ETV Bharat / city

କଳିଙ୍ଗ ହସ୍ପିଟାଲରେ କିଡନୀ ଚୋରି ଅଭିଯୋଗ: ପ୍ରତିକ୍ରିୟା ଦେଲେନି କର୍ତ୍ତୃପକ୍ଷ

ପ୍ରଦୀପ କଅଁର ନିଜ କିଡନୀ ଚୋରି ହୋଇଥିବାର ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ଭୁବନେଶ୍ବରର ପ୍ରତିଷ୍ଠିତ କଳିଙ୍ଗ ହସ୍ପିଟାଲ ନାଁରେ । ଅଭିଯୋଗ ପରେ କୌଣସି ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

କଳିଙ୍ଗ ହସ୍ପିଟାଲରେ କିଡନୀ ଚୋରି ଅଭିଯୋଗ: ପ୍ରତିକ୍ରିୟା ଦେଲେନି କର୍ତ୍ତୃପକ୍ଷ
author img

By

Published : Sep 26, 2019, 1:35 PM IST

ଭୁବନେଶ୍ବର: କିଡନୀ ଚୋରି ଅଭିଯୋଗ ପରେ କ୍ୟାମେରା ସାମ୍ନାକୁ ଆସିବାକୁ ଡରୁଛନ୍ତି କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ । ପ୍ରତିକ୍ରିୟା ଦେବା ତ ଦୂରର କଥା ଏନେଇ କିଛି କହିପାରିବୁ ନାହିଁ ବୋଲି ରୋକଠୋକ ମନା କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ତେବେ ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ କଅଁର ସାହି ବାସିନ୍ଦା ପ୍ରଦୀପ କଅଁର ନିଜ କିଡନୀ ଚୋରି ହୋଇଥିବାର ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ଭୁବନେଶ୍ବରର ପ୍ରତିଷ୍ଠିତ କଳିଙ୍ଗ ହସ୍ପିଟାଲ ନାଁରେ । ଏନେଇ ଆମେ ଗତକାଲି ଇଟିଭି ଭାରତରେ ଏହି ସମ୍ବନ୍ଧିତ ଖବର ପ୍ରସାରଣ ହୋଇଥିଲା।

କଳିଙ୍ଗ ହସ୍ପିଟାଲରେ କିଡନୀ ଚୋରି ଅଭିଯୋଗ: ପ୍ରତିକ୍ରିୟା ଦେଲେନି କର୍ତ୍ତୃପକ୍ଷ

ଅଧିକ ପଢନ୍ତୁ. ଚାଞ୍ଚଲ୍ୟ: ଆସିଥିଲେ ହାତ ଅପରେସନ୍ ପାଇଁ କାଢିନେଲେ କିଡନୀ

ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆଣିବା ପାଇଁ ଆମ ଇଟିଭି ଭାରତ ଟିମ୍ ପହଞ୍ଚିଥିଲେ କଳିଙ୍ଗ ହସ୍ପିଟାଲରେ । ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରି ଦେଇଥିଲେ ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଏତେ ବଡ ସଙ୍ଗୀନ ଅଭିଯୋଗ ଉପରେ କ'ଣ ପାଇଁ ନିଜର ମୁହଁ ଖୋଲୁନାହିଁ କଳିଙ୍ଗ ହସ୍ପିଟାଲ ?

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.