ETV Bharat / city

କଲରାପତରିଆ ବାଘ ଛାଲ ବିକ୍ରି ବେଳେ ଜଣଙ୍କୁ ବାନ୍ଧିଲା STF - କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବାଘଛାଲ ବେପାରୀ

କ୍ରାଇମବ୍ରାଞ୍ଚ STF ହାତରେ ପୁଣି ଧରାପଡ଼ିଲା ବାଘଛାଲ ବେପାରୀ । କଲରାପତରିଆ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ୍ଧା ହେଲେ ଖୋର୍ଦ୍ଧାର ରତ୍ନାକର । ଅଧିକ ପଢନ୍ତୁ

କଲରାପତରିଆ ବାଘ ଛାଲ ଜବତ: ଜଣଙ୍କୁ ବାନ୍ଧିଲା Crime Branch Stf

author img

By

Published : Dec 31, 2021, 11:01 AM IST

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫ (STF) ହାତରେ ବାଘଛାଲ ବେପାରୀ । କଲରାପତରିଆ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ୍ଧା ହେଲେ ଖୋର୍ଦ୍ଧାର ରତ୍ନାକର । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା ।

ଏ ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ( Crime Branch STF)ର ଏକ ଦଳ ସେଠାରେ ଚଢାଉ କରିଥିଲା । ଗାଁର ରତ୍ନାକର ସାହୁଙ୍କୁ ଗିରଫ କରିଥିଲା ବେଳେ କଲରାପତରିଆ ବାଘଛାଲ ଜବତ କରିଛି ଏସଟିଏଫ । ଏହାସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.