ETV Bharat / city

Men's Junior Hockey WC 2021: କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ସମୀକ୍ଷା କଲେ କ୍ରୀଡ଼ା ମନ୍ତ୍ରୀ

author img

By

Published : Nov 21, 2021, 8:32 PM IST

ପୁରୁଷ ଜୁନିଅର ହକି ବିଶ୍ୱକପ 2021କୁ ନେଇ କଳିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ

mens Junior Hockey WC 2021: କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ସମୀକ୍ଷା କଲେ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ବର: ପୁରୁଷ ଜୁନିଅର ହକି ବିଶ୍ୱକପ 2021କୁ ନେଇ କଳିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ପୁରୁଷ ଜୁନିଅର ହକି ବିଶ୍ୱକପକୁ ମାତ୍ର ହାତରେ ଦୁଇ ଦିନ ବାକି ରହିଛି । ସମସ୍ତ ଅଂଶଗ୍ରହଣକାରୀ ଦଳ ଭୁବନେଶ୍ୱରରେ ପହଞ୍ଚି ଚମ୍ପିଆନ୍ ଟାଇଟଲ ହାତେଇବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରୁଛନ୍ତି ।

ମନ୍ତ୍ରୀଙ୍କୁ ପୁରୁଷ ଜୁନିଅର ହକି ବିଶ୍ୱକପ ପ୍ରସ୍ତୁତିକୁ ନେଇ ସମସ୍ତ ତଥ୍ୟ ଦେଇଛନ୍ତି କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଅଧିକାରୀ । କଳିଙ୍ଗ ଷ୍ଟାଡିୟମରେ କୋଭିଡ ପରିଚାଳନା, ସୁରକ୍ଷା, ଭିତ୍ତିଭୂମି, ପ୍ରସାରଣ ଏବଂ ଆତିଥ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକୁ ନେଇ ସମୀକ୍ଷା କରାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରସ୍ତୁତି ଉପରେ ସନ୍ତୁଷ୍ଟତା ପ୍ରକାଶ କରି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ସମସ୍ତ ବ୍ୟବସ୍ଥା ଏବଂ ପ୍ରୋଟୋକଲ୍ ଠିକ୍‌ ଢଙ୍ଗରେ ଅନୁକରଣ କରାଯାଉଛି। କାର୍ଯ୍ୟର ଠିକ୍‌ ସମୟରେ କାର୍ଯ୍ୟକାରିତାରେ ମନ୍ତ୍ରୀ ସନ୍ତୁଷ୍ଟ ଅଛନ୍ତି । ସଫଳତାର ସହ ଇଭେଣ୍ଟ ପରିଚାଳନା ନେଇ କ୍ରୀଡ଼ାମନ୍ତ୍ରୀ ନିଶ୍ଚିତ ରହିଛନ୍ତି । ଏହି ବିଶ୍ବକପ୍‌ ଆୟୋଜନକୁ ନେଇ ପୁଣି ଓଡ଼ିଶା ଏକ ଭଲ ଆୟୋଜକ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.