ETV Bharat / city

ଭକ୍ତ ସାଲବେଗର ସ୍ପେଶାଲ ସ୍କ୍ରିନିଂ, ମନେ ପଡିଲେ ଅନେକ କଳାକାର

‘ଭକ୍ତ ସାଲବେଗ’ର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଜୟଦେବ ଭବନରେ ଫିଲ୍ମର ସ୍କ୍ରିନିଂ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 7, 2019, 1:00 PM IST

ଭୁବନେଶ୍ବର: ଓଡିଆ ରଙ୍ଗୀନ ଚଳଚ୍ଚିତ୍ର ଭକ୍ତ ସାଲବେଗ ଆଜି ବି ଅନେକଙ୍କ ମନରେ ସ୍ମୃତି ହୋଇ ରହିଛି । 1983ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ମନେ ପକାଇବା ପାଇଁ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସିନେ ସାମ୍ବାଦିକଙ୍କ ଦ୍ବାରା ଏକ ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ’ ପକ୍ଷରୁ ଶୁକ୍ରବାର ରାତିରେ ଜୟଦେବ ଭବନରେ ଆୟୋଜନ କରାଯାଇଥିଲା । ‘ଭକ୍ତ ସାଲବେଗ’ରେ ଅଭିନୟ କରିଥିବା ଅନେକ କଳାକାର ଏବେ ନାହାଁନ୍ତି ସତ କିନ୍ତୁ ଆଜିବି ସେମାନେ ଚିର ସ୍ମରଣୀୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସ୍କ୍ରିନିଂରେ ଅନେକ ଓଲିଉଡ କଳାକାର ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଫିଲ୍ମର ସୁଟିଂ ପାଇଁ 60 ଦିନ ସମୟ ଲାଗିଥିଲା ଓ ବାଳକାଟି, ଜାଆଁଳ ଭଳି ଯାଗାରେ ସୁଟିଂ କରାଯାଇଥିଲା । ଫିଲ୍ମରେ ଥିବା ଘୋଡା ଦୃଶ୍ୟ ପାଇଁ ଓଡିଶା ସରକାରଙ୍କ ତତ୍କାଳିନ କ୍ରୀଡା ଉପନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସାହାଯ୍ୟ କରିଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭକ୍ତ ସାଲବେଗ ଫିଲ୍ମ ପ୍ରଦର୍ଶତ, ମନେ ପଡିଲେ ଅନେକ ମହାନ କଳାକାର
1983 ସମିହା ରେ ମୁକ୍ତିଲାଭ ଓଡ଼ିଆ ରଙ୍ଗିନ ଚଳଚିତ୍ର ଭକ୍ତ ସାଲବେଗ ଆଜି ଅନେକ ଦର୍ଶକ ଙ୍କ ମନ ରେ ସ୍ମତି ରେ ରହିଛି। ଏହି ଚଳଚିତ୍ର କୁ ଦେଖିବାର ସୁଯୋଗ ଆଉ ନାହିଁ। ବିଭିନ୍ନ ଗଣମଧ୍ୟମ ରେ କାର୍ଯ୍ୟରତ ସିନେ ସାମ୍ବାଦିକ ଙ୍କ ଅନୁଷ୍ଠାନ 'ଫିଲ୍ମ ଜର୍ଣ୍ଣ।ଲିଷ୍ଟ ଫୋରମ ପକ୍ଷରୁ ପଞ୍ଚଦଶ ତମ ସ୍ମୁତି ଛାୟା କ୍ରମ ରେ ଓଡ଼ିଆ ଚଳଚିତ୍ର ଭକ୍ତ ସାଲବେଗ ଗତ କାଲି ରାତି ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ବର୍ତ୍ତମାନ ଭକ୍ତ ସାଲବେଗ ଫିଲ୍ମ ର ଅନେକ ଷ୍ଟାର ଆଉ ଏ ଦୁନିଆ ରେ ନାହାନ୍ତି ସତ ହେଲେ ଆଜି ବି ସେମାନେ ଚିର ଶ୍ମରଣୀୟ ଅଟନ୍ତି। ଭଜବାନ ଓ ଭକ୍ତ ଙ୍କ ଭିତରେ ରହିଥିବା ବନ୍ଧନ କିପରି ଥାଏ ତାହା ଏହି ଫିଲ୍ମ ରେ ବେଶ ସୁନ୍ଦର ଭାବରେ ରଚନା କରାଯାଇଛି। ଏହି ସ୍କ୍ରିନ ରେ ଅନେକ ସୁନାମ ଧନ୍ୟ ବ୍ୟକ୍ତି ଓଲିଉଡ ଷ୍ଟାର ଏହି ସନ୍ଧ୍ୟା ରେ ଯୋଗ ଦେଇଥିଲେ।

Body:1983 ସମିହା ରେ ମୁକ୍ତିଲାଭ ଓଡ଼ିଆ ରଙ୍ଗିନ ଚଳଚିତ୍ର ଭକ୍ତ ସାଲବେଗ ଆଜି ଅନେକ ଦର୍ଶକ ଙ୍କ ମନ ରେ ସ୍ମତି ରେ ରହିଛି। ଏହି ଚଳଚିତ୍ର କୁ ଦେଖିବାର ସୁଯୋଗ ଆଉ ନାହିଁ। ବିଭିନ୍ନ ଗଣମଧ୍ୟମ ରେ କାର୍ଯ୍ୟରତ ସିନେ ସାମ୍ବାଦିକ ଙ୍କ ଅନୁଷ୍ଠାନ 'ଫିଲ୍ମ ଜର୍ଣ୍ଣ।ଲିଷ୍ଟ ଫୋରମ ପକ୍ଷରୁ ପଞ୍ଚଦଶ ତମ ସ୍ମୁତି ଛାୟା କ୍ରମ ରେ ଓଡ଼ିଆ ଚଳଚିତ୍ର ଭକ୍ତ ସାଲବେଗ ଗତ କାଲି ରାତି ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ବର୍ତ୍ତମାନ ଭକ୍ତ ସାଲବେଗ ଫିଲ୍ମ ର ଅନେକ ଷ୍ଟାର ଆଉ ଏ ଦୁନିଆ ରେ ନାହାନ୍ତି ସତ ହେଲେ ଆଜି ବି ସେମାନେ ଚିର ଶ୍ମରଣୀୟ ଅଟନ୍ତି। ଭଜବାନ ଓ ଭକ୍ତ ଙ୍କ ଭିତରେ ରହିଥିବା ବନ୍ଧନ କିପରି ଥାଏ ତାହା ଏହି ଫିଲ୍ମ ରେ ବେଶ ସୁନ୍ଦର ଭାବରେ ରଚନା କରାଯାଇଛି। ଏହି ସ୍କ୍ରିନ ରେ ଅନେକ ସୁନାମ ଧନ୍ୟ ବ୍ୟକ୍ତି ଓଲିଉଡ ଷ୍ଟାର ଏହି ସନ୍ଧ୍ୟା ରେ ଯୋଗ ଦେଇଥିଲେ।
ଏଠି ସୂଚନାଯୋଗ୍ୟ ଯେ ଏହି ଫିଲ୍ମ 60 ଦିନ ଧରି ଓଡ଼ିଶାର ବାଳକାଟି,ଜାଆଁଳା ର ଆଖ ପାଖ ରେ ଥିଲା।
ଫିଲ୍ମ ର ଫାଇଟ ସିନ ପାଇଁ ମୁମ୍ବାଇ ର ଫାଇଟ ମାଷ୍ଟର ଅଜିମ ଭାଇ ଆସିଥିଲେ।
ଭକ୍ତ ସାଲବେଗ ର ଘୋଡା ର ଦୁଶ୍ୟ ପାଇଁ ଓଡ଼ିଶା ସରକାର ଙ୍କ କ୍ରୀଡା ବିଭାଗ ତତ୍କାଳୀନ ଉପ ନିଦେଶକ ସୌମ ରଂଜନ ପଟନାୟକ ସାହାଯ୍ୟ କରିଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.