ETV Bharat / city

ଗ୍ରାମୀଣ ଆବାସ ଯୋଜନା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କଲେ ରାଜ୍ୟ ସରକାର

author img

By

Published : Aug 26, 2019, 4:24 PM IST

ଗ୍ରାମୀଣ ଆବାସ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣକୁ ଆହୁରି ବ୍ୟାପକ କରାଯିବ । ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସୋମବାର ଠାରୁ ସବୁ ସ୍ଥାନରେ ହିତାଧିକାରୀଙ୍କ ସମ୍ମିଳନୀ ହେବ। ଓ ଏହା 31ତାରିଖ ଯାଏଁ ଚାଲିବ ବୋଲି ସୂଚନା ରହିଛି । ଏଥିରେ ହିତାଧିକାରୀଙ୍କ ମତାମତ ନେବା, ଗୃହ ନିର୍ମାଣ, କିସ୍ତି, ଆମ ଘର ଆପ୍‌ ସଂକ୍ରାନ୍ତରେ ସଚେତନ କରାଯିବ ।

strategy-for-implementation-of-rural-housing-schemes
ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ମୁଖ୍ୟତଃ 5 ଗୋଟି ସ୍ତରରେ ଏହି ଯୋଜନାକୁ ତ୍ବରାନ୍ବିତ କରାଯିବ । ପ୍ରଶିକ୍ଷଣ, ହିତାଧିକାରୀ ସମ୍ମିଳନୀ, ଗୃହନିର୍ମାଣାର୍ଥ ମୂଳଦୁଆ ସ୍ଥାପନ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ, ଗୃହ ନିର୍ମାଣ ପାଇଁ କଞ୍ଚାମାଲ ଯୋଗାଇବା ଦାୟିତ୍ବ ଓ ସର୍ବଶେଷରେ ଗୃହପ୍ରବେଶ କାର୍ଯ୍ୟକ୍ରମ ।

ଅଗଷ୍ଟ 26 ତାରିଖ ଠାରୁ 31 ଯାଏଁ ହିତାଧିକାରୀ ସମ୍ମିଳନୀ ହେବ । 31 ଅଗଷ୍ଟ ଠାରୁ ସେପ୍ଟେମ୍ବର 7 ତାରିଖ ଯାଏଁ ଗୃହନିର୍ମାଣାର୍ଥ ମୂଳଦୁଆ ସ୍ଥାପନ ଅଭିଯାନ ।

ସେହିପରି ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ପ୍ରାୟ 3 ଲକ୍ଷ ପକ୍କା ଘରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫେରେନ୍ସିଂ ଜରିଆରେ ଏହା କରାଯିବ। । ଏହି ଭିଡିଓ କନଫେରେନ୍ସିଂ ସମୟରେ ସାଂସଦ, ବିଧାୟକ, ମନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ରହିବେ । ସେହିପରି ଚତୁର୍ଥ ସପ୍ତାହରେ ମଧ୍ୟ ସମାନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଗୃହ ସମ୍ପୂର୍ଣ୍ଣ ହେବ ପରେ ଗୃହ ପ୍ରବେଶ କରାଯିବ । ଅକ୍ଟୋବର 2ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ହେବ। ଶୁଭ ଦିନ ଦେଖି ଗୃହ ପ୍ରବେଶ ହେବ। ଦିପାବଳୀରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ।

ଯେଉଁ ହିତାଧିକାରୀଙ୍କୁ ଅର୍ଥ କିସ୍ତି ସଠିକ ସମୟରେ ମିଳୁ ନାହିଁ, ସେମାନଙ୍କ କାରଣ ଖୋଜିବାକୁ ବ୍ୟବସ୍ଥା ହୋଇଛି । ଏପରିକି ଆପ୍‌ ଜରିଆରେ ତଥ୍ୟ ଦେଇ କିପରି ହିତାଧିକାରୀଙ୍କ ଖାତାକୁ ଟଙ୍କା ଯିବା ସେ ନେଇ ବିଭାଗ ବିଚାର କରୁଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣକୁଆହୁରି ବ୍ୟାପକ କରାଯିବ। ଏନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ ଏନେଇ ସବୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଛନ୍ତି। ଆଜିଠୁ ସବୁଠି ହିତାଧିକାରୀଙ୍କ ସମ୍ମିଳନୀ ହେବ। 31 ଯାଏ ଚାଲିବ। ହିତାଧିକାରୀଙ୍କ ମତାମତ ନେବା, ଗୃହ ନିର୍ମାଣ, କିସ୍ତି, ଆମ ଘର ଆପ ସଂକ୍ରାନ୍ତରେ ସଚେତନ କରାଯିବ।
ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ପ୍ରାୟ 3 ଲକ୍ଷ ପକ୍କା ଘରର ଶିଳାଣ୍ୟଶ କରିବେ ମୁଖ୍ୟମନ୍ତ୍ରୀ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହା କରାଯିବ। ସେହିଦିନ ସାଂସଦ, ବିଧାୟକ, ମନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ରହିବେ। ସେହିପରି ଚତୁର୍ଥ ସପ୍ତାହରେ ମଧ୍ୟ ସମାନ କାର୍ଯ୍ୟକ୍ରମ ହାତକୁ ନିଆଯିବ।
ଗୃହ ସମ୍ପୂର୍ଣ୍ଣ ହେବ ପରେ ଗୃହ ପ୍ରବେଶ କରାଯିବ। ଅକ୍ଟୋବର 2ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ହେବ। ଶୁଭ ଦିନ ଦେଖି ଗୃହ ପ୍ରବେଶ ହେବ। ଦ୍ବୀପବଳୀରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ।
ଯେଉଁ ହିତାଧିକାରୀଙ୍କ ଅର୍ଥ କିସ୍ତି ସଠିକ ସମୟରେ ମିଳୁ ନାହିଁ ସେମାନଙ୍କ କାରଣ ଖୋଜିବାକୁ ବ୍ୟବସ୍ଥା ହୋଇଛି। ଏପରିକି ଆପ ଜରିଆରେ ତଥ୍ୟ ଦେଇ କିପରି ହିତାଧିକାରୀଙ୍କ ଖାତାକୁ ତାଙ୍କ ଯିବା ସେ ନେଇ ବିଭାଗ ବିଚାର କରୁଥିବା ଜଣାପଡିଛି।Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.