ETV Bharat / city

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଚିଠି

author img

By

Published : Mar 8, 2020, 7:19 PM IST

Updated : Mar 8, 2020, 8:54 PM IST

State finance
State finance

19:08 March 08

ଶ୍ରୀମନ୍ଦିର ଟଙ୍କାକୁ ନେଇ ଅକଳରେ ସରକାର, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଅର୍ଥମନ୍ତ୍ରୀ

PHOTO
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ମହାପ୍ରଭୁଙ୍କ  545 କୋଟି ଟଙ୍କା ୟେସ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିରଞ୍ଜନ ଚିଠିରେ ଦର୍ଶାଇଛନ୍ତି ମହାପ୍ରଭୁଙ୍କ 545 କୋଟି ଟଙ୍କା ୟେସ ବ୍ୟାଙ୍କରେ ଜମା ଅଛି । ଯାହାର ମ୍ୟାଚୁରିଟି ମାର୍ଚ୍ଚ ମାସରେ ଶେଷ ହେବ । କିନ୍ତୁ ବର୍ତ୍ତମାନ ୟେସ ବ୍ୟାଙ୍କର ଯେଉଁ ସ୍ଥିତ ଉପୁଜିଛି ସେଥିରେ ଅନେକ ଆଶା ଆଶଙ୍କା ଦେଖାଦେଇଛି । ଫଳରେ ଟଙ୍କା ଉଠାଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି । ତୁରନ୍ତ ମହାପ୍ରଭୁଙ୍କ ଟଙ୍କା ଉଠାଣ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ।

Last Updated : Mar 8, 2020, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.