ETV Bharat / city

କାର ବନେଟରୁ ନାଗରାଜ ଉଦ୍ଧାର - ପିପିଲି କାର ବନେଟରୁ ନାଗରାଜ ଉଦ୍ଧାର

କାର ବନେଟରୁ 5 ଫୁଟର ଏକ ନାଗସାପ ଉଦ୍ଧାର । ଗତକାଲି ପିିପିଲରେ ଏକ କାରରେ ବନେଟ ଭିତରେ ଏକ ନାଗସାପ ମୁଣ୍ଡଳି ମାରି ଶୋଇଥିିବାବେଳେ କାର ମାଲିକ ଦେଖିଥିଲେ । ଅଧିକ ପଢନ୍ତୁ...

snake rescue in car bunete
କାର ବନେଟରୁ ନାଗରାଜ ଉଦ୍ଧାର
author img

By

Published : May 17, 2021, 12:17 PM IST

ଭୁବନେଶ୍ବର: କାର ବନେଟରୁ ନାଗରାଜ ଉଦ୍ଧାର । ପିପିଲି ବ୍ଲକ ଅନ୍ତର୍ଗତ ବାଘେଶ୍ବରପୁର ଗ୍ରାମରେ ଏକ କାର ଭିତରୁ ନାଗ ସାପ ଉଦ୍ଧାର ହୋଇଛି । ଗୋପାଳ ଚନ୍ଦ୍ର ପଣ୍ଡାଙ୍କ କାର ଭିତରେ ପଶି ଥିବା ନାଗ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ ।

କାର ବନେଟରୁ ନାଗରାଜ ଉଦ୍ଧାର

ଗତକାଲି ରାତିରେ ନାଗ ସାପ କାର ବନେଟ ଭିତରକୁ ପଶି ଯାଇଥିଲା । ଏ ନେଇ ପରିବାର ଲୋକ ସ୍ନେକ ହେଲ୍ପ ଲାଇନର ସହଯୋଗ ଲୋଡିଥିଲେ । ସୂଚନାପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ । କାରର ବନେଟର ବାମ ପଟରେ ଇଞ୍ଜିନ ଉପରେ କୁଣ୍ଡଳୀ ମାରି ସାପଟି ଥିଲା । 4 ଫୁଟ ଲମ୍ବର ନାଗକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ସାପକୁ ଛାଡି ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.