ETV Bharat / city

ସ୍ମାର୍ଟ ସିଟି ହେବ ସ୍ପୋର୍ଟ୍ସ କ୍ୟାପିଟାଲ ସିଟି - Smart city bhubaneswr

ଦେଶର କ୍ରୀଡା ରାଜଧାନୀ ହେବ ଭୁବନେଶ୍ବର । ଏଥିପାଇଁ ଚାଲିଛି ବ୍ୟାପକ କାର୍ଯ୍ୟକ୍ରମ । ଭୁବନେଶ୍ବରରେ ଅନୁଷ୍ଠିତ ଟାଉନ ପ୍ଲାନର ସମ୍ମିଳନୀରେ ଏନେଇ ବିଭିନ୍ନ ଆଲୋଚନା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 20, 2019, 5:17 AM IST

ଭୁବନେଶ୍ବର: ସ୍ମାର୍ଟସିଟି ହେବ ସ୍ପୋର୍ଟସ କ୍ୟାପିଟାଲ। ଏ ଦିଗରେ ଆବଶ୍ୟକୀୟ ଭିତ୍ତିଭୂମି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଅଛି ବୋଲି ଇନଷ୍ଟିଚ୍ୟୁଟ ଅଫ ଟାଉନ ପ୍ଲାନର୍ସ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଶନିବାର ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ ଅଫ ଟାଉନ ପ୍ଲାନର୍ସ ଇଣ୍ଡିଆର ଦିନିକିଆ ପୂର୍ବାଞ୍ଚଳ ସମ୍ମିଳନୀର ଉଦଘାଟନ ଅବସରରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।

ଓଡିଶା ଆଞ୍ଚଳିଚକ ଚାପ୍ଟର ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ୨୪ଟି ଚାପ୍ଟର ଯୋଗଦେଇଥିଲେ । ଦୁଇଟି ବୈଷୟିକ ଅଧିବେଶନରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ଟାଉନ ପ୍ଲାନର୍ସ ଯୋଗ ଦେଇ ଟ୍ରାଞ୍ଜିଟ ଓରିଏଣ୍ଟଡ ଡେଭଲପମେଣ୍ଟ ବିଷୟରେ ଆଲୋଚନା କରିଥିଲେ । ସ୍ମାର୍ଟସିଟିରେ କିଭଳି ଭାବରେ ସ୍ମାର୍ଟ ପ୍ଲାନିଂ ହେବ ସେ ନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗକୁ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଥିଲା । ଭୁବନେଶ୍ବରରେ କମ ଗାଡି ମୋଟରରେ କିଭଳି ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ମାର୍ଟସିଟି ଭୁବନେଶ୍ବରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଭୁବନେଶ୍ବରରେ ଯାତ୍ରୀଙ୍କ ସୁବିଧା ପାଇଁ ସର୍ବୋତ୍ତମ ଷ୍ଟେସନ ଲୋକାର୍ପଣ ହୋଇଛି, ଆଗକୁ ଭୁବନେଶ୍ବରର ଦ୍ରୁତତମ ବିକାଶ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ଅବସରରେ କହିଛନ୍ତି ।

ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଏହି ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲେ । ଭୁବନେଶ୍ବରକୁ ସ୍ପୋର୍ଟସ କ୍ୟାପିଟାଲ କରିବା ଦିଗରେ ହୋଇଥିବା ଆଲୋଚନାକୁ ତର୍ଜମା କରାଯିବ । ଆଗକୁ ଏନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ଏକାଠି ହେଲେ ରାଜ୍ୟ ଓ ବିଭିନ୍ନ ପ୍ରାନ୍ତର ଟାଉନ ପ୍ଲାନର।

Body:ସ୍ମାର୍ଟସିଟି ହେବ ସ୍ପୋର୍ଟସ କ୍ୟାପିଟାଲ।ଏ ଦିଗରେ ଆବଶ୍ୟକୀୟ ଭିତ୍ତିଭୂମି ରାଜ୍ୟ ରାଜଧାନୀ ଭୁବନେଶ୍ବର ରେ ଅଛି ବୋଲି ଇନଷ୍ଟିଚ୍ୟୁଟ ଅଫ ଟାଉନପ୍ଲାନର୍ସ ସମ୍ମିଳନୀରେ ମତ ପ୍ରକାଶ ପାଇଛି।ଶନିବାର ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ ଅଫ ଟାଉନପ୍ଲାନର୍ସ ଇଣ୍ଡିଆର ଦିନିକିଆ ପୂର୍ବାଂଚଳ ସମ୍ମିଳନୀର ଉଦଘାଟନ ଅବସରରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।୨୪ ଟି ଚାପ୍ଟର, ଓଡିଶା ଆଞ୍ଚଳିକ ଚାପ୍ଟର ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦୁଇଟି ବୈଷୟିକ ଅଧିବେଶନରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ଟାଉନ ପ୍ଲାନର୍ସ ଯୋଗ ଦେଇ ଟ୍ରାଞ୍ଜିଟ ଓରିଏଣ୍ଟଡ଼ ଡେଭେଲାପମେଣ୍ଟ ବିଷୟରେ ଆଲୋଚନା କରିଥିଲେ।ସ୍ମାର୍ଟସିଟିରେ କିଭଳି ଭାବରେ ସ୍ମାର୍ଟ ପ୍ଲାନିଂ ହେବ ସେ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ କାର୍ଯ୍ୟକାରୀ କରିବା ନେଇ ମତ ପ୍ରକାଶ ପାଇଥିଲା।ଭୁବନେଶ୍ୱର ରେ କମ ଗାଡି ମୋଟର ରେ ଲକ୍ଷ ସ୍ଥଳରେ ପହଂଚିହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି।

ରାଜ୍ୟ ଏବଂ ବିଦେଶର ବିଭିନ୍ନ ପ୍ରାନ୍ତରୁ ଟାଉନ ପ୍ଲାନର୍ସ ଯୋଗ ଦେଇଛନ୍ତି।ଭୁବନେଶ୍ୱର କୁ ସ୍ପୋର୍ଟସ କ୍ୟାପିଟାଲ କରିବା ଦିଗରେ ଆବଶ୍ୟକୀୟ ଦିଗ ନେଇ ଆଲୋଚନା ହୋଇଛି।ସ୍ମାର୍ଟସିଟି ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ତା କରୁଛନ୍ତି।ଭୁବନେଶ୍ୱର ରେ ଯାତ୍ରୀଙ୍କ ସୁବିଧା ପାଇଁ ସର୍ବୋତ୍ତମ କିସମର ଷ୍ଟେସନ ଲୋକାର୍ପଣ ହୋଇଛି, ଆଗକୁ ଭୁବନେଶ୍ୱରର ଦ୍ରୁତତମ ବିକାଶ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ ଙ୍କ ମତରେ ଏ ସମ୍ମିଳନୀ ଅତ୍ୟନ୍ତ ଗୁଣାତ୍ମକ।ଭୁବନେଶ୍ୱର କୁ ସ୍ପୋର୍ଟସ କ୍ୟାପିଟାଲ କରିବା ଦିଗରେ ହୋଇଥିବା ଆଲୋଚନା କୁ ତର୍ଜମା କରାଯିବ।ଆଗକୁ ଏ ନେଇ ପଦକ୍ଷେପ ନିଆଯିବ।

ବାଇଟ1--ପ୍ରତାପ ଜେନା, ନଗର ଉନ୍ନୟନ ମନ୍ତ୍ରୀ

ବାଇଟ2--ପ୍ରେମଚନ୍ଦ୍ର ଚଉଧାରୀ ,କମିଶନର ବିଏମସି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.