ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

author img

By

Published : Jun 22, 2019, 1:11 PM IST

ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଚାଲିଛି ବୈଠକ । ଏଥିରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସଚିବାଳୟରେ ବସିଛି ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଏଥିରେ ବିଶେଷ କରି ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ବର୍ଷା ଦିନ ଆଗରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ଆବଶ୍ୟକ ପଦକ୍ଷେପ ନେଇ ବୈଠକରେ ଆଲୋଚନା ଚାଲିଛି । ଉକ୍ତ ବୈଠକରେ କୃଷି ମନ୍ତ୍ରୀ ଅରୁଣ ସାହୁ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସ ନେତା ନରସିଂହ ମିଶ୍ର ଓ ମୁଖ୍ୟ ଶାସନ ସଚିବଙ୍କ ସହ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଫୁଲୁରି ତେଲ ଲାଗିBody:ଅନବସର ରେ ଥିବା ମହାପ୍ରଭୁ ଙ୍କ ଶ୍ରୀଅଙ୍ଗରେ ଆଜି ସ୍ୱତନ୍ତ୍ର ଫୁଲୁରି ତେଲ ଲାଗି ହେବ। ଦ୍ଵି ପ୍ରହର ଧୂପ ପରେ ଏହି ନୀତି ଅନୁଷ୍ଠିତ ହେବ। 108 ଗଡୁ ଜଳ ରେ ସ୍ନାନ କରି ମହାପ୍ରଭୁ ଏବେ ଜ୍ୱର ରେ ଆକ୍ରାନ୍ତ। ଏବେ ଅନବସର ଗୃହ ରେ ଶ୍ରୀଜୀଉ। ଚାଲିଛି ଗୁପ୍ତ ନୀତି ସେବା। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ନୀତି ସେବା କରୁଛନ୍ତି। ଏହି କ୍ରମରେ ଆହି ଶ୍ରୀଜୀଉଙ୍କ ଓଦା ବସ୍ତ୍ର ଉଲାଗି ହୋଇଛି। ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ କରାଯିବ। ଏହା ଦ୍ୱାରା ମହାପ୍ରଭୁଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ସୁସ୍ଥ ହେବ। ଦ୍ଵି ପ୍ରହର ଧୂପ ପରେ ଦଇତାପତି ଓ ପତି ମହାପାତ୍ର ସେବକମାନେ ଏହି ଫୁଲୁରି ତେଲ ଲାଗି ସେବା କରିବେ। ପରମ୍ପରା ଅନୁସାରେ ଅନବସର ର ପଞ୍ଚମ ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ସ୍ୱତନ୍ତ୍ର ଫୁଲୁରି ତେଲ ମାଲିସ କରାଯାଏ। ଏହି କ୍ରମରେ ଆସନ୍ତା କାଲି ଓଡ଼ିଆ ମଠ ରୁ ଫୁଲୁରି ତେଲ ଶ୍ରୀମନ୍ଦିର କୁ ଆସିବ। ଓଡ଼ିଆ ମଠ ପକ୍ଷରୁ ଏହି ସ୍ୱତନ୍ତ୍ର ଫୁଲୁରି ତେଲ ତିଆରି ବିଶେଷ ଭାବେ ପ୍ରସ୍ତୁତ କରାଯାଏ। ବିଶୁଦ୍ଧ ରାଶି ତେଲରେ ବିଭିନ୍ନ ସୁବାସିତ ପୁଷ୍ପ ଯଥା , ମଲୀ, କେତକୀ ,ଜୁଇ ଆଦି ଫୁଲ ଏହି ତେଲରେ ପକାଯାଏ। ଗତ ବର୍ଷ ହେରା ପଞ୍ଚମୀ ଦିନ ଏହି ତେଲ କୁ ପ୍ରସ୍ତୁତ କରାଯାଇ ମାଟି ତଳେ ଏକ ପାତ୍ରରେ ଏକ ବର୍ଷ ପାଇଁ ପୋତାଯାଇ ରଖାଯାଏ। ଅନବସର ର ପଞ୍ଚମୀ ତିଥି ରେ ମାଟି ତଳୁ ଏହି ସ୍ୱତନ୍ତ୍ରତେଲ ବାହାର କରାଯାଇ ଶ୍ରୀମନ୍ଦିର କୁ ଦିଆଯାଏ। ପରେ ମହାପ୍ରଭୁ ଙ୍କ ଗୁପ୍ତ ନୀତି କାନ୍ତି ସରିବା ପରେ ଶ୍ରୀଜୀଉ ଙ୍କ ଶ୍ରୀଅଙ୍ଗରେ ଏହି ଫୁଲୁରି ତେଲ ଲାଗି ହୁଏ। ପରେ ମହାପ୍ରଭୁ ଦଶ ମୂଳ ଔଷଧ ଖାଇ ସୁସ୍ଥ ହୁଅନ୍ତି। ପରେ ଭକ୍ତ ଙ୍କୁ ନବ ଯୌବନ ଦର୍ଶନ ଦିଅନ୍ତି।

ବାଇଟ,, ନରେଶ ଦାଶ , ଗବେଷକConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.