ETV Bharat / city

ରଥଯାତ୍ରାରେ ନବୀନ ନିବାସ ଘେରିବେ ସ୍ୱାସ୍ଥ୍ୟକର୍ମୀ - job

ଗୁରୁବାର ରଥଯାତ୍ରାରେ ରାଜ୍ୟ ମହିଳା ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ପକ୍ଷରୁ ନବୀନ ନିବାସ ଆଗରେ ଧାରଣା ଦିଆଯିବ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 3, 2019, 4:52 PM IST

ଭୁବନେଶ୍ବର: ନବୀନ ନିବାସ ଆଗରେ ଧାରଣା ଦେବେ ରାଜ୍ୟ ମହିଳା ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ । ନିଯୁକ୍ତି ଦାବିରେ ରାଜ୍ୟର 17 ହଜାରରୁ ଉର୍ଦ୍ଧ୍ବ ରାଜ୍ୟ ମହିଳା ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଗୁରୁବାର ରଥଯାତ୍ରା ଦିନ ନବୀନ ନିବାସ ଆଗରେ ବିକ୍ଷୋଭ କରିବାକୁ ଧମକ ଦେଇଛନ୍ତି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ, 2006ରୁ 2019 ଯାଏଁ ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ନିଯୁକ୍ତି ଦାବିରେ ସରକାରଙ୍କୁ ଅବଗତ କରାଇ ଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି ବୋଲି ସଙ୍ଘ ମତ ରଖିଛି ।

ତେଣୁ ଗତ ଜୁନ୍ 29ରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିବା ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ଆଲେଚନା କରିଛନ୍ତି ।

ତେବେ ଯଦି ଗୁରୁବାର ସୁଦ୍ଧା ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ରଥଯାତ୍ରା ଦିନ ଅର୍ଥାତ୍ ଗୁରୁବାର ଦିନ ନବୀନ ନିବାସ ଆଗରେ ଧାରଣା ଦିଆଯିବ ବୋଲି ସଙ୍ଘ ନିଷ୍ପତ୍ତି ନେଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

dfsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.