ETV Bharat / city

ରାଜ୍ୟରେ ଦ୍ବିତୀୟ ସଫଳ ଅଙ୍ଗଦାନ, ପ୍ରତିରୋପଣ ହେଲା ସୁଚିତ୍ରାଙ୍କ କିଡନୀ - ମୃତ୍ୟୁ ପରେ ସୁଚିତ୍ରାଙ୍କ ଅଙ୍ଗଦାନ

ସଫଳତାର ସହ ଶେଷ ହୋଇଛି ରାଜ୍ୟରେ ଦ୍ବିତୀୟ ଅଙ୍ଗଦାନ ପ୍ରକ୍ରିୟା। ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି ସୁଚିତ୍ରା ଦାସ ।

suchitra donates organ after death in odisha, odisha 2nd organ donation, organ donation in odisha, ଓଡିଶାରେ ଅଙ୍ଗଦାନ, ଓଡିଶାରେ ଦ୍ବିତୀୟ ଅଙ୍ଗଦାନ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ମୃତ୍ୟୁ ପରେ ସୁଚିତ୍ରାଙ୍କ ଅଙ୍ଗଦାନ, bhubaneswar latest news
ରାଜ୍ୟରେ ଦ୍ବିତୀୟ ସଫଳ ଅଙ୍ଗଦାନ, ପ୍ରତିରୋପଣ ହେଲା ସୁଚିତ୍ରାଙ୍କ କିଡନୀ
author img

By

Published : Feb 27, 2020, 3:51 AM IST

ଭୁବନେଶ୍ବର: ସଫଳତାର ସହ ଶେଷ ହୋଇଛି ରାଜ୍ୟରେ ଦ୍ବିତୀୟ ଅଙ୍ଗଦାନ ପ୍ରକ୍ରିୟା। ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି ସୁଚିତ୍ରା ଦାସ । ତାଙ୍କର ଗୋଟିଏ କିଡନୀ ସ୍ଥାନୀୟ ଆମ୍ରି ହସ୍ପିଟାଲ ପଠାଯାଇଥିବା ବେଳେ ଅନ୍ୟଟିକୁ ଆପୋଲୋ ହସ୍ପିଟାଲରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ସୁଚିତ୍ରାଙ୍କ ଅଙ୍ଗଦାନ ପରେ ତାଙ୍କ ମର ଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।

suchitra donates organ after death in odisha, odisha 2nd organ donation, organ donation in odisha, ଓଡିଶାରେ ଅଙ୍ଗଦାନ, ଓଡିଶାରେ ଦ୍ବିତୀୟ ଅଙ୍ଗଦାନ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ମୃତ୍ୟୁ ପରେ ସୁଚିତ୍ରାଙ୍କ ଅଙ୍ଗଦାନ, bhubaneswar latest news
ରାଜ୍ୟରେ ଦ୍ବିତୀୟ ସଫଳ ଅଙ୍ଗଦାନ, ପ୍ରତିରୋପଣ ହେଲା ସୁଚିତ୍ରାଙ୍କ କିଡନୀ

ସୂଚନା ଅନୁଯାୟୀ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସୁଚିତ୍ରାଙ୍କୁ କ୍ୟାପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବ୍ରେନ ଡେଡ ହେବା ଜଣାପଡିବା ପରେ ବୁଧବାର ପରିବାର ଲୋକେ ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ । ସେପଟେ ଅଙ୍ଗଦାନ ସମୟରେ ସୁଚିତ୍ରାଙ୍କ ପୁଅ ଓ ପୁତୁରା ସେଠାରେ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.