ETV Bharat / city

ସିନ୍ଦୁର ଦାନ ନେଇ ମା’ ଫେରିଲେ ଶାଶୂଘର

author img

By

Published : Oct 8, 2019, 10:49 PM IST

ଶେଷ ଦିନରେ ମା’ଙ୍କୁ ବିଦାୟ ଦେଲା ଭୁବନେଶ୍ବର କାଳିବାଡି ପୂଜା ମଣ୍ଡପ । ବଙ୍ଗାଳୀ ପରମ୍ପରା ଅନୁସାରେ ମା’ଙ୍କୁ ସିନ୍ଦୁର ଦାନ କରାଯିବା ପରେ ଶାଶୁଘରକୁ ଫେରନ୍ତି ମା’ । ଅଧିକ ପଢ଼ନ୍ତୁ...

ମା’ଙ୍କୁ ବିଦାୟ ଦେଲା ଭୁବନେଶ୍ବର କାଳିବାଡି ପୂଜା ମଣ୍ଡପ

ଭୁବନେଶ୍ବର: ଅନ୍ତିମ ପର୍ଯ୍ୟାୟରେ ମା’ ଜଗତଜନନୀଙ୍କ ପୂଜା । ଧରାପୃଷ୍ଠରୁ ବିଦାୟ ନେବେ ମା’ । ତେବେ ମଙ୍ଗଳବାର ମା’ଙ୍କ ବିଜୟା ଦଶମୀ ପୂଜା ଖୁବ ହର୍ଷ ଉଲ୍ଲାସରେ ପାଳିତ ହୋଇଛି । ସନ୍ଧ୍ୟା ଆଳତି ପରେ ପୁଷ୍ପାଞ୍ଜଳି ଆଉ ତା ପରେ ମା’ଙ୍କ ବିସର୍ଜନ। ତେବେ ଏ ସବୁ ଭିତରେ ବଙ୍ଗାଳୀ ସମ୍ପ୍ରଦାୟଙ୍କ ମଧ୍ୟରେ ମା’ଙ୍କ ପାଇଁ ରହିଛି କିଛି ଖାସ ପୂଜାବିଧି । ସିନ୍ଦୁର ଖେଳ ସହ ଧୁନୁଚି ନାଚରେ ମା’ଙ୍କୁ ବିଦାୟ ଦେଉଛନ୍ତି ଏମାନେ।

ଭୁବନେଶ୍ବର ରେଳ ଷ୍ଟେସନ ପାଖ ବଙ୍ଗାଳୀ ସାହି ପୂଜାମଣ୍ଡପରେ ବଙ୍ଗାଳୀ ମହିଳା ମାନେ ସିନ୍ଦୁର ଖେଳ ସହ ଧୁନୁଚି ନାଚରେ ବେଶ ମସଗୁଲ ହୋଇଥିଲେ। ଝିଅ ଯେପରି ନିଜ ବାପ ଘରୁ ଶାଶୁ ଘରକୁ ଫେରେ ଠିକ ସେହିପରି ମା’ ମଧ୍ୟ ଦଶମୀ ଦିନ ପରେ ନିଜ ଶାଶୁ ଘରରକୁ ଫେରନ୍ତି ବୋଲି ବିଶ୍ବାସ ରହିଛି । ତେଣୁ ମା’ଙ୍କୁ ସିନ୍ଦୁର, ସହ ପାନ ଗୁଆ, ମିଠା ଆଦି ଦେଇ ବିଦାୟ ଦେଉଛନ୍ତି ଏମାନେ । ଅନ୍ୟପଟେ ଢାକି ବାଦ୍ୟର ତାଳେ ତାଳେ ମା’ଙ୍କ ସମ୍ମୁଖରେ ଧୁନୁଚି ନାଚ ପରିବେଷଣ କରୁଛନ୍ତି । ଖାଲିଯେ ବଙ୍ଗାଳୀ ତାହା ନୁହେଁ ଭୁବନେଶ୍ବର ଅନେକ ଅଲଗା ସମ୍ପ୍ରଦାୟର ଲୋକ ମଧ୍ୟ ଏଠି ଉପସ୍ଥିତ ରହିଥିଲେ।

ଭାରତ ବର୍ଷରେ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୀତିନୀତିରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଏ କିନ୍ତୁ ମା’ଙ୍କ ବିଦାୟ ସମୟରେ ସଭିଏଁ ଭାବ ବିହ୍ବଳ ହୋଇଉଠନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭିଓ 1
ଶେଷ ପର୍ୟ୍ୟୟ ରେ ମାଁ ଙ୍କ ପୂଜା ଅର୍ଚ୍ଚନା। ଧରାପୃଷ୍ଠରୁ ବିଦା ହେବେ ଜଗତ ଜନନୀ ମା ଦୁର୍ଗା। ଏହି ଅବସର ରେ ବେଶ ଜୋରଶେର ରେ ପୂଜା ଶେଷ ହେବା ରେ ଲାଗିଛି। ସନ୍ଧ୍ୟା ଆଳତି ପରେ ପୁଷ୍ପାଞ୍ଜଳି ଆଉ ତା ପରେ ମା ଙ୍କ ବିସର୍ଜନ। ତେବେ ଏ ସବୁ ଭିତରେ ବଙ୍ଗାଳୀ ସମ୍ପ୍ରଦାୟର ର ଲୋକଙ୍କ ଭିତରେ ମା ଙ୍କ ପାଇଁ ରହିଛି କିଛି ଖାସ ପୂଜା ବିଧି। ସିନ୍ଦୁର ଖେଳ ସହ ଧୁନୁଚି ନାଚ ରେ ମା ଙ୍କୁ ଦେଉଛନ୍ତି ବିଦାୟ।

ଭିଓ
ଏ ହେଉଛି ଭୁବନେଶ୍ୱର ରେଳ ଷ୍ଟେସନ ପାଖ ବଙ୍ଗାଳୀ ପୂଜା ପେଣ୍ଡାଲ। ଯେଉଁଠି ଆଜି ବଙ୍ଗାଳୀ ମହିଳା ସିନ୍ଦୁର ଖେଳ ସହ ଧୁନୁଚି ନାଚ ରେ ବେଶ ମାସ ଗୁଲ ରହିଛନ୍ତି। ଏ ମାନ ଙ୍କ ବିଶ୍ଵସ ରହିଛି ଆଜି ମା ନିଜ ବାପା ଙ୍କ ଘରୁ ପୁଣି ଶାଶୁ ଙ୍କ ଘର କୁ ଯିବେ, ଯେଉଁଥି ପାଇଁ ମାଁ ଙ୍କୁ ସିନ୍ଦୁର , ସହ ପାନ ଗୁଆ ,ମିଠା ଦେଇ ଏମାନେ ବିଦାୟ ଦେଉଛନ୍ତି। ଅନ୍ୟ ପଟେ ଢାକୀ ବାଦ୍ୟ ର ତାଳେ ତାଳେ ମା ଙ୍କ ସମୁଖ ରେ ଧୁନୁଚି ନାଚ ପରିବେଷଣ କରୁଛନ୍ତି। ଖାଲି ଯେ ଵଂଗଲି ଭାଷା ଭାସି ନୁହେଁ ଭୁବନେଶ୍ୱର ଅନେକ ଅଲଗା ସମ୍ପ୍ରଦାୟର ଲୋକ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି।

ବାଇଟ -ସୁଜାତା ରାହା, ବଙ୍ଗାଳୀ ମହିଳା
ବାଇଟ- ଅନିତା ନନ୍ଦ, ବଙ୍ଗାଳୀ ମହିଳା
ବାଇଟ- ଶ୍ରେୟା ମେହେରା , ପଞ୍ଜାବି ମହିଳା

ଫାଇନାଲ ଭିଓ
କହିବାକୁ ଗଲେ ଭାରତ ବର୍ଷ ରେ ଯେତେ ଭାଷା ଭାସି ଲୋକେ ବାସ କରନ୍ତି ,ନିଜର ପରମ୍ପରା ମୁତାବକ ମା ଙ୍କ ଆରାଧନା କରନ୍ତି, ହେଲେ ମା ଦୁର୍ଗାଙ୍କ ବିଦାୟ ସମୟ ରେ ସଭିଏଁ ସମାନ ଭାବ ବିଭେର ହୋଇ ଉଠନ୍ତି।

Body:ଧରାପୃଷ୍ଠ ରୁ ବିଦାୟ ନେଲେ ମା , ସିନ୍ଦୁର ଖେଳ ସହ ଧୁନୁଚି ନାଚ ରେ କମ୍ପିତ ହେଲା ରାଜଧାନୀ ଭୁବନେଶ୍ବର

ଭିଓ 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.