ETV Bharat / city

Brajrajnagar By poll: ସନ୍ଧ୍ୟା 5ଟା ସୁଦ୍ଧା 69 ପ୍ରତିଶତ ମତଦାନ

author img

By

Published : May 31, 2022, 6:19 PM IST

ବ୍ରଜରାଜନଗରରେ ସନ୍ଧ୍ୟା 5ଟା ସୁଦ୍ଧା 69 ପ୍ରତିଶତ ମତଦାନ ହୋଇଛି । ସନ୍ଧ୍ୟା 6ଟା ଯାଏଁ 279ଟି ବୁଥରେ ଚାଲିବ ମତଦାନ । ଅଧିକ ପଢ଼ନ୍ତୁ

Brajrajnagar Bypoll: ସନ୍ଧ୍ୟା 5ଟା ସୁଦ୍ଧା 69 ପ୍ରତିଶତ ମତଦାନ

ଭୁବନେଶ୍ବର: ବ୍ରଜରାଜନଗରରେ ସନ୍ଧ୍ୟା 5ଟା ସୁଦ୍ଧା 69 ପ୍ରତିଶତ ମତଦାନ ହୋଇଛି । ସନ୍ଧ୍ୟା 6ଟା ଯାଏଁ 279ଟି ବୁଥରେ ଚାଲିବ ମତଦାନ । ଏହାକୁ ନେଇ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏ ଯାଏଁ କୌଣସି ବୁଥରେ ବିଶୃଙ୍ଖଳା ଦେଖା ଯାଇନାହିଁ ।

ବ୍ରଜରାଜନଗର ନଗର ଉପନିର୍ବାଚନ ନେଇ ଭୋଟଦାନ ଜାରି ରହିଛି । ୨୦୧୯ ତୁଳନାରେ ଚଳିତ ଥର ଅଧିକ ମତଦାନ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ମତଦାନ ସମୟରେ ୪ଟା ଇଭିଏମରେ ସମସ୍ୟା ଥିଲା ଜଣାପଡିଥିଲା । ତାହାର ସମାଧାନ ହୋଇଛି । ସକାଳେ ୩ଟି ଓ ଅପରାହ୍ନରେ ଗୋଟିଏ EVMରେ ତ୍ରୁଟି ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ 78 ପ୍ରତିଶତ ମତଦାନ ହୋଇଥିଲା । ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.