ଭୁବନେଶ୍ବର: ଆଜି ବିଧାନସଭାରେ ଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ପାରିତ ହୋଇଯାଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପାରିତ କରିଛନ୍ତି । ଏହି ବିଲ୍ ଦ୍ବାରା ଶ୍ରୀଜଗନ୍ନାଥ ଜମି ଉପରେ ବସବାସ କରୁଥିବା ଲୋକଙ୍କୁ ଲାଭ ହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ