ଭୁବନେଶ୍ବର: ରାଜ୍ୟରେ 3ଟି ଜିଲ୍ଲାରେ ହେବ ସେରୋ ସର୍ଭେ । ରାଜ୍ୟର 3 ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ହେବ ସେରୋ ସର୍ଭେ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ହେବ ସେରୋସର୍ଭେ । ଏନେଇ ଆସନ୍ତା 16 ତାରିଖରୁ 19 ତାରିଖ ମଧ୍ୟରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଏହି ଜିଲ୍ଲା ଗୁଡିକର 3 ଜଣ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ