ETV Bharat / city

କମୁଛି ବର୍ଷା, ଚିନ୍ତାରେ ଚାଷୀ - odisha weather

ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟରୁ ବିଦାୟ ନେବା ସହ ଦୂର୍ବଳ ହୋଇଛି । ଏହାସହ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଦୂର୍ବଳ ରହିଛି । ଅଧିକ ପଢନ୍ତୁ...

କମୁଛି ବର୍ଷା, ଚିନ୍ତାରେ ଚାଷୀ
କମୁଛି ବର୍ଷା, ଚିନ୍ତାରେ ଚାଷୀ
author img

By

Published : Aug 19, 2021, 10:22 PM IST

ଭୁବନେଶ୍ବର: ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟରୁ ବିଦାୟ ନେବା ସହ ଦୂର୍ବଳ ହୋଇଛି । ଏହାସହ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଦୂର୍ବଳ ରହିଛି । ତେଣୁ, ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ଭାରି ବର୍ଷାର ସମ୍ଭାବନା ନାହିଁ । ତେବେ ଦୁଇଟି ନିମ୍ନଚାପ ରେଖା ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

କମୁଛି ବର୍ଷା, ଚିନ୍ତାରେ ଚାଷୀ

ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେପଟେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କୌଣସି ଜିଲ୍ଲାକୁ ପ୍ରବଳ ବର୍ଷା କିମ୍ବା ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅପରପକ୍ଷରେ ରାଜ୍ୟରେ ମୌସୁମି ସ୍ଥିତି ମୁତାବାକ ୧ ଜୁନରୁ ଅଗଷ୍ଟ ୧୯ ମଧ୍ୟରେ ୫୬୮.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ବର୍ଷାରୁ ୨୯ ପ୍ରତିଶତ କମ୍ ରହିଛି । ଏହି ସମୟରେ ୨୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.