ETV Bharat / city

ଶହ ଶହ ହସ୍ତଶିଳ୍ପୀ କାରିଗରଙ୍କ ବିଧାନସଭା ଘେରାଉ

ବିଭିନ୍ନ ଦାବି ନେଇ ବିଧାନସଭା ଘେରିଲା ଓଡିଶା ଶିଳ୍ପୀ ମହାସଂଘ । ରାଜ୍ୟ ସରକାର ଶିଳ୍ପୀ ଓ ବୁଣାକାର ପାଇଁ ମାଳ ମାଳ ଯୋଜନା ଓ ପ୍ରତିଶ୍ରୁତି ଦେଇଥିଲେ, ହେଲେ ସରକାରୀ କଳର ଆନ୍ତରିକତା ଅଭାବରୁ ରାଜ୍ୟ କାରିଗରଙ୍କୁ ସୁଫଳ ମିଳୁନି ବୋଲି ବର୍ଷିଲା ଓଡିଶା ଶିଳ୍ପୀ ମହାସଂଘ । ଅଧିକ ଖବର ପଢନ୍ତୁ...

author img

By

Published : Nov 23, 2019, 3:29 AM IST

ବିଧାନସଭା ଘେରାଉ କଲେ ଶହ ଶହ ହସ୍ତଶିଳ୍ପୀ କାରିଗର

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ବିଧାନସଭା ଘେରିଲା ଓଡିଶା ଶିଳ୍ପୀ ମହାସଂଘ । ସାମୁଦ୍ରିକ ଝଡ 'ଫନି' ଦ୍ବାରା କ୍ଷତିଗ୍ରସ୍ତ ଶିଳ୍ପୀ ଓ ବୁଣାକାରଙ୍କୁ କ୍ଷତିପୂରଣ, ଆର୍ଥିକ ସହାୟତା, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ, ଉନ୍ନୟନ ପରିଷଦର ସକ୍ରିୟ କାର୍ଯ୍ୟକାରିତା ନେଇ ଶୁକ୍ରବାର ବିଧାନସଭା ଘେରିଲା ରାଜ୍ୟ ଶିଳ୍ପୀ ମହାସଂଘ ।

ରାଜ୍ୟ ସରକାର ଶିଳ୍ପୀ ଓ ବୁଣାକାର ପାଇଁ ମାଳ ମାଳ ଯୋଜନା ଓ ପ୍ରତିଶୃତି ଦେଇଥିଲେ, ହେଲେ ସରକାରୀ କଳର ଆନ୍ତରିକତା ଅଭାବରୁ ସୁଫଳ ମିଳୁନି ରାଜ୍ୟ କାରିଗରଙ୍କୁ ବୋଲି ବର୍ଷିଲା ଓଡିଶା ଶିଳ୍ପୀ ମହାସଂଘ । ଖୋଦ ମୁଖ୍ୟମନ୍ତ୍ରୀ ଗତ ମେ’ରେ ୬୦ ହଜାର ବୁଣାକାର ଓ ୭୦ ହଜାର ହସ୍ତଶିଳ୍ପୀଙ୍କ ପାଇଁ 'ଫନି' କ୍ଷତିପୂରଣ ସହାୟତା ବାବଦକୁ ୮ହଜାର ୨୦୦ ଟଙ୍କା ଘୋଷଣା କରିଥିଲେ । ହେଲେ 'ଫନି'କୁ ଦୀର୍ଘ ୭ ମାସ ବିତିଯାଇଥିଲେ ବି ଏଯାଏଁ ମିଳିଲା ନାହିଁ ସହାୟତା ରାଶି ।

ଶହ ଶହ ହସ୍ତଶିଳ୍ପୀ କାରିଗରଙ୍କ ବିଧାନସଭା ଘେରାଉ

ଶିଳ୍ପୀ ଓ ବୁଣାକାରଙ୍କ ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ, ବିକାଶ ପରିଷଦ ଗଠନକୁ ଦେଢ଼ ବର୍ଷ ବିତିଯାଇଥିଲେ ବି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବିକାଶ ପରିଷଦ ମିଳିଥିବା ଅର୍ଥ ଖର୍ଚ୍ଚ ନହୋଇ ସେମିତି ପଡି ରହିଛି । ରାଜୀବ ଭବନ ପାଖରେ ପରିଷଦର କାର୍ଯ୍ୟାଳୟ ପାଇଁ ସରକାରୀ କ୍ବାର୍ଟର ମିଳିଥିବା ସତ୍ତ୍ବେ ଏଯାବତ ଅଫିସ ଖୋଲି ପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଥିଲେ ବି ଏଯାଏଁ ଟଙ୍କାଟିଏ ବି କାହା ହାତକୁ ଆସିନି ।

କଳାକୃତି ବିକ୍ରି ଏବେ ବନ୍ଦ ହେବାକୁ ବସିଲାଣି । 'ଫନି' ମହାବାତ୍ୟାରେ 14ଟି ଜିଲ୍ଲାରେ ଲକ୍ଷାଧିକ ଶିଳ୍ପୀ ଓ ବୁଣାକାର ପ୍ରଭାବିତ ହୋଇଥିବା ବେଳେ ବିଶେଷ କରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଛି । ରାଜ୍ୟ ସରକାର କ୍ରମାଗତ ଭାବେ ରାଜ୍ୟର ଶିଳ୍ପୀ ଓ ବୁଣାକାରଙ୍କୁ ଅବହେଳା ଓ ହତାଦର କରି ଆସୁଥିବାରୁ ପ୍ରତିବାଦ ସ୍ବରୂପ ଓଡିଶା ଶିଳ୍ପୀ ମହାସଂଘ ଡ଼ାକରାରେ ହଜାର ହଜାର ଶିଳ୍ପୀ ଓ କାରିଗର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି ବୋଲି ଓଡିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବିଧାନସଭା ଘେରାଓ କଲେ ଶହ ଶହ ହସ୍ତଶିଳ୍ପୀ କାରୀଗର

ବିଭିନ୍ନ ଦାବି କୁ ନେଇ ରାଜ ରାସ୍ତା ଉପରେ ଗର୍ଜ୍ଜନ କଲେ ରାଜ୍ୟ ର ଶହ ଶହ ହସ୍ତଶିଳ୍ପୀ କାରୀଗର। ସରକାର ଧ୍ୟାନ ନ ଦେଲେ ଆଗକୁ ଆହୁରି ତେଜିବ ଆନ୍ଦେଳନ ବୋଲି ପ୍ରକାଶ କଲେ ହସ୍ତଶିଳ୍ପୀ କାରୀଗର।
ଏଠି ସୂଚନାଯୋଗ୍ୟ ଯେ
ଗତ ମେ 3 ତାରଖିରେ ଫୋନି ମହାବାତ୍ୟା ରାଜ୍ୟର ଶଳ୍ପୀ ଓ ବଣୁ।କାରଙ୍କ ଅନେକ କ୍ଷତି ଘଟାଇଛି । ଅନେକଙ୍କ ଘର ଓ କମର୍ଶାଳା ସଂପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶିଯାଇଛି । କେବଳ ସେତକି ନୁହେଁ ଉତ୍ପାଦିତ କଳାକୃତି ତନ୍ତରେ ଲାଗଥିବା ବସ୍ତ୍ର ଓ କଞ୍ଚାମାଲ ମଧ୍ୟ ନଷ୍ଟ ହୋଇଛି । ଏପଟେ ଫୋନି ପରେ ରାଜ୍ୟକୁ ପଯ୍ୟର୍ଟକଙ୍କ ଆସିବା ମଧ୍ୟ କମ୍ ହୋଇଛି ।
ମହାସଙ୍ଘଫଳରେ କଳାକୃତି ବିକ୍ରି ଏବେ ବନ୍ଦ ହେବାକୁ ବସିଲାଣି । ଫୋନି ମହାବାତ୍ୟାରେ 14ଟି ଜିଲ୍ଲାରେ ଲକ୍ଷାଧିକ ଶିଳ୍ପୀ ଓ ବୁଣ।କାର ପ୍ରଭାବିତ ହୋଇଥିବାବେଳେ ବିଶେଷ କରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଥିଲ। ଏନେଇ 70 ହଜାର ହସ୍ତଶିଳ୍ପି ଓ 60 ହଜାର ବୁଣାକାରଙ୍କ କଞ୍ଚାମାଲ, କଳାକତୃ ଓ ଉପକରଣ କ୍ଷତି ବାବଦକୁ 8200 ଟଙ୍କା ଦାବି କରାଯାଇଥିଲା । ମାତ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ସଙ୍ଘ ଆଜି ବିଧାନସଭା ଘେରାଓ କରିଛି।Body:ବିଧାନସଭା ଘେରାଓ କଲେ ଶହ ଶହ ହସ୍ତଶିଳ୍ପୀ କାରୀଗର

ବିଭିନ୍ନ ଦାବି କୁ ନେଇ ରାଜ ରାସ୍ତା ଉପରେ ଗର୍ଜ୍ଜନ କଲେ ରାଜ୍ୟ ର ଶହ ଶହ ହସ୍ତଶିଳ୍ପୀ କାରୀଗର। ସରକାର ଧ୍ୟାନ ନ ଦେଲେ ଆଗକୁ ଆହୁରି ତେଜିବ ଆନ୍ଦେଳନ ବୋଲି ପ୍ରକାଶ କଲେ ହସ୍ତଶିଳ୍ପୀ କାରୀଗର।
ଏଠି ସୂଚନାଯୋଗ୍ୟ ଯେ
ଗତ ମେ 3 ତାରଖିରେ ଫୋନି ମହାବାତ୍ୟା ରାଜ୍ୟର ଶଳ୍ପୀ ଓ ବଣୁ।କାରଙ୍କ ଅନେକ କ୍ଷତି ଘଟାଇଛି । ଅନେକଙ୍କ ଘର ଓ କମର୍ଶାଳା ସଂପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶିଯାଇଛି । କେବଳ ସେତକି ନୁହେଁ ଉତ୍ପାଦିତ କଳାକୃତି ତନ୍ତରେ ଲାଗଥିବା ବସ୍ତ୍ର ଓ କଞ୍ଚାମାଲ ମଧ୍ୟ ନଷ୍ଟ ହୋଇଛି । ଏପଟେ ଫୋନି ପରେ ରାଜ୍ୟକୁ ପଯ୍ୟର୍ଟକଙ୍କ ଆସିବା ମଧ୍ୟ କମ୍ ହୋଇଛି ।
ମହାସଙ୍ଘଫଳରେ କଳାକୃତି ବିକ୍ରି ଏବେ ବନ୍ଦ ହେବାକୁ ବସିଲାଣି । ଫୋନି ମହାବାତ୍ୟାରେ 14ଟି ଜିଲ୍ଲାରେ ଲକ୍ଷାଧିକ ଶିଳ୍ପୀ ଓ ବୁଣ।କାର ପ୍ରଭାବିତ ହୋଇଥିବାବେଳେ ବିଶେଷ କରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଥିଲ। ଏନେଇ 70 ହଜାର ହସ୍ତଶିଳ୍ପି ଓ 60 ହଜାର ବୁଣାକାରଙ୍କ କଞ୍ଚାମାଲ, କଳାକତୃ ଓ ଉପକରଣ କ୍ଷତି ବାବଦକୁ 8200 ଟଙ୍କା ଦାବି କରାଯାଇଥିଲା । ମାତ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ସଙ୍ଘ ଆଜି ବିଧାନସଭା ଘେରାଓ କରିଛି।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.