ETV Bharat / city

ଟଙ୍କା ପାଇଁ ବାଜିରେ ଲାଗିଛି ଜଙ୍ଗଲୀ ଜନ୍ତୁଙ୍କ ଜୀବନ, ଦୁର୍ଦ୍ଦାନ୍ତ ଶିକାରୀକୁ ଗିରଫ କଲା STF - ଜଙ୍ଗଲିଜନ୍ତୁ ଶିକାରୀ କୁ ଗିରଫ କଲା ଏସଟିଏଫ

ମୟୂରଭଞ୍ଜ ଯଶିପୁର ଅଞ୍ଚଳରୁ ବନ୍ୟଜନ୍ତୁ ଶିକାରୀ ନଣ୍ଡା ବାଗେକୁ ଗିରଫ କଲା STF । କରଞ୍ଜିଆ ଜଙ୍ଗଲରେ ବାଘଠୁ ଆରମ୍ଭ କରି ଅନେକ ବନ୍ୟପ୍ରାଣୀ ଶିକାର କରୁଥିଲା ଅଭିଯୁକ୍ତ ଜଣଙ୍କ । ଅଧିକ ପଢନ୍ତୁ

ଟଙ୍କା ପାଇଁ ବାଜିରେ ଲାଗିଛି  ଜଙ୍ଗଲିଜନ୍ତୁଙ୍କ ଜୀବନ, ଦୁର୍ଦ୍ଦାନ୍ତ ଶିକାରୀକୁ ଗିରଫ କଲା STF

author img

By

Published : Feb 17, 2022, 7:43 AM IST

ଭୁବନେଶ୍ବର: STF ଜାଲରେ ଦୁର୍ଦ୍ଦାନ୍ତ ବନ୍ୟଜନ୍ତୁ ଶିକାରୀ । ମୟୂରଭଞ୍ଜ ଯଶିପୁର ଅଞ୍ଚଳରୁ ବନ୍ୟଜନ୍ତୁ ଶିକାରୀ ନଣ୍ଡା ବାଗେକୁ ବାନ୍ଧିଲା STF । କରଞ୍ଜିଆ ଜଙ୍ଗଲରେ ବାଘଠୁ ଆରମ୍ଭ କରି ଅନେକ ବନ୍ୟପ୍ରାଣୀ ଶିକାର କରୁଥିଲା ଅଭିଯୁକ୍ତ ଜଣଙ୍କ । ଏହାପରେ ଏସଟିଏଫ୍ ର ସ୍କାନରରକୁ ଆସିବା ପରେ ଗତକାଲି ତାକୁ ଗିରଫ କରାଯାଇଛି ।

ଟଙ୍କା ପାଇଁ ବାଜିରେ ଲାଗିଛି  ଜଙ୍ଗଲିଜନ୍ତୁଙ୍କ ଜୀବନ, ଦୁର୍ଦ୍ଦାନ୍ତ ଶିକାରୀକୁ ଗିରଫ କଲା STF
ଟଙ୍କା ପାଇଁ ବାଜିରେ ଲାଗିଛି ଜଙ୍ଗଲିଜନ୍ତୁଙ୍କ ଜୀବନ, ଦୁର୍ଦ୍ଦାନ୍ତ ଶିକାରୀକୁ ଗିରଫ କଲା STF

ଅଭିଯୁକ୍ତ ନିକଟରୁ ୩.୫କେଜିର ବଜ୍ରକାପ୍ତା ଛାଲି ,୨୯ଟି ବାଘ ନଖ, ୨ଟି କଲରାପତରିଆ ବାଖ ଦାନ୍ତ ସହ ୪୯ଟି ଶୁଆ ପକ୍ଷୀଛୁଆ ଜବତ କରିଛି । ଯାହାକୁ ନେଇ ଅନେକ ବନ୍ୟପ୍ରାଣୀ ଶିକାର ପଛରେ ଏହାର ହାତ ଥାଇପାରେ ବୋଲି ଏସଟିଏଫ୍ ଅନୁମାନ କରୁଛି । ପଚରାଉଚରା ପରେ କେତେ ଶିକାର କରିଛି, କିପରି ଏହାର ନେଟୱର୍କ ଚଲାଇଥିଲା, କିଏ କିଏ ଏହାର ଲିଙ୍କରେ ଅଛନ୍ତି ଓ କେତେ ବନ୍ୟପ୍ରାଣୀ ଶିକାର କରିଛି ସେ ନେଇ ତନାଘନା କରିବ ଏସଟିଏଫ୍ ଟିମ।

ତେବେ ୨୦୨୦ରୁ ଏଯାବତ ବନ୍ୟପ୍ରାଣୀ ଶିକାର ବିରୋଧରେ ଏସଟିଏଫ୍ ଅଭିଯାନ କରି ୧୩ଟି ହାତୀଦାନ୍ତ ,୨୫ଟି ବାଘ ଛାଲ,୭ଟି ହରିଣ ଛାଲ ସମେତ ୧୧ଟି ବଜ୍ରକାପ୍ତା ସହ ୧୯.୫କେଜିର ପାଙ୍ଗୋଲିନ ଛାଲି ସହ ୫୮ଜଣ ବନ୍ୟପ୍ରାଣୀ ଅଭିଯୁକକୁ ଗିରଫ କରିଛି STF ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.