ETV Bharat / city

ବିଜେଡି ଜନ୍ମଦିନ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ - bjd birthday

ଡିସେମ୍ବର 26ରେ ବିଜେଡି ପାଳିବ ଜନ୍ମଦିନ। ସୂର୍ଯ୍ୟପରାଗ ଯୋଗୁଁ କାର୍ଯ୍ୟକ୍ରମରେ ହୋଇଛି ପରିବର୍ତ୍ତନ।

PHOTO
DEV
author img

By

Published : Dec 23, 2019, 4:59 PM IST

ଭୁବନେଶ୍ବର: ଡିସେମ୍ବର 26 ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ। ଏନେଇ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀ ଓ ଜିଲ୍ଲାସ୍ତରରେ ପାଳନ କରାଯିବ ପ୍ରତିଷ୍ଠା ଦିବସ। ଦଳୀୟ କାର୍ଯ୍ୟାଳୟରେ ଥିବା କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଏନେଇ ହୋଇଥିବା ପରିବର୍ତ୍ତନ ଅନୁସାରେ ଉକ୍ତଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ପୂର୍ବାହ୍ନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସଂଧ୍ୟାକୁ ଘୁଞ୍ଚାଇ ଦିଆଯାଇଛି।

ବିଜେଡି ଜନ୍ମଦିନ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ

ଅପରାହ୍ନ 4ଟା 30ରେ ଦଳୀୟ କାର୍ଯ୍ୟାଳୟରେ ଆରମ୍ଭ ହେବ କାର୍ଯ୍ୟକ୍ରମ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ପ୍ରତିଷ୍ଠା ଦିବସରେ ଦଳ କିଛି ନୂଆ ଘୋଷଣା କରିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସ ଦେଇଛନ୍ତି ଏକ ‘ସମାଜ ସେବା ଓ୍ଵିଙ୍ଗ’ ଦଳ ପକ୍ଷରୁ ଖୋଲା ଯିବ। ଏହି ଦିନ ଏହା ଘୋଷଣା ହୋଇପାରେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:26 ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ। ଏନେଇ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ପ୍ରତି ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ସ୍ତରରେ ପାଳନ କରାଯିବ ପ୍ରତିଷ୍ଠା ଦିବସ। ତେବେ ଦଳୀୟ କାର୍ଯ୍ୟାଳୟରେ ଥିବା କାର୍ଯ୍ୟସୂଚୀ ରେ କିଛିଟା ପରିବର୍ତ୍ତନ ଅଣାଯାଇଛି। ସେହିଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ଦିନ ବେଳା ହେବାକୁ ଥିବା କାର୍ଯ୍ୟକ୍ରମ ସନ୍ଧ୍ୟାକୁ ଘୁଞ୍ଚାଇ ଦିଆଯାଇଛି। ଅପରାହ୍ନ 4ଟା 30ରେ ଦଳୀୟ କାର୍ଯ୍ୟାଳୟ ରେ ଆରମ୍ଭ ହେବ କାର୍ଯ୍ୟକ୍ରମ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ପ୍ରତିଷ୍ଠା ଦିବସରେ ଦଳ କିଛି ନୂଆ ଘୋଷଣା କରିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସ ଦେଇଥିଲେ କି ଏକ ସମାଜ ସେବା ଓ୍ଵିଙ୍ଗ ଦଳ ତରଫରୁ ଖୋଲା ଯିବ। ହୁଏତ ଏହାର ରୂପରେଖ ଚୂଡାନ୍ତ ହୋଇ ଘୋଷନା କରିପାରନ୍ତି ସୁପ୍ରିମୋ।Body:ବାଇଟ ପ୍ରତାପ ଦେବ, ବିଜେଡି ମୁଖପାତ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.