ETV Bharat / city

ନବୀନଙ୍କୁ ରାନୀଙ୍କ ମେସେଜ: ‘ମାସକୁ 3ଲକ୍ଷ ଦେଲେ ଯାତ୍ରା ଛାଡିଦେବି’ - ଅଶୀଳ ନୃତ୍ୟକୁ ନେଇ ଚର୍ଚ୍ଚାରେ ରାନୀ

ଖଣ୍ଡଗିରିରେ ଡୁପ୍ଲିକେଟ ରାନୀ ପଣ୍ଡା । ଅଶ୍ଳୀଳ ନୃତ୍ୟକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ରାନୀ ପଣ୍ଡା । ଏବେ ବି ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ କରାଯାଉଥିବାବେଳେ, ପ୍ରଶାସନ ମୋ ପ୍ରତି ଅନ୍ୟାୟ କରିଛି କହିଲେ ରାନୀ ।

ନବୀନଙ୍କୁ ରାନୀଙ୍କ ମେସେଜ: ‘ମାସକୁ 3ଲକ୍ଷ ଦେଲେ ଯାତ୍ରା ଛାଡିଦେବି’
ନବୀନଙ୍କୁ ରାନୀଙ୍କ ମେସେଜ: ‘ମାସକୁ 3ଲକ୍ଷ ଦେଲେ ଯାତ୍ରା ଛାଡିଦେବି’
author img

By

Published : Feb 9, 2020, 2:45 PM IST

ଭୁବନେଶ୍ବର: ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରୁ ବ୍ୟାନ ହେବା ପରେ ପ୍ରଶାସନ ଉପରେ ବର୍ଷିଲେ ରାନୀ ପଣ୍ଡା । ଅଶ୍ଳୀଳ ନୃତ୍ୟକୁ ନେଇ ରାନୀଙ୍କୁ ବ୍ୟାନ କରାଯିବା ପରେ ଅନ୍ୟ ଏକ ଆଇଟମ ଗାର୍ଲ ଯାତ୍ରା ପେଣ୍ଡାଲରେ ନାଚ କରୁଥିବାର ଦେଖିବାକୁ ମିଳିଛି । ଆଉ ସେହି ନାଚରେ ଅଶୀଳତା ଦେଖିବାକୁ ମିଳିଥିବାବେଳେ, ରାନୀ ପଣ୍ଡା କହିଲେ ଏହା ତାଙ୍କ ପ୍ରତି ଅନ୍ୟାୟ ହୋଇଛି ।

ନବୀନଙ୍କୁ ରାନୀଙ୍କ ମେସେଜ: ‘ମାସକୁ 3ଲକ୍ଷ ଦେଲେ ଯାତ୍ରା ଛାଡିଦେବି’

ରାନୀ ପଣ୍ଡା କହିଛନ୍ତି ଯେ, ମୋତେ ବ୍ୟାନ କରାଯାଇ ଆଉ ଜଣଙ୍କୁ କିଭଳି ସୁଯୋଗ ଦିଆଗଲା। ଏଥିପାଇଁ ପ୍ରଶାସନ ମୋ ପ୍ରତି ଅନ୍ୟାୟ କରିଛି । ମୋତେ ଓ ମୋ ପାର୍ଟିକୁ ଗୋଟିଏ ରାତି ପାଇଁ ଅନୁମତି ଦିଆଯାଉ। ଯଦି ଯାତ୍ରାରେ ଅଶ୍ଳୀଳତା ରହୁଛି ତେବେ ଯାତ୍ରା ପାଇଁ ସେନ୍ସର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି। ଯେମିତି କି ପୋଲିସ କମିଶନର ଓ ବିଏମସି କମିଶନର ଦୁଇ ଜଣ ମିଳିତ ଭାବରେ ବ୍ୟାନ କରିଛନ୍ତି । ସେହିଭଳି ଭାବରେ ବର୍ତ୍ତମାନ ଯେଉଁ ପ୍ରକାରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା କରାଯାଉଛି ସେଥିପ୍ରତି ବ୍ୟାନ କରାଯାଉ। ଏହା ସହ ସେ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ମାସିକ 3ଲକ୍ଷ ଟଙ୍କା ଦେବେ ତେବେ ସେ, ଯାତ୍ରା ପାର୍ଟି ଛାଡିଦେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଖଣ୍ଡଗିରି ଯାତ୍ରାରେ ପୁଣି ଅଶୀଳତା ଡ୍ୟାନ୍ସ, ଏନେଇ ମୁହଁ ଖୋଲିଛନ୍ତି ରାନୀ ପଣ୍ଡା।

ଖଣ୍ଡଗିରିରେ ଡୁପ୍ଲିକେଟ ରାନୀ ପଣ୍ଡା, ଅଶୀଳ ନୃତ୍ୟ କୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଖଣ୍ଡଗିରିର ଅଶୀଳ ନୃତ୍ୟ କରାଯାଉଛି। ଯାହା ପ୍ରଶାସନ ମୋ ପ୍ରତି ଅନ୍ୟାୟ କରିଛି।

Body:

ବହୁ ଚର୍ଚ୍ଚିତ ଯାତ୍ରାପାର୍ଟି ର ବିବାଦୀୟ ଆଇଟମ ଡ୍ୟାନ୍ସର ରାନୀ ପଣ୍ଡା।ଖଣ୍ଡଗିରିଯାତ୍ରା ରେ ଅଶୀଳତା ଡ୍ୟାନ୍ସ ପଦର୍ଶନ କୁ ନେଇ ବ୍ୟାନ କରାଯାଇଛି। ହେଲେ ଚଳିତ ବର୍ଷ ଯାତ୍ରାରେ ଏକ ରାନୀ ପଣ୍ଡା ଙ୍କ ଅବିକଳ ରାନୀ ପଣ୍ଡା ଆସିଛନ୍ତି। ଯାହା ଅଶୀଳତା ରହିଥିବା ଡ୍ୟାନ୍ସ କରିଛନ୍ତି। ଏହି ଡ୍ୟାନ୍ସକୁ ବିବାଦ ଘେରକୁ ଟାଣିଛନ୍ତି ରାନୀ ପଣ୍ଡା।
ରାନୀ ପଣ୍ଡା କହିଛନ୍ତି ଯେ ମୋତେ ବ୍ୟାନ କରାଯାଇ ଆଉ ଜଣଙ୍କୁ କିଭଳି ପ୍ରସାୟ ଦିଆଗଲା। ଏଥିପାଇଁ ପ୍ରଶାସନ ମୋ ପ୍ରତି ଅନ୍ୟାୟ କରିଛି । ମୋତେ ଓ ମୋ ପାର୍ଟି କୁ ଗୋଟିଏ ରାତି ପାଇଁ ଅନୁମତି ଦିଆଯାଉ। ଯଦି ଯାତ୍ରାରେ ଅଶୀଳତା ରହୁଛି ତେବେ ଯାତ୍ରାପରଟି ପାଇଁ ସେନ୍ସର କରାଯାଉ ବୋଲି କହିଛନ୍ତି। ଯେମିତିକି ପୋଲିସ କମିଶନର ଓ ବିଏମସି କମିଶନର ଦୁଇ ଜଣ ମିଳିତ ଭାବରେ ବ୍ୟାନ କରିଛନ୍ତି । ସେହି ଭଳି ଭାବରେ ବର୍ତ୍ତମନ ଯେଉଁ ପ୍ରକାରର ଖଣ୍ଡଗିରି ଯାତ୍ରାରେ ଅଶୀଳତା କରାଯାଉଛି ସେଥିପ୍ରତି ବ୍ୟାନ କରାଯାଉ। ଯାହା ମୋତେ ବ୍ୟାନ କରି ଅନ୍ୟ ମାନଙ୍କୁ ପ୍ରସୟ ଦିଆଯାଉଛି।

Byte-ରାନୀ ପଣ୍ଡା,

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.