ETV Bharat / city

ବଦଳିଲା ଜରୁରୀକାଳୀନ ସେବା ନମ୍ବର: ୧୦୦ ନୁହେଁ, ଡାଏଲ କରନ୍ତୁ ୧୧୨ - Odisha police Emergency number

ଆଜିଠାରୁ ପରିବର୍ତ୍ତନ ହେଲା ରାଜ୍ୟର ଜରୁରୀକାଳୀନ ସେବା ନମ୍ବର । ଆଜିଠାରୁ ୧୦୦ ବଦଳରେ ୧୧୨ କୁ ଡାଏଲ କଲେ ଲାଗିବ । ଅଧିକ ପଢନ୍ତୁ...

state emergency number change 112 instead of 100
ଜରୁରୀକାଳୀନ ନମ୍ବର ୧୦୦ ପରିବର୍ତ୍ତେ ହେଲା ୧୧୨
author img

By

Published : Aug 16, 2021, 3:21 PM IST

ଭୁବନେଶ୍ବର: ପରିବର୍ତ୍ତନ ହେଲା ରାଜ୍ୟ ଜରୁରୀକାଳୀନ ସେବା ନମ୍ବର । ୧୦୦ ବଦଳରେ ହେଲା ୧୧୨ । ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

  • ଜରୁରୀ ସୂଚନା 📢

    ଭୁବନେଶ୍ୱର ସହରାଞ୍ଚଳ (ଡାଏଲ୍ ୧୦୦) ବର୍ତ୍ତମାନ #ERSS (ଡାଏଲ୍ 📞୧୧୨) ସହିତ ମିଶ୍ରଣ ହୋଇଛି |
    ଭୁବନେଶ୍ୱର ସମେତ ଓଡିଶାର ଲୋକଙ୍କୁ ଅନୁରୋଧ କରୁଛୁ, ଜରୁରୀକାଳୀନ ପରିସ୍ଥିତିରେ ୧୦୦ ଡାଏଲ୍ କରିବା ପରିବର୍ତ୍ତେ ଦୟାକରି 📞୧୧୨ ଡାଏଲ୍ କରନ୍ତୁ | pic.twitter.com/qxWalu6SBM

    — Odisha Police (@odisha_police) August 16, 2021 " class="align-text-top noRightClick twitterSection" data=" ">

ଆଜିଠାରୁ ପରିବର୍ତ୍ତନ ହେଲା ରାଜ୍ୟର ଜରୁରୀକାଳୀନ ସେବା ନମ୍ବର । ବର୍ତ୍ତମାନଠୁ ରାଜ୍ୟରେ ଜରୁରୀ କାଳୀନ ନମ୍ବର ଭାବେ ୧୦୦ ବଦଳରେ ୧୧୨ କୁ ଡାଏଲ କଲେ ଲାଗିବ । ଆଜି ଏନେଇ ଓଡିଶା ପୋଲିସ ପକ୍ଷରୁ ଭୁବନେଶ୍ବର ସମେତ ସାରା ଓଡିଶାର ଲୋକଙ୍କୁ ଅନୁରୋଧ କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ୧୦୦ ଡାଏଲ୍ କରିବା ପରିବର୍ତ୍ତେ ୧୧୨ ଡାଏଲ୍ କରିବା ପାଇଁ କୁହାଯାଇଛି ।

ସୂଚନାଥାଉକି ରାଜ୍ୟରେ କୌଣସି ଜରୁରୀକାଳୀନ ସେବା ପାଇଁ ସରକାର ୧୦୦ ନମ୍ବରକୁ ଡାଏଲ କରିବା ପାଇଁ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.