ETV Bharat / city

ବୁଲେଟ ଚଢ଼ିଲେ ସୁର ଭାଇ, ଭିଡିଓ ଭାଇରାଲ

author img

By

Published : Apr 24, 2021, 1:30 PM IST

ନୂଆ ଅବତାରରେ ସୁର । ବୁଲେଟ ଚଢିଲେ ଆଉ ଫଟୋ ପାଇଁ ପୋଜ ବି ଦେଲେ । ସତେ ଯେମିତି ବୁଲେଟରେ ଯୁବବସ୍ଥାକୁ ପୁଣି ଫେରି ଯାଇଛନ୍ତି ସଭିଙ୍କ ପ୍ରିୟ ସୁର ଭାଇ ।

ବୁଲେଟ ଚଢ଼ିଲେ ସୁର ଭାଇ, ଫଟୋ ହେଲା ଭାଇରାଲ
ବୁଲେଟ ଚଢ଼ିଲେ ସୁର ଭାଇ, ଫଟୋ ହେଲା ଭାଇରାଲ

ଭୁବନେଶ୍ବର: ନୂଆ ଅବତାରରେ ସୁର । ବୁଲେଟ ଚଢିଲେ ଆଉ ଫଟୋ ପାଇଁ ପୋଜ ବି ଦେଲେ । ସତେ ଯେମିତି ବୁଲେଟରେ ଯୁବବସ୍ଥାକୁ ପୁଣି ଫେରି ଯାଇଛନ୍ତି ସଭିଙ୍କ ପ୍ରିୟ ସୁର ଭାଇ । କଥା ଓ ବ୍ୟବହାର ଲାଗି ଚର୍ଚ୍ଚାରେ ରହୁଥିବା ସୁର ରାଉତରାୟଙ୍କ ବୁଲେଟ ଚଢ଼ା ଫଟୋ ଏବେ ବେଶ ଭାଇରଲ ହେବାରେ ଲାଗିଛି ।

ବୁଲେଟ ଚଢ଼ିଲେ ସୁର ଭାଇ, ଫଟୋ ହେଲା ଭାଇରାଲ

ନିଜର ଯୁବ ସୁଲଭ ବ୍ୟବହାର ଓ ହାସ୍ୟାତ୍ମକ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସମସ୍ତଙ୍କର ପ୍ରିୟ ସୁର ଭାଇ । ଗଣମାଧ୍ୟମକୁ ମଧ୍ୟ ସେ ଭଲ ପାଆନ୍ତି।

ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଜୟଦେବ ଭବନ ପହଁଚିଥିଲେ ସୁର । ଫେରିବା ବାଟରେ ସୁରଙ୍କ ନଜରକୁ ଆସିଥିଲା ଏକ ନାଲି ବୁଲେଟ । ନିଜକୁ ରୋକି ପାରିନଥିଲେ ସୁର । ସିଧା ଯାଇ ବୁଲେଟରେ ବସିଗଲେ ଓ ଫୋଟ ପାଇଁ ପୋଜ ଦେଲେ । କହିଲେ ପୂର୍ବରୁ ସେ ବୁଲେଟ ଚଢୁଥିଲେ । ତାଙ୍କ ଦ୍ବାରା ଏକାଧିକ ଦୁର୍ଘଟଣା ହେଲା । ତେଣୁ ବୁଲେଟ ଚଢ଼ିବା ଛାଡି ଦେଇଥିବା କଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.