ETV Bharat / city

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ: ଗୋଲକ ମହାପାତ୍ର - bjp allegation to bjd for biju swasthya yojna

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଫଳ ହୋଇଛନ୍ତି । ଓଡିଶାର ରୋଗୀମାନେ ସ୍ୱାସ୍ଥ୍ୟ କାର୍ଡରେ ଯେଉଁ ସୁବିଧା ପାଇବା କଥା ତାହା ପାଉନାହାନ୍ତି ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ: ଗୋଲକ ମହାପାତ୍ର

author img

By

Published : Aug 9, 2021, 7:02 AM IST

ଭୁବନେଶ୍ବର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଫଳ ହୋଇଛନ୍ତି । ଓଡିଶାର ରୋଗୀମାନେ ସ୍ୱାସ୍ଥ୍ୟ କାର୍ଡରେ ଯେଉଁ ସୁବିଧା ପାଇବା କଥା ତାହା ପାଉନାହାନ୍ତି । କୌଣସି ବେସରକାରୀ ହସ୍ପିଟାଲ ସେ କାର୍ଡକୁ ନେଉନାହାନ୍ତି । ବେସରକାରୀ ହସ୍ପିଟାଲରେ କୋଟି କୋଟି ଟଙ୍କା ରାଜ୍ଯ ସରକାର ବାକି ପକାଇଛନ୍ତି । ସେଥିପାଇଁ ରୋଗୀ ମାନେ ସେବା ପାଉନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ: ଗୋଲକ ମହାପାତ୍ର

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଖେଳିବା ଆରମ୍ଭ କରିଦେଲେ । ରାଜ୍ୟରେ ଯେତେ ସବୁ ସ୍ୱାସ୍ଥ୍ୟ କାର୍ଡ କରିଛନ୍ତି ସେସବୁ କାମରେ ଆସୁନି । କେନ୍ଦ୍ର ସରକାର ଗୋଟିଏ ଆୟୁଷ୍ମାନ କାର୍ଡ ଦେଲେ ଜଣେ ରୋଗୀ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ପାଇପାରିବ । ହେଲେ ରାଜ୍ଯ ସରକାର କାହିଁକି ଏହି ଯୋଜନାକୁ ରାଜ୍ୟରେ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.