ETV Bharat / city

Panchayat Poll: କେମିତି ଦେବେ ଭୋଟ ? ନିୟମ କହିଲେ SECଙ୍କ ସଚିବ - ପ୍ରାର୍ଥୀ କିପରି ଦେବେ ଭୋଟ

ଭୋଟ ଦେବା ସମୟରେ ସଠିକ ନିୟମ ଜାଣିନଥିବାରୁ ଉକ୍ତ ଭୋଟ ନାକଚ ହୋଇଥାଏ । ତେବେ ପ୍ରାର୍ଥୀ ଚଳିତ ନିର୍ବାଚନରେ କିପରି ଭୋଟ ଦେବେ ସେ ନେଇ ନିୟମ କହିଲେ SECଙ୍କ ସଚିବ । ଅଧିକ ପଢନ୍ତୁ

Panchayat Poll: କେମିତି ଦେବେ ଭୋଟ ? ନିୟମ କହିଲେ SECଙ୍କ ସଚିବ

author img

By

Published : Feb 14, 2022, 4:02 PM IST

Updated : Feb 14, 2022, 4:32 PM IST

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ବୈଧ ବାଲଟ ପେପର ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଭୋଟର ମାନେ କିପରି ଭୋଟ ଦେବେ ସେ ନେଇ ଉଦାହରଣ ସହ ଅବଗତ କରାଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ।

Panchayat Poll: କେମିତି ଦେବେ ଭୋଟ ? ନିୟମ କହିଲେ SECଙ୍କ ସଚିବ
Panchayat Poll: କେମିତି ଦେବେ ଭୋଟ ? ନିୟମ କହିଲେ SECଙ୍କ ସଚିବ

ଆଜି(ସୋମବାର) 11 ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆସନ୍ତାକାଲି 19ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । 16 ତାରିଖ ଦିନ ସକାଳ 7ରୁ 1 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଏବଂ ଭୋଟର ମାନେ କିପରି ଭୋଟ ଦେବେ ସେ ନେଇ ଅବଗତ କରାଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ଭୋଟ ଗଣତି ବେଳେ ବୈଧ ବାଲଟ ପେପର ନେଇ ଆୟୋଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ପ୍ରତିଦ୍ବନ୍ଦିତା କରୁଥିବା ଏକାଧିକ ପ୍ରାଥିଙ୍କୁ ଭୋଟ ଦେଲେ ତାହା ନାକଚ ହେବା ଯୋଗ୍ୟ ବୋଲି ପଞ୍ଚାୟତ ନିର୍ବାଚନ ଆଇନରେ ଥିବା ଚିଠିରେ ଉଲ୍ଲେଖ ରହିଛି । 10 ଚିହ୍ନ ବିଶିଷ୍ଟ ବାଲଟ ପେପର ବ୍ୟବହାର ହେଉଥିବାରୁ ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନ ଥିବେ ଏବଂ ତାହା ଫୋଲଡ଼ ହୋଇ ରହିଥିବ ସେହି ଚିହ୍ନରେ ଯଦି ମତଦାତା ଭୋଟ ଦେଇଥିବେ, ତେବେ ତାହା ନାକଚ ହେବ ନାହିଁ । କାରଣ ସେ ଚିହ୍ନରେ କେହି ପ୍ରାର୍ଥୀ ପ୍ରତଦ୍ବନ୍ଦିତା କରୁନାହାନ୍ତି । ଏଣୁ ତାହା ନାକଚ ହେବ ନାହିଁ ବୋଲି ଭିଡ଼ିଓ ମାଧମରେ ଅବଗତ କରାଇଛନ୍ତି ସଚିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 14, 2022, 4:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.