ETV Bharat / city

9ଟି ବନ୍ୟା ପ୍ରଭାବିତ ଜିଲ୍ଲାକୁ ଏସଆରସିଙ୍କ ଚିଠି - ସ୍ବତନ୍ତ୍ର ରିଲିଫ କମିଶନର

ରାଜ୍ୟର 9ଟି ବନ୍ୟା ପ୍ରଭାବିତ ଜିଲ୍ଲାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଚିଠି । ଅଗଷ୍ଟ 17 ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କମିଶନର ।

ଡିଜାଇନ ଫଟୋ
author img

By

Published : Aug 11, 2019, 1:54 PM IST

ଭୁବନେଶ୍ବର: ରାଜ୍ୟର 9ଟି ବନ୍ୟା ପ୍ରଭାବିତ ଜିଲ୍ଲାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଚିଠି । ଅଗଷ୍ଟ 17 ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କମିଶନର ।

ଚିଠିରେ ପ୍ରତି ବ୍ଲକର କ୍ଷତି ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି । ଏପ୍ରିଲ ମାସରୁ ଅକ୍ଟୋବର ମାସ ଯାଏଁ ହାରାହାରି ବୃଷ୍ଟିପାତର ପରିମାଣ ଜଣାଇବା ସହ ବନ୍ୟା ଓ ବାତ୍ୟାରେ କେଉଁ ଅଞ୍ଚଳର କେତେ ସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି, ତାହାର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

flood report
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ କେତେ ଶସ୍ୟ, ପ୍ରାଣୀ ସମ୍ପଦ, ମନୁଷ୍ୟ ମୃତ୍ୟୁ ଓ କେତେ ସଂଖ୍ୟକ ମନୁଷ୍ୟ ଆହତ ହୋଇଛନ୍ତି ତା’ର ରିପୋର୍ଟ ଦେବାକୁ ବି ଏଥିରେ କୁହାଯାଇଛି। ଏହି ସମୟରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ସବିଶେଷ ତଥ୍ୟ, ରିଲିଫ୍‌ ଓ ମାଗଣା ରନ୍ଧା ଖାଦ୍ୟ ଯୋଗାଣ, ଜରୁରୀକାଳୀନ ରିଲିଫ୍‌ ବିତରଣ, ଫୁଡ୍‌ ପ୍ୟାକେଟ୍‌ର ଏୟାର ଡ୍ରପିଂ ସଂପର୍କରେ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟର 7ଟି ବନ୍ୟା ପ୍ରଭାବିତ ଜିଲ୍ଲାପାଳ ଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ଚିଠି। ଅଗଷ୍ଟ 17 ସୁଦ୍ଧା ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଛନ୍ତି କମିଶନର।
ପ୍ରତି ବ୍ଲକର କ୍ଷତି ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏପ୍ରିଲ ମାସରୁ ଅକ୍ଟୋବର ମାସ ଯାଏଁ ହାରାହାରି ବୃଷ୍ଟିପାତର ପରିମାଣ ଜଣାଇବା ସହ ବନ୍ୟା ଓ ବାତ୍ୟାରେ କେଉଁ ଅଞ୍ଚଳର କେତେସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
।Body:ଶସ୍ୟ,ପ୍ରାଣୀ ସଂପଦ ,ମନୁଷ୍ୟ ମୃତ୍ୟୁ,ମନୁଷ୍ୟ ଆହତ ହୋଇଛନ୍ତି, ତା’ର ରିପୋର୍ଟ ଦେବାକୁ ବି ଏଥିରେ କୁହାଯାଇଛି। ଏହି ସମୟରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ସର୍ବଶେଷ ତଥ୍ୟ,ରିଲିଫ୍‌ ଓ ମାଗଣା ରନ୍ଧା ଖାଦ୍ୟ ଯୋଗାଣ,ଜରୁରୀକାଳୀନ ରିଲିଫ୍‌ ବିତରଣ,ଫୁଡ୍‌ ପ୍ୟାକେଟ୍‌ର ଏୟାର ଡ୍ରପିଂ ସଂପର୍କରେ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.