ETV Bharat / city

ପୁରୀ-ଦୁର୍ଗ ଓ ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ - Bhubaneswar Station

ଯାତ୍ରୀମାନେ ପାଇବେ ଅତ୍ୟାଧୁନିକ ସୁବିଧା । ୩ ଜିଲ୍ଲାରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଅଧିକ ପଢନ୍ତୁ...

ପୁରୀ-ଦୁର୍ଗ ଓ ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

author img

By

Published : Aug 17, 2021, 10:20 PM IST

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ, ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍ ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ 21 ଅଗଷ୍ଟ, 2021 ଠାରୁ ଏବଂ ଦୁର୍ଗରୁ 22 ଅଗଷ୍ଟ, 2021 ଠାରୁ ପରବର୍ତ୍ତୀ ସୂଚନା ମିଳିବା ଯାଏଁ ଚଳାଚଳ ଜାରି ରହିବ ।

ସେହିପରି ଭାବେ 08423/08424 ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ୍ 31 ଅଗଷ୍ଟ, 2021 ଠାରୁ ଭୁବନେଶ୍ୱରରୁ ଏବଂ ସେପ୍ଟେମ୍ବର ମାସ ପହିଲା ଠାରୁ ନୟାଗଡ଼ ଟାଉନ୍ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ଦ୍ବୟ ପାଇଁ ନିର୍ଦ୍ଧାରିତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.