ETV Bharat / city

Cabinet Meeting: ଆଜି ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ବୈଠକ - ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ

ଆଜି(ଶୁକ୍ରବାର) ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟରେ 10ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର । ଅଧିକ ପଢନ୍ତୁ

କ୍ୟାବିନେଟ
କ୍ୟାବିନେଟ
author img

By

Published : Dec 23, 2021, 9:18 PM IST

Updated : Dec 24, 2021, 6:43 AM IST

ଭୁବନଶ୍ବର: ଆଜି(ଶୁକ୍ରବାର) ରାଜ୍ୟ କ୍ୟାବିନେଟ (Cabinet Meeting)ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik )ଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟରେ 10ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହିଳା ସଶକ୍ତିକରଣ, ପୂର୍ତ୍ତ, ଶକ୍ତି, ନଗର ଉନ୍ନୟନ, ପଞ୍ଚାୟତରାଜ ଭଳି ବିଭାଗର ପ୍ରସ୍ତାବ ଉପରେ ଲାଗିବ ମୋହର। ଏହି କ୍ୟାବିନେଟ ବୈଠକ ସଂଧ୍ୟା 5ଟା 30ରେ ବସିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ଉପସ୍ଥିତ ରହିବେ ।

ଭୁବନେଶ୍ବରରେ ଥିବା ମନ୍ତ୍ରୀ ମାନେ ରାଜ୍ୟ ଲୋକସେବା ଭବନ ଓ ଜିଲ୍ଲାରେ ଥିବା ମନ୍ତ୍ରୀ ମାନେ ଜିଲ୍ଲା ସମ୍ମିଳନୀ କକ୍ଷରୁ ବୈଠକରେ ଉପସ୍ଥିତ ରହିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 24, 2021, 6:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.