ETV Bharat / city

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା - everyone will give list of asset

ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି:   ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା

author img

By

Published : Dec 28, 2020, 5:37 PM IST

Updated : Dec 28, 2020, 7:00 PM IST

17:35 December 28

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା

ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି:   ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା
ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି: ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ଏଣିକି ସମସ୍ତ ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ଆଇନ ସମ୍ପତ୍ତି ତାଲିକା ଘୋଷଣା ବାଧ୍ୟତାମୂଳକ କରାଯାଇଛି । ଏନେଇ ଏକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।  ଫଳରେ ସରପଞ୍ଚଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ।  

କିଛିଦିନ ତଳେ ଏନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ଫଳରେ ସରପଞ୍ଚ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଦେବାକୁ ହେବ ଏହି ଘୋଷଣା ନାମା । ସେହିଭଳି ସମସ୍ତ ସରକାରୀ କର୍ମଚାରୀ ମଧ୍ୟ ବାର୍ଷିକ ସମ୍ପତ୍ତି ତାଲିକା ଦେବେ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଏହା ଏକ ପଦକ୍ଷେପ ବୋଲି କୁହାଯାଇଛି ।

ପ୍ରତିବର୍ଷ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ଦେବେ ସମ୍ପତ୍ତି ତାଲିକା ।  ଏହାକୁ ଜନସାଧାରଣଙ୍କ ସୂଚନା ନିମନ୍ତେ ପବ୍ଲିକ ଡୋମେନରେ ରଖାଯିବ । ତାଲିକାର ଏକ ନକଲ ଲୋକୟୁକ୍ତଙ୍କ ଅବଗତ ପାଇଁ ପଠାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,  ଇଟିଭି ଭାରତ  

Last Updated : Dec 28, 2020, 7:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.