ETV Bharat / city

ରାଜଧାନୀର ପାସପୋର୍ଟ ଅଫିସ ସାମ୍ନାରେ ଛୁରାମାଡ - ପାସପୋର୍ଟ ଅଫିସ ସାମ୍ନାରେ ଛୁରାମାଡ

ରାଜଧାନୀର ହାଇ ପ୍ରୋଫାଇଲ ଇଲାକାରେ ଚାଞ୍ଚଲ୍ୟ। ଦିନ ଦ୍ବିପ୍ରହରରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ସାମ୍ନାରେ ହୋଇଛି ଛୁରାମାଡ । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 6, 2019, 2:18 PM IST

Updated : Nov 6, 2019, 8:06 PM IST

ଭୁବନେଶ୍ବର: ରାଜଧାନୀର ହାଇ ପ୍ରୋଫାଇଲ ଇଲାକାରେ ଚାଞ୍ଚଲ୍ୟ। ଦିନ ଦ୍ବିପ୍ରହରରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ସାମ୍ନାରେ ହୋଇଛି ଛୁରାମାଡ । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଗଡସାହି ନୟାପଲ୍ଲୀର ଅଭିମନ୍ୟୁ ନାୟକକୁ ଆକ୍ରମଣ କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବାଇକର ପଛରେ ବସିଥିବା ଯୁବକଟି ହଠାତ ଗାଡିରୁ ଓହ୍ଲାଇ ଅଭିମନ୍ୟୁଙ୍କ ପେଟ, ଛାତିକୁ ଓ ହାତକୁ ଛୁରାମାଡ କରିଛି। ଫଳରେ ସ୍ଥାନୀୟ ପାସପୋର୍ଟ ଅଫିସ ଅଞ୍ଚଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି। ତେବେ କେଉଁ କାରଣରୁ ଛୁରାମାଡ ହୋଇଛି ତାହା ଜଣାପଡିନାହିଁ ।

ଅନ୍ୟପଟେ ଅଭିମନ୍ୟୁ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ହାଇପ୍ରୋଫାଇଲ ଏରିଆରେ ଆତଙ୍କ,
ପାସପୋର୍ଟ ଅଫିସ ସାମ୍ନାରେ ଛୁରାମାଡBody:

ରାଜଧାନୀରେ ଚାଂଚଲ୍ଯ।ଜନଗହଳି ସ୍ଥାନରେ ଛୁରାମାଡ।ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ସାମ୍ନାରେ ହୋଇଛି ଛୁରାମାଡ।ଦୁଇଜଣ ଦୁର୍ବୁତ ବାଇକରେ ଆସି ଗଡ ସାହି ନୟାପଲ୍ଲୀର ଅଭିମନୁ ନାୟକକୁ କରିଛନ୍ତି ଆକ୍ରମଣ।ବାଇକରେ ପଛରେ ବସିଥିବା ଯୁବକଟି ହଟାତ ଗାଡିରୁ ଓହ୍ଲାଇ ଅଭିମବୁର ପେଟକୁ ଛାତିକୁ ଓ ହାତକୁ ଛୁରାମାଡ କରିଛି। ଫଳରେ ସ୍ଥାନୀୟ ପାସପୋର୍ଟ ଅଂଚଳରେ ଉପସ୍ଥିତ ଲୋକଙ୍କ ମଧ୍ଯରେ ଏକ ପ୍ରକାର ଭୟ ସୃଷ୍ଟି କରିଛି।ତେବେ କେଉଁ କାରଣରୁ ଛୁରାମାଡ ହୋଇଛି ତାହା ଜଣାପଡିନାହିଁ।ତେବେ ପୋଲିସ ପ୍ରତି ଯେପରି ଅଭିଯୁକ୍ତଙ୍କ ଭୟ ନାହିଁ ସେପରି ପରିସ୍ଥିତି ଉପୁଦିଛି।Conclusion:
Last Updated : Nov 6, 2019, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.