ETV Bharat / city

ବିପର୍ଯ୍ୟୟ ପରିଚାଳନାକୁ ନେଇ ରାଜ୍ୟ ଏକଜିକ୍ୟୁଟିଭି କମିଟିର ବୈଠକ

ବିପର୍ଯ୍ୟୟ ପରିଚାଳନାକୁ ନେଇ ରାଜ୍ୟ ଏକଜିକ୍ୟୁଟିଭି କମିଟିର ବୈଠକ। ବୈଠକରେ ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଛି । ତେବେ ଆକଳନକୁ ନେଇ କେନ୍ଦ୍ର ସହ ମଧ୍ୟ ଆଲୋଚନା କରାଯିବ ।

author img

By

Published : May 16, 2019, 8:24 PM IST

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନାକୁ ନେଇ ରାଜ୍ୟ ଏକଜିକ୍ୟୁଟିଭି କମିଟିର ବୈଠକ । ବୈଠକରେ ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଛି । ତେବେ ଆକଳନକୁ ନେଇ କେନ୍ଦ୍ର ସହ ମଧ୍ୟ ଆଲୋଚନା କରାଯିବ । ବାତ୍ୟା 'ଫନି' ସମୟରେ ଯାହା କିଛି ପଦକ୍ଷେପ ନିଆଯାଇଛି ଓଡ଼ିଶାର ଏସଡିଆରଏଫର ଫଣ୍ଡ ଉପରେ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

୨୨ ତାରିଖ ସୁଦ୍ଧା ଓଡ଼ିଶାରେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ । ଆକଳନ ଅନୁସାରେ କେନ୍ଦ୍ର ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ଆବଶ୍ୟକ ଅର୍ଥ ଏନଡିଆରଏଫ ରୁ ଆସିବ । ବିଭିନ୍ନ ବିଭାଗକୁ ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ ବହନ କରାଯାଇଛି ସେ ନେଇ ମଧ୍ୟ ଅନୁମୋଦନ କରାଯାଇଛି । ରାଜ୍ୟ ସରକାରଙ୍କ ନିକଟରେ ଚଉଦ ଶହ କୋଟିରୁ ଅଧିକ ଟଙ୍କା ଫଣ୍ଡ ରହିଥିବା ଜଣାପଡିଛି ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.