ETV Bharat / city

9ଟାରେ 9 ମିନିଟକୁ ନେଇ କଣ କହୁଛନ୍ତି ଲୋକସମ୍ପର୍କ ବିଭାଗର ସଚିବ, ଶୁଣନ୍ତୁ... - bhubaneswar shortdown

କିଭଳି ପାଳନ କରିବେ ରାତି 9 ଟା 9 ମିନିଟ୍। ପ୍ରତିକ୍ରିୟା ରଖିଲେ ସୂଚନା ଲୋକସମ୍ପର୍କ ବିଭାଗର ସଚିବ । ଅଧିକ ପଢନ୍ତୁ....

Secretary of the Department of Public Relation reaction on 9 pm 9 minutes
9 ଟା 9 ମିନିଟ୍ ନେଇ ପ୍ରତିକ୍ରିୟା ରଖିଲେ ସୂଚନା ଲୋକସମ୍ପର୍କ ବିଭାଗର ସଚିବ
author img

By

Published : Apr 5, 2020, 6:57 PM IST

ଭୁବନେଶ୍ବର: କିଭଳି ପାଳନ କରିବେ ଆଜି ରାତି 9 ଟାରେ 9 ମିନିଟକୁ । ଯାହାକୁ ପାଳନ କରିବା ପାଇଁ ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏ ନେଇ ସୂଚନା ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂ ପ୍ରତିକ୍ରିୟା ରଖିଛନ୍ତି । ମୋଦିଙ୍କ ଏକତା ଆହ୍ବାନକୁ ସହମତି ଜଣାଇ ସେ ମଧ୍ୟ ସମସ୍ତ ଓଡିଶାବାସୀଙ୍କୁ ବିଜୁଳି ବତି ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି ।

9 ଟା 9 ମିନିଟ୍ ନେଇ ପ୍ରତିକ୍ରିୟା ରଖିଲେ ସୂଚନା ଲୋକସମ୍ପର୍କ ବିଭାଗର ସଚିବ

ବିଜୁଳି ବତି ବନ୍ଦ କଲେ ବି ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ବନ୍ଦ କରିବେ ନାହିଁ । ଖାଲି ଲାଇଟ ବନ୍ଦ କରି ମୋଦିଙ୍କ କଥାକୁ ପାଳନ କରିବା ସହ ଘରର ଫ୍ରିଜ୍‌, ଏସି, କମ୍ପ୍ୟଟର, ପଙ୍ଖା, ଟିଭି, ଲିଫ୍‌ଟ ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି । ଘରର ମେନ୍‌ ସୁଇଚ୍‌କୁ ବନ୍ଦ ନ କରି ଗୋଟିଏ ପରେ ଗୋଟିଏ ଲାଇଟ ବନ୍ଦ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.