା କୁ ଯାଉଛି ଯେଉଁଥିରେ ଓଡିଶା ରୁ 18 ଜଣ ଜାପାନ ଯିବା ପାଇଁ ମନେନିତ ହୋଇଛନ୍ତି ଆଉ ସେହି ଭିତରୁ ଓଡିଶା ର କିସ ବିଶ୍ୱ ବିଦ୍ୟାଳୟ ର 3 ଜଣ ଛାତ୍ରଛାତ୍ରୀ ମାନେନିତ ହୋଇଛନ୍ତି। କିସ ର ଦୁଇ ଜଣ ଛାତ୍ର ମୁନା ମୁର୍ମୁ, ଦିବ୍ୟରଞ୍ଜନ ଦାସ ଓ ଛାତ୍ରୀ ସୁମିତ୍ରା ନାୟକ। ସେଠାରେ ନିଜର ରାଗବି ଖେଳ ର ରଣ କୌଶଳ ଦେଖାଇବା ସହ ଜାପାନ ଅନ୍ୟ ଦେଶ ଠାରୁ ରଣ କୌଶଳ ଶିଖିବେ।

ବାଇଟ ଦିବ୍ୟରଞ୍ଜନ ଦାସ

Body:ଜାପନ ଯାଇ ବିଭିନ୍ନ ଖେଳ ର ରଣ କୌଶଳ ଶିଖିବେ କିସ ର 3 ଛାତ୍ରଛାତ୍ରୀ

ଏସେମବଲ୍ଲି ଓ ଭାରତ ସରକାର ଙ୍କ ବିଦେଶବ ମନ୍ତ୍ରଣାଳୟ ର ମିଳିତ ଉଦ୍ୟମ ରେ ଆସନ୍ତା 18 ନଭେମ୍ବର ରୁ 26 ପର୍ଯ୍ୟନ୍ତ ଆରମ୍ଭ ହେବା କୁ ଯାଉଛି ଇଷ୍ଟ ଏସିଆ ନେଟୱର୍କ ଅପ ଏକ୍ସଚେଞ୍ଜ ଫର ୟୁଥ କାର୍ଯ୍ୟକ୍ରମ ହେବା କୁ ଯାଉଛି ଯେଉଁଥିରେ ଓଡିଶା ରୁ 18 ଜଣ ଜାପାନ ଯିବା ପାଇଁ ମନେନିତ ହୋଇଛନ୍ତି ଆଉ ସେହି ଭିତରୁ ଓଡିଶା ର କିସ ବିଶ୍ୱ ବିଦ୍ୟାଳୟ ର 3 ଜଣ ଛାତ୍ରଛାତ୍ରୀ ମାନେନିତ ହୋଇଛନ୍ତି। କିସ ର ଦୁଇ ଜଣ ଛାତ୍ର ମୁନା ମୁର୍ମୁ, ଦିବ୍ୟରଞ୍ଜନ ଦାସ ଓ ଛାତ୍ରୀ ସୁମିତ୍ରା ନାୟକ। ସେଠାରେ ନିଜର ରାଗବି ଖେଳ ର ରଣ କୌଶଳ ଦେଖାଇବା ସହ ଜାପାନ ଅନ୍ୟ ଦେଶ ଠାରୁ ରଣ କୌଶଳ ଶିଖିବେ।

ବାଇଟ ଦିବ୍ୟରଞ୍ଜନ ଦାସ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.