ETV Bharat / city

NMA ସମ୍ପର୍କରେ ନିୟମ ଶିଖନ୍ତୁ ରାଜ୍ୟ ସରକାର: ସାଂସଦ ଅପରାଜିତା - Government should Learn about NMA

ପୁରାତନ କୀର୍ତ୍ତିରାଜିର ବିକାଶ ଏବଂ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କୁ ନିୟମ ଶିଖାଇଲେ ଭୁବନେଶ୍ବର ସାଂସଦ ଅପରାଜିତା । ନିୟମ ପରିସର ଭିତରେ ଐତିହାସିକ କୀର୍ତ୍ତିରାଜିର ବିକାଶ ହେଉ ବୋଲି ଟ୍ବିଟରେ ସାଂସଦଙ୍କ ସୂଚନା । ଅଧିକ ପଢନ୍ତୁ...

NMA ସମ୍ପର୍କରେ ନିୟମ ଶିଖନ୍ତୁ ରାଜ୍ୟ ସରକାର: ସାଂସଦ ଅପରାଜିତା

author img

By

Published : Feb 19, 2021, 1:36 PM IST

ଭୁବନେଶ୍ବର: ନିୟମ ପରିସର ଭିତରେ ଐତିହାସିକ କୀର୍ତ୍ତିରାଜିର ବିକାଶ ହେଉ । ପୁରାତନ କୀର୍ତ୍ତିରାଜିର ବିକାଶ ଏବଂ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କୁ ନିୟମ ଶିଖାଇଲେ ଭୁବନେଶ୍ବର ସାଂସଦ ଅପରାଜିତା। ପ୍ରାଚୀନ କୀର୍ତ୍ତିରାଜିର ବିକାଶ ଓ ସଂଗ୍ରକ୍ଷଣ ଅତ୍ୟନ୍ତ ଆବଶ୍ୟକ,ହେଲେ ଏହି କାର୍ଯ୍ୟ ନିୟମ ଅନୁସାରେ ହେବାର ଆବଶ୍ୟକତା ରହିଛି ।

NMA ସମ୍ପର୍କରେ ନିୟମ ଶିଖନ୍ତୁ ରାଜ୍ୟ ସରକାର: ସାଂସଦ ଅପରାଜିତା
NMA ସମ୍ପର୍କରେ ନିୟମ ଶିଖନ୍ତୁ ରାଜ୍ୟ ସରକାର: ସାଂସଦ ଅପରାଜିତା

amsar ଆକ୍ଟ -୧୯୫୮,ଆଇନକୁ ଅଣଦେଖା ବା ଭଙ୍ଗ କରି ନୁହେଁ,ପ୍ରାଚୀନ ଐତିହ୍ୟ ସ୍ଥଳୀର ବିକାଶ ପ୍ରସଙ୍ଗରେ, ଶୁକ୍ରବାର ଅପରାଜିତା ଷଡଙ୍ଗୀ ଏକ ଟୁଇଟ ମାଧ୍ୟମରେ ଏଭଳି ସୂଚନା ଦେଇଛନ୍ତି । ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ଏବଂ ରେଗୁଲେଟୋରି ଅଞ୍ଚଳରେ କୌଣସି ପ୍ରକଳ୍ପ କାର୍ଯ୍ୟାନ୍ଵୟନ କରିବା ପୂର୍ବରୁ ଜାତୀୟ ସ୍ମାରକ ପ୍ରାଧିକରଣ ବା ଏନଏମଏ ଏବଂ ଏଏସଆଇ ଠାରୁ ଆବଶ୍ୟକୀୟ ଆଇନଗତ ଅନୁମତି ନେବା ଜରୁରୀ ଅଟେ।

ଏଥିରୁ ସ୍ପଷ୍ଟ ଯେ ହେଟିଟେଜ ବାଇ-ଲ ପ୍ରତ୍ୟାହାର ବା ସ୍ଥଗିତ ଦ୍ବାରା କୌଣସି ସୁଫଳ ମିଳିବ ନାହିଁ । ଏଣୁ ସରକାର ନିୟମ ଅନୁଯାୟୀ କରିବା ଦରକାର।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.