ETV Bharat / city

ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ - ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ

ରାଜଧାନୀରେ ରାଜରାସ୍ତାରେ ଆନ୍ଦୋଳନ ରତ ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

_student protest
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Dec 2, 2019, 10:40 PM IST

ଭୁବନେଶ୍ବର: ଓଡ଼ିଶାର 4ଟି ପ୍ରମୁଖ ବିଶ୍ବବିଦ୍ୟାଳୟ ସମ୍ଭଲପୁର, ଫକିର ମୋହନ, ରାଜେନ୍ଦ୍ର ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦୀର୍ଘ ଦିନ ଧରି ନିଜ ବିଶ୍ଵବିଦ୍ୟାଳୟରେ ଧାରଣା ଦେଉଥିଲେ । ହେଲେ ଗତ ଦୁଇ ଦିନ ହେବ ଛାତ୍ରଛାତ୍ରୀ ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଛାତ୍ରଛାତ୍ରୀଙ୍କ କହିବା ମୁତାବକ, ଓଟିଇଟି, ସିଟିଇଟି, ପିଜିଟି, ଟିଜିଟି ଭଳି ଅନେକ ପ୍ରବେଶିକା ପରୀକ୍ଷା ସେମାନେ ଦେଇପାରୁ ନାହାଁନ୍ତି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୌଣସି ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ପିଲା ଓଡ଼ିଶାର ପ୍ରବେଶିକା ପରୀକ୍ଷା ନଦେବାର ନିୟମ ରହିଛି । ଯାହାକୁ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି । ଓଡ଼ିଶାରେ ପାଠ ପଢିଛୁ, ଓଡ଼ିଶାର ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଛୁ କଣ ପାଇଁ ବାହାରକୁ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ସେମାନେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ସରୁନି ଇଣ୍ଟ୍ରିଗେଟେଡ଼ ବି ଏଡ ଓ ଏମ ଏଡ ପିଳାଙ୍କ ସଂଘର୍ଷ।

ଓଡ଼ିଶାର 4 ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ସମ୍ଭଲପୁର ବିଶ୍ଵବିଦ୍ୟାଳୟ, ଫକିର ମୋହନ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ,ର ଛାତ୍ରଛାତ୍ରୀ ମାନେ ଦୀର୍ଘ ଦିନ ଧରି ନିଜ ନିଜ ବିଶ୍ଵ ବିଦ୍ୟାଳୟ ସମୁଖ ରେ ଧାରଣା ଦେଉଥିଲେ। ଗତ ଦୁଇ ଧରେ ଏବେ ରାଜଧାନୀ ର ରାଜରାସ୍ତା ରେ ଧାରଣା ରେ ବସିଛନ୍ତି। ଛାତ୍ରଛାତ୍ରୀ ଙ୍କ କହିବା ମୁତାବକ ଓଟିଇଟି, ସିଟିଇଟି, ପିଜିଟି, ଟିଜିଟି ଭଳି ଅନେକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାଁନ୍ତି।ଅନ୍ୟ ରାଜ୍ୟ ସରକାର ଙ୍କ ନିୟମ ଅନୁଯାୟୀ କୌଣସି ଇଣ୍ଟ୍ରିଗେଟେଡ଼ ବି ଏଡ ଓ ଏମ ଏଡ ପିଲା ଓଡ଼ିଶାର ପ୍ରବେଶିକା ପରୀକ୍ଷା ଦେଇ ନପାରିବା ର ନିୟମ ରହିଛି।ଯାହାକୁ ଛାତ୍ରଛାତ୍ରୀ ବିରେଧ କରୁଛନ୍ତି, ଆମେ ଓଡ଼ିଶା ରେ ପାଠ ପଢିଛୁ, ଓଡ଼ିଶାର ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ କରିଛୁ କଣ ପାଇଁ ବାହାର କୁ ଯିବୁ ,ବାହାରେ ପ୍ରବେଶିକା ପରୀକ୍ଷା ଦେବୁ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି।

ବାଇଟ ଛାତ୍ରୀ

Body:ସରୁନି ଇଣ୍ଟ୍ରିଗେଟେଡ଼ ବି ଏଡ ଓ ଏମ ଏଡ ପିଳାଙ୍କ ସଂଘର୍ଷ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.