ETV Bharat / city

Odisha Assembly; ପ୍ରଶ୍ନକାଳ ସ୍ବାଭାବିକ, ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ଉଦବେଗ

ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିବସ । ଆଜି ମଧ୍ୟ ବିନା ବାଧାରେ ଜାରି ରହିଛି ପ୍ରଶ୍ନକାଳ । ବିରୋଧୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଜାରି ରହିଛି ପ୍ରଶ୍ନକାଳ । ଗୃହରେ ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

author img

By

Published : Sep 7, 2021, 11:20 AM IST

Odishaassembly
Odishaassembly

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିବସ । ଆଜି ମଧ୍ୟ ବିନା ବାଧାରେ ଜାରି ରହିଛି ପ୍ରଶ୍ନକାଳ । ବିରୋଧୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଜାରି ରହିଛି ପ୍ରଶ୍ନକାଳ । ଗୃହରେ ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଆଜି (ମଙ୍ଗଳବାର) ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନଗର ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ବିଭାଗ ସମ୍ପର୍କିତ ପ୍ରଶ୍ନକାଳ ଜାରି ରହିଛି । ଭୁବନେଶ୍ବର ରେଳ ଷ୍ଟେସନର ଉନ୍ନତି କରଣ ଓ ରାଜ୍ୟରେ ପାନୀୟ ଜଳ ଯୋଗାଣ ନେଇ ବିଧାୟକ ମାନେ କରୁଛନ୍ତି ପ୍ରଶ୍ନ । ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ଅନ୍ୟପଟେ ଆଜି ସରକାର ବିଧାନସଭାରେ ଟୋକିଓ ଅଲମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଦେଶର ଉଭୟ ମହିଳା ପୁରୁଷ ଦଳଙ୍କ ପାଇଁ ଆଣିବେ ଧନ୍ୟବାଦ ପ୍ରସ୍ତାବ । ଏତତ ବ୍ୟତୀତ ସରକାର ପୌର ନିର୍ବାଚନ ସଂଶୋଧନ ବିଲ ମଧ୍ୟ କରିବେ ଆଗତ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.