ETV Bharat / city

IG ପାର୍କରେ ଚାଲିଥିଲା ବଜ୍ରକାପ୍ତା ଡିଲ, ଅଭିଯୁକ୍ତକୁ ଉଠାଇନେଲା STF

ବଜ୍ରକାପ୍ତା ଡିଲ ବେଳେ ଏସଟିଏଫର ଲାଇଭ ରେଡ । ଆଇଜି ପାର୍କରେ ଚାଲିଥିଲା ବଜ୍ରକାପ୍ତା ଡିଲ । ଅଧିକ ପଢନ୍ତୁ...

ବଜ୍ରକାପ୍ତା ଡିଲ ବେଳେ ଏସଟିଏଫର ଲାଇଭ ରେଡ, ଆଇଜି ପାର୍କରୁ ଅଭିଯୁକ୍ତକୁ ଉଠାଇ ଛାନଭିନ ଜାରୀ

author img

By

Published : Oct 5, 2021, 2:05 PM IST

ଭୁବନେଶ୍ବର: ବଜ୍ରକାପ୍ତା ଡିଲ ବେଳେ ଏସଟିଏଫର ଲାଇଭ ରେଡ । ଆଇଜି ପାର୍କରେ ଚାଲିଥିଲା ବଜ୍ରକାପ୍ତା ଡିଲ । ତେବେ ଅଧକିଲୋର ବଜ୍ରକାପ୍ତା କାତି ଜବତ ସହ ଜଣକୁ ଅଟକ ରଖିଛି ଏସଟିଏଫ ଟିମ । ଏନେଇ ଅଟକ ଅଭିଯୁକ୍ତକୁ ଧରି ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଏସଟିଏଫ।

ବଜ୍ରକାପ୍ତା ଡିଲ ବେଳେ ଏସଟିଏଫର ଲାଇଭ ରେଡ, ଆଇଜି ପାର୍କରୁ ଅଭିଯୁକ୍ତକୁ ଉଠାଇ ଛାନଭିନ ଜାରୀ

ତେବେ ସଟିଏଫ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ପୁରା ତଥ୍ୟ ଖୁବଶୀଘ୍ର ଜଣାପଡ଼ିବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.