ETV Bharat / city

ସଂନ୍ଧ୍ୟା 7ଟାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି SRC

ଆଜି ସଂନ୍ଧ୍ୟା 7ଟାରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଆସିପାରେ କିଛି ନୂଆ ଗାଇଡଲାଇନ । ଅଧିକ ପଢନ୍ତୁ....

author img

By

Published : Apr 19, 2021, 4:48 PM IST

ଆଜି ସଂନ୍ଧ୍ୟାରେ  ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ଏସଆରସି

ଭୁବନେଶ୍ବର: ଆଜି ସଂନ୍ଧ୍ୟା 7 ରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା । ରାଜ୍ୟରେ କୋଭିଡ ସଂକ୍ରମଣ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ବେଳେ ଏନେଇ କିଛି ନୂଆ ଗାଇଡଲାଇନ ଜାରି କରାଯିବା ନେଇ ମଧ୍ୟ ସମ୍ଭାବନା ରହିଛି । ରାଜ୍ୟରେ ଲକଡାଉନ ବା ସଟଡାଉନ ନେଇ ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.