ETV Bharat / city

STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ; ୨ ଗିରଫ, ବଜ୍ରକାପ୍ତା ଉଦ୍ଧାର

author img

By

Published : Nov 18, 2021, 12:53 PM IST

STF( Special Task Force) ଜାଲରେ ବଜ୍ରକାପ୍ତା ଚାଲାଣକାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲରୁ ୨ ବ୍ୟବସାୟୀଙ୍କୁ ଗିରଫ କରିବା ସହ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଅଧିକ ପଢନ୍ତୁ

ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ

ଭୁବନେଶ୍ବର: ଏସଟିଏଫ ( Special Task Force)ଜାଲରେ ବଜ୍ରକାପ୍ତା ଚାଲାଣକାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲରୁ ୨ ବ୍ୟବସାୟୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ତେବେ ଚାଲାଣକାରୀଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ୨ ବ୍ୟବସାୟୀ ହେଲେ କନ୍ଧମାଳର ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ ।

ସେପଟେ ଗତ ବର୍ଷକ ମଧ୍ୟରେ ୭ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ଏହାସହ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କୁ ଏସଟିଏଫ ଗିରଫ କରିଛି ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.