ETV Bharat / city

‘ରାଜ୍ୟର ହିତ ପାଇଁ କାମ କରିବି’

author img

By

Published : Dec 31, 2019, 8:20 PM IST

ବୁଧବାର ନୂଆବର୍ଷ ଆରମ୍ଭ ହେବାକୁ ଥିବାବେଳେ ନୂଆବର୍ଷରେ ଏପରି କିଛି କରିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

surya narayan patra
‘ରାଜ୍ୟର ହିତ ପାଇଁ କାମ କରିବି’

ଭୁବନେଶ୍ବର: ବୁଧବାର ନୂଆବର୍ଷ ଆରମ୍ଭ ହେବାକୁ ଥିବାରୁ ଜନତାଙ୍କ ଠୁ ଆରମ୍ଭ କରି ନେତା ସମସ୍ତେ କିଛି କିଛି କରିବାକୁ ଲକ୍ଷ୍ୟ ରଖିଥାନ୍ତି । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ସମ୍ବିଧାନର ନୀତି ନିୟମକୁ ମାନି, ସୁରକ୍ଷା ଦେଇ କର୍ତ୍ତବ୍ୟ କରିବେ ବୋଲି କହିଛନ୍ତି । ଯାହା ତାଙ୍କର ମୁଖ୍ୟ ରିଜୋଲୁସନ ରହିବ ବୋଲି ସେ ଦର୍ଶାଇଛନ୍ତି ।

‘ରାଜ୍ୟର ହିତ ପାଇଁ କାମ କରିବି’

ସେହିପରି ବିଧାନସଭାରେ ଦଳଗତ ନିର୍ବିଶେଷରେ ବିଧାୟକଙ୍କ ଅଞ୍ଚଳର ସମସ୍ୟାକୁ ପ୍ରାଧାନ୍ୟ ଦେଇ ଶୃଙ୍ଖଳିତ ପରିଚାଳନା କରିବା ତଥା ପବିତ୍ର ଗୃହ ଭିତରେ ଆସୁଥିବା ବିଧେୟକରେ ନିରପେକ୍ଷ ଏବଂ ସ୍ବଚ୍ଛତା ରକ୍ଷା କରି ଆଗକୁ ବଢାଇବା ନୂଆବର୍ଷରେ ମୁଖ୍ୟ କର୍ତ୍ତବ୍ୟ ରହିବ ବୋଲି ସେ କହିଛନ୍ତି।

ଏହାସହ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ନୀତି ନିୟମକୁ ଅଗ୍ରାଧିକାର ଦେବା ହେବ ମୁଖ୍ୟ କାର୍ଯ୍ୟ ବୋଲି ସେ ଆଲୋକପାତ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ନବ ବର୍ଷର ରିଜୋଲୁସନ।

Body:ସମ୍ବିଧାନର ନୀତି ନିୟମକୁ ମାନି ,ସୁରକ୍ଷା ଦେଇ କର୍ତବ୍ୟ କରିବା ନବବର୍ଷରେ ଏହା ମୁଖ୍ୟ ରିଜୋଲୁସନ ରହିବ।ବିଧାନସଭାକୁ ଶୃଙ୍ଖଳିତ ପରିଚାଳନା କରି ବିଧାୟକଙ୍କ ଅଞ୍ଚଳର ସମସ୍ୟାକୁ ପ୍ରାଧ୍ୟାନ୍ୟ ଦେଇ ଦଳଗତ ନିର୍ବିଶେଷରେ ସମାଧାନ କରିବାର ଆବଶ୍ୟକତା ରହିଛି।ପବିତ୍ର ଗୃହ ଭିତରେ ଆସୁଥିବା ବିଧେୟକରେ ଭାଗ ନେଇ ନିରପେକ୍ଷ ଏବଂ ସ୍ୱଚ୍ଛତା ରକ୍ଷା କରି ଆଗକୁ ବଢ଼େଇବା ନୂଆ ବର୍ଷରେ ଏହା ମୁଖ୍ୟ କର୍ତ୍ତବ୍ୟ ରହିବ।ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ନୀତି ନିୟମକୁ ଅଗ୍ରାଧିକାର ଦେବା ହେବ ମୁଖ୍ୟ କାର୍ଯ୍ୟ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାଟ୍ରୋ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.