ETV Bharat / city

ରାଜ୍ୟରେ ବଢୁଛି ଅପରାଧ, ଆସିଲା ବର୍ଷକର ରିପୋର୍ଟ

author img

By

Published : Nov 7, 2019, 11:36 PM IST

ଆସିଲା ବର୍ଷକର ଅପରାଧ ରିପୋର୍ଟ । ସିଏସଏନଆର (CSNR) ଏବଂ ସିଏଚଆରଆଇ (CHRI ) ମିଳିତ ଉଦ୍ୟମରେ ବର୍ଷକର କ୍ରାଇମ ରିପୋର୍ଟ ପ୍ରକାଶିତ । ଆଗକୁ ପଢନ୍ତୁ...

ଆସିଲା ବର୍ଷକର ଅପରାଧ ରିପୋର୍ଟ

ଭୁବନେଶ୍ବର: ଗୋଟିଏ ବର୍ଷ ଭିତରେ ରାଜ୍ୟରେ କେତେ ସଂଖ୍ୟାରେ ହୋଇଛି ଅପରାଧ ? ସିଏସଏନଆର (CSNR) ଏବଂ ସିଏଚଆରଆଇ (CHRI ) ମିଳିତ ଉଦ୍ୟମରେ ଆସିଲା ବର୍ଷକର କ୍ରାଇମ ରିପୋର୍ଟ ।

ଆସିଲା ବର୍ଷକର ଅପରାଧ ରିପୋର୍ଟ

୨୦୧୭ ମସିହାରେ ସିଏସଏନଆର ଏବଂ ସିଏଚଆରଆଇର ମିଳିତ ଉଦ୍ୟମରେ “ଏପ୍ରିଲ ୨୦୧୫ରୁ ମାର୍ଚ୍ଚ ୨୦୧୬” ଅବଧି ମଧ୍ୟରେ ଭୁବନେଶ୍ବର ଓ କଟକ ଅର୍ବାନ ପୋଲିସ ଥାନା ମାନଙ୍କରେ ଅପରାଧ ଏବଂ ପୋଲିସିଂ ବ୍ୟବସ୍ଥା ଉପରେ ଏକ ଶ୍ଵେତପତ୍ର ଜାରି କରିଥିଲେ ।

report
ବର୍ଷକର ଅପରାଧ ରିପୋର୍ଟ

ଜାନୁଆରୀ ୨୦୧୭ରୁ ମେ ୨୦୧୮ ସମୟ ସୀମା ମଧ୍ୟରେ ରାଜ୍ୟର 4ଗୋଟି ପୋଲିସ ଜିଲ୍ଲା ଯଥା ଭୁବନେଶ୍ବର, କଟକ, ଯାଜପୁର ଓ କନ୍ଧମାଳରେ ଅପରାଧ ଏବଂ ପୋଲିସିଙ୍ଗର ସ୍ଥିତି କିଛି ମାପଦଣ୍ଡ ଅନୁସାରେ ସୂଚନା ଅଧିକାର ଅଧିନିୟମ (ଆରଟିଆଇ) ଓ ରାଷ୍ଟ୍ରୀୟ ଏବଂ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ, ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ (BPRD), ଓଡିଶା ସରକାର, ଭୁବନେଶ୍ବର-କଟକ ପୁଲିସ କମିଶନରେଟ, ରାଷ୍ଟ୍ରୀୟ ଏବଂ ରାଜ୍ୟ ମାନବ ଅଧିକାର ଆୟୋଗ, ୨୦୧୭-୧୮ ରାଜ୍ୟ ବିଧାନସଭାର ୱେବସାଇଟର ସହାୟତା ନେଇ ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି । ଗୁରୁବାର ଏହି ରିପୋର୍ଟର ଉନ୍ମୋଚନ ହୋଇଛି ।

report
ବର୍ଷକର ଅପରାଧ ରିପୋର୍ଟ

ଅପରାଧିକ ସମୀକ୍ଷା:

ବର୍ଷ ୨୦୧୭ରେ ୧୭,୦୮୨ ଗୋଟି ଅଭିଯୋଗ ଏବଂ ଜାନୁଆରୀ-ମେ ୨୦୧୮ ମଧ୍ୟରେ ୬,୯୯୯ ଟି ଅଭିଯୋଗ ଚାରିଗୋଟି ଜିଲ୍ଲାରେ ଦାଖଲ ହୋଇଛି ।

୨୦୧୭ରେ ଭୁବନେଶ୍ବରରେ ସର୍ବାଧିକ ୭,୩୩୦ ଏବଂ ୨୦୧୮ ଜାନୁଆରୀ –ମେ ୩,୦୨୮ ଗୋଟି ଅପରାଧିକ ଅଭିଯୋଗ ଦାଖଲ ହୋଇଛି । ସହିଦ ନଗର ଥାନାରେ ସର୍ବାଧିକ ୮୬୧ ଅଭିଯୋଗ ଦାଖଲ ହୋଇଥିବା ବେଳେ “ଖଣ୍ଡଗିରି ଥାନାରେ ସର୍ବାଧିକ ୬ ଗୋଟି ହତ୍ୟା ଓ ୪୩ ଟି ଲୁଟ ଏବଂ କ୍ୟାପିଟାଲ ଥାନାରେ ସର୍ବାଧିକ ୨୩୨ ଟି ଚୋରି ମାମଲା ରୁଜୁ ହୋଇଛି । ”

report
ବର୍ଷକର ଅପରାଧ ରିପୋର୍ଟ

- ସେହିଭଳି କଟକରେ ୨୦୧୭ ମସିହାରେ ୩,୮୭୯ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟରେ ୧,୬୯୩ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ, ସର୍ବାଧିକ ଅପରାଧ ଚୌଦ୍ବାର ଥାନାରେ ୭୨୮ ଓ ବାଦାମବାଡି ଥାନାରେ ୫୧୦ ଟି ଅପରାଧିକ ମାମଲା ରୁଜୁ ହୋଇଛି ।

- ଯାଜପୁର ଜିଲ୍ଲାରେ ୨୦୧୭ ମସିହାରେ ୪,୫୪୬ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟରେ ୧,୭୧୧ ମାମଲା ରୁଜୁ ହୋଇଥିବା ବେଳେ, ଧର୍ମଶାଳା ଥାନାରେ ସର୍ବାଧିକ ୮୧୬ ଟି ଏବଂ ବିଞ୍ଝାରପୁର ଥାନାରେ ୫୫୬ ଟି ଅପରାଧିକ ମାମଲା ରୁଜୁ ହୋଇଛି ।

report
ବର୍ଷକର ଅପରାଧ ରିପୋର୍ଟ

- ୨୦୧୭ ମସିହାରେ କନ୍ଧମାଳ ଜିଲ୍ଲାରେ ୧୩୨୭ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟ ରେ ୫୬୭ କେସ୍ ରୁଜୁ ହୋଇଥିବା ବେଳେ, ଟାଉନ ଥାନାରେ ସର୍ବାଧିକ ୪୯୭ଟି ଏବଂ ବାଲିଗୁଡା ଥାନାରେ ୨୨୯ ଟି ଅପରାଧିକ ମାମଲା ରୁଜୁ ହୋଇଛି ।

ଚୋରି: ୨୦୧୭ ବର୍ଷରେ ରାଜ୍ୟରେ ୯୦୮୩ ଗୋଟି ଚୋରି କେସ ହୋଇଥିବା ବେଳେ ଚାରିଗୋଟି ଜିଲ୍ଲାରେ ୨୦୧୭ -୧୮ରେ ୩୭୬୧ ଟି କେସ ରୁଜୁ ହୋଇଛି ।

ହତ୍ୟା: ୨୦୧୭ ମସିହାରେ ରାଜ୍ୟରେ ୧୦୨୭ଟା ହତ୍ୟା ଜନିତ କେସ ହୋଇଥିବା ବେଳେ ଏହି ଚାରିଗୋଟି ଜିଲ୍ଲାରେ ୨୦୮ ଟି କେସ ଏବଂ ୧୩୩ ଟି ହତ୍ୟାର ପ୍ରୟାସ (attempt to murder)କେସ ରୁଜୁ ହୋଇଛି ।

ଦୁଷ୍କର୍ମ: ୨୦୧୭ ବର୍ଷରେ ରାଜ୍ୟରେ ୨,୨୨୧ କେସ ହେଇଥିବା ବେଳେ ଏହି ଚାରିଗୋଟି ଜିଲ୍ଲାରେ ୨୦୧୭ -୧୮ ୫୯୯ ଟି କେସ ରୁଜୁ ହୋଇଛି ।

ମହିଳାଙ୍କ ବିରୋଧରେ ଅପରାଧ: ୨୦୧୭ ବର୍ଷରେ ଚାରିଗୋଟି ଜିଲ୍ଲାରେ ୧,୮୭୫ ଗୋଟି କେସ ରୁଜୁ ହୋଇଥିବା ବେଳେ ୨୦୧୮ ଜାନୁଆରୀ–ମେ ମଧ୍ୟରେ ୬୯୨ ଟି ଅଭିଯୋଗ ରୁଜୁ ହୋଇଛି । ଯୌତୁକ ଜନିତ ୬୦୦ (ଯାଜପୁର ରେ ସର୍ବାଧିକ ୨୦୭, ଭୁବନେଶ୍ବର ରେ ୧୮୪ ଏବଂ ୨୦୧୮ ରେ ), ଦୁଷ୍କର୍ମ ୪୩୨(ଭୁବନେଶ୍ବରରେ ୧୭୧,ଯାଜପୁର ରେ ୧୩୧) ୩୬୭ଟି ଅପହରଣ (ଭୁବନେଶ୍ବର ରେ ୧୫୩, ଯାଜପୁର ରେ ୧୩୧) ମାମଲା ରୁଜୁ ହୋଇଛି ।

ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ :

ଏହି ସମୟ ସୀମା ଭିତରେ ମାନବଅଧିକାର ସଂରକ୍ଷଣ ପ୍ରକୋଷ୍ଠ (ଏଚଆରପିସି), କଟକରେ୧୧୩ ଜଣ, ରାଜ୍ୟ ମାନବଧୀକାର ଆୟୋଗରେ ୩୬୬ ଜଣ, ରାଷ୍ଟ୍ରୀୟ ମାନବଧୀକାର ଆୟୋଗ ୪୩୯ ଜଣ ଓ ରିଜର୍ଭ ପୁଲିସ, ଭୁବନେଶ୍ବରଙ୍କ ପାଖରେ ୧୪ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି ।

ତଥ୍ୟ ଅନୁସାରେ ସର୍ବାଧିକ ଅଭିଯୋଗ ଇନ୍ସପେକ୍ଟର (୧୦୩ ଜଣ ), କନଷ୍ଟେବଲ (୧୬ଜଣ ), ସବ-ଇନ୍ସପେକ୍ଟର (୧୪ଜଣ ) ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (୧୨ଜଣ) ।

ପୋଲିସ ଅଧିକାରୀଙ୍କ ସ୍ଥିତି:

- ଏହି ସମୟ ସୀମା ଭିତରେ ଚାରିଗୋଟି ଜିଲ୍ଲା ରେ ସମୁଦାୟ sanctioned ପୋଷ୍ଟ ୨୮୪୦ କିନ୍ତୁ ଅଛନ୍ତି ୨୭୦୫ ଜଣ ଅଧିକାରୀ ୧୩୫ ଜଣ ଅଧିକାରୀ କମ ।

- ଇଂନଭେଷ୍ଟିଗେଟିଙ୍ଗ ଅଫିସରଙ୍କ ସର୍ଟଫଲ ଚାରିଗୋଟି ଜିଲ୍ଲାରେ ସବୁଠୁ ବେଶି ୨୧.୮୩ %, ସବ-ଇନ୍ସପେକ୍ଟରଙ୍କର ସର୍ଟଫଲ ୩୮.୬୭ % ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ୧୪.୩୮%।

- ୨୦୧୮ ମସିହାରେ ରେ କନ୍ଧମାଳ ଜିଲ୍ଲା ରେ ଷ୍ଟାଫ ଶର୍ଟଫଲ ସର୍ବାଧିକ ୧୯.୮୧%, ଭୁବନେଶ୍ବର ରେ ୩ %,କଟକ ରେ ୨୯.୭୭ %, ଯାଜପୁର ୦.୫ %।
- ୨୦୧୮ ମସିହାରେ ଚାରିଗୋଟି ଜିଲ୍ଲାରେ ମହିଳା ପୋଲିସଙ୍କ ସଂଖ୍ୟା ସମୁଦାୟ ପୋଲିସ ବଳର ୧୦.୦୦% ଅଟେ । କନ୍ଧମାଳ ଜିଲ୍ଲାରେ ୧୮.୫ %, ଯାଜପୁର ସର୍ବାଧିକ ୧୬ .୧୪ %,କଟକ ୧୨.୩୭ %, ଭୁବନେଶ୍ବରରେ ସର୍ବନିମ୍ନ ୩.୮୬ % କାର୍ଯ୍ୟରତ ।

ରାଜ୍ୟ ପୁଲିସ ପ୍ରଶାସନଙ୍କୁ ସୁପାରିଶ / ପ୍ରସ୍ତାବ :

1-କ୍ରାଇମ ମାପିଙ୍ଗ କରି ଏହି ଡାଟା ୱେବସାଇଟ ରେ ଦିଆଗଲେ ଜନସାଧାରଣ କ୍ରାଇମ ଟ୍ରେଣ୍ଡ ବିଷୟରେ ଜାଗୃତ ହୁଅନ୍ତେ ।

2- ୩୩ % ମହିଳା ପୋଲିସଙ୍କୁ ନିଯୁକ୍ତି ଦିଆଯାଉ ମହିଳା ଅଧିକାରୀଙ୍କୁ ସମାନ ଅଧିକାର ଦିଆଯାଉ ।

3-ପ୍ରତ୍ୟେକ ଥାନାରେ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ଓ ଲକଅପର ବ୍ୟବସ୍ଥା କରାଯାଉ ।

4-ମହିଳା ମାନେ କାର୍ଯ୍ୟରତ ସ୍ଥାନରେ IC (ଇନ୍ଟରନାଲ କମିଟୀ) ଗଠନ କରାଯାଉ ।

5- ପ୍ରତେକ ଥାନାକୁ ପ୍ରବେଶ ପାଇଁ ରାମ୍ପ ବ୍ୟବସ୍ଥା କରାଯାଉ।

6- ପ୍ରତେକ ଥାନା ର ସମ୍ମୁଖ ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଦତ୍ତ ଆରେଷ୍ଟ ଗାଇଡ ଲାଇନକୁ ଠିକ ଭାବରେ ଲେଖାଯାଉ ।

7-ସମସ୍ତ ଥାନାରେ ସିସିଟିଭି ଲଗାଯିବା ସଠିକ ଭାବେ ପରିଚାଳନା କରାଯାଉ ।

8- ଚାରିଗୋଟି ଜିଲ୍ଲାରେ ST ବର୍ଗରୁ ନିଯୁକ୍ତି କରାଯାଉ

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗୋଟିଏ ବର୍ଷ ଭିତରେ ରାଜ୍ୟ ରେ କେତେ ସଂଖ୍ୟା ରେ ହୋଇଛି କ୍ରାଇମ, ସି॰ ଏସ॰ ଏନ॰ ଆର (CSNR) ଏବଂ ସି॰ ଏଚ॰ ଆର॰ ଆଇ (CHRI ) ମିଳିତ ଉଦ୍ୟମ ରେ ଆସିଲା ରିପୋର୍ଟ।

ବିଗତ ୨୦୧୭ ମସିହା ରେ ସି॰ ଏସ॰ ଏନ॰ ଆର CSNR ଏବଂ ସି॰ ଏଚ॰ ଆର॰ ଆଇ CHRI ର ମିଳିତ ଉଦ୍ୟମ ରେ “ଏପ୍ରିଲ ୨୦୧୫ ରୁ ମାର୍ଚ ୨୦୧୬” ଅବଧି ମଧ୍ୟରେ ଭୁବନେଶ୍ବର ଓ କଟକ ଅରବାନ ପୁଲିସ ଥାନା ମାନଙ୍କ ରେ ଅପରାଧ ଏବଂ ପୋଲିସିଙ୍ଗ ବ୍ୟବସ୍ତା ଉପରେ ଏକ ଶ୍ଵେତପତ୍ର ଜାରି କରିଥିଲେ । ଏହି ପ୍ରୟାସ ରେ ଆଉ ପାଦ ଆଗକୁ ବର୍ତମାନ ସି॰ ଏସ॰ ଏନ॰ ଆର (CSNR) ଏବଂ ସି॰ ଏଚ॰ ଆର॰ ଆଇ (CHRI ) ମିଳିତ ଉଦ୍ୟମ ରେ “ଜାନୁଆରୀ ୨୦୧୭ ରୁ ମେ ୨୦୧୮” ସମୟ ସୀମା ମଧ୍ୟରେ ରାଜ୍ୟର ଚାରିଗୋଟି ପୁଲିସ ଜିଲ୍ଲା ଯଥା ଭୁବନେଶ୍ବର, କଟକ, ଯାଜପୁର ଓ କନ୍ଧମାଳ ରେ ଅପରାଧ ଏବଂ ପୋଲିସିଙ୍ଗ ର ସ୍ଥିତି କିଛି ଚୂନିନ୍ଦା ମପାଦଣ୍ଡ ଅନୁସାରେ ସୂଚନା ଅଧିକାର ଅଧିନିୟମ (ଆର॰ ଟି॰ ଆଇ) ଓ ରାଷ୍ଟ୍ରୀୟ ଏବଂ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ, ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ (BPRD), ଓଡିଶା ସରକାର, ଭୁବନେଶ୍ବର-କଟକ ପୁଲିସ କମିଶନରେଟ, ରାଷ୍ଟ୍ରୀୟ ଏବଂ ରାଜ୍ୟ ମାନବ ଅଧିକାର ଆୟୋଗ, ୨୦୧୭-୧୮ ରାଜ୍ୟ ବିଧାନସଭା ର କରବାଇ (ୱେବସାଇଟ) ର ସହାୟତା ନେଇ ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି ।
ଆଜି ଏହି ରିପୋର୍ଟ ଉନ୍ମୋଚନ “ ଦି ପ୍ରେସ କ୍ଲବ ଅଫ ଓଡିଶା” ଭୁବନେଶ୍ବର ଠାରେ କରାଗଲା । ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଧାୟକ ଖଣ୍ଡପଡା, ସମ୍ମାନୀୟ ଅତିଥି ଭାବରେ ପ୍ରୋଫେସର କୃଷ୍ଣ ଦେବା ରାଓ (ଭିସି NLUO), ଶ୍ରୀ ଧୀରେନ୍ଦ୍ର ପଣ୍ଡା ସଚିବ CSNR, ସୁଶ୍ରୀ ଦେବିକା ପ୍ରସାଦ ପ୍ରୋଗ୍ରାମ ଅଫିସର CHRI ଏବଂ ଅନ୍ୟ ସାମାଜିକ ସଂଗଠନ ର ସଦସ୍ୟ ଉପାସ୍ତିତ ଥିଲେ ।

ଅପରାଧିକ ସମୀକ୍ଷା:
ବର୍ଷ ୨୦୧୭ ରେ ୧୭,୦୮୨ ଗୋଟି ଅଭିଯୋଗ ଏବଂ ଜାନୁଆରୀ-ମେ ୨୦୧୮ ମଧ୍ୟ ରେ ୬,୯୯୯ ଟି ଅଭିଯୋଗ ଚାରିଗୋଟି ଜିଲ୍ଲା ରେ ଦାଖଲ ହୋଇଛି।
- ଭୁବନେଶ୍ବର ସର୍ବାଧିକ ୨୦୧୭ ରେ ୭,୩୩୦ ଏବଂ ୨୦୧୮ ଜାନୁଆରୀ –ମେ ୩,୦୨୮ ଗୋଟି ଅପରାଧିକ ଅଭିଯୋଗ ଦାଖଲ ହୋଇଛି, ସହିଦ ନଗର ଥାନା ରେ ସର୍ବୋଚ ୮୬୧ ଅଭିଯୋଗ ଦାଖଲ ହୋଇଥିବା ବେଳେ “ଖଣ୍ଡଗିରୀ ଥାନା ରେ ସର୍ବାଧିକ ୬ ଗୋଟି ହତ୍ୟା ଓ ୪୩ ଟି ଲୁଟ ଏବଂ କାପିଟାଲ ଥାନା ରେ ସର୍ବାଧିକ ୨୩୨ ଟି ଚୋରୀ କେସ ରୁଜ୍ଜୁ ହୋଇଛି”
- କଟକ ରେ ୨୦୧୭ ମସିହା ରେ ୩,୮୭୯ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟ ରେ ୧,୬୯୩ ଅପରାଧ ରୁଜ୍ଜୁ ହୋଇଥିବାବେଳେ, ସର୍ବାଧିକ ଅପରାଧ ଚୌଦ୍ବାର ଥାନା ରେ ୭୨୮ ଓ ବାଦାମବାଡି ଥାନା ରେ ୫୧୦ ଟି ଅପରାଧିକ ମାମଲା ରୁଜ୍ଜୁ ହୋଇଛି।
- ଯାଜପୁର ଜିଲ୍ଲା ରେ ୨୦୧୭ ମସିହା ରେ ୪,୫୪୬ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟ ରେ ୧,୭୧୧ ଅପରାଧ ରୁଜ୍ଜୁ ହୋଇଥିବାବେଳେ, ଧର୍ମଶାଳା ଥାନା ରେ ସର୍ବାଧିକ ୮୧୬ ଟି ଏବଂ ବିଞ୍ଝାରପୁର ଥାନା ରେ ୫୫୬ ଟି ଅପରାଧିକ ମାମଲା ରୁଜ୍ଜୁ ହୋଇଛି।
- କନ୍ଧମାଳ ଜିଲ୍ଲା ରେ ୨୦୧୭ ମସିହା ରେ ୧୩୨୭ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟ ରେ ୫୬୭ ଅପରାଧ ରୁଜ୍ଜୁ ହୋଇଥିବାବେଳେ, ଟାଉନ ଥାନା ରେ ସର୍ବାଧିକ ୪୯୭ ଟି ଏବଂ ବାଲିଗୁଡା ଥାନା ରେ ୨୨୯ ଟି ଅପରାଧିକ ମାମଲା ରୁଜ୍ଜୁ ହୋଇଛି।
ଚୋରୀ – ୨୦୧୭ ବର୍ଷରେ ରାଜ୍ୟ ରେ ୯୦୮୩ ଗୋଟି କେସ ହେଇ ଥିବା ବେଳେ ଚାରିଗୋଟି ଜିଲ୍ଲା ରେ ୨୦୧୭ -୧୮ ୩୭୬୧ ଟି କେସ ରୁଜ୍ଜୁ ହେଇଛି ।
ହତ୍ୟା - ରାଜ୍ୟ ରେ ୧୦୨୭ (୨୦୧୭ ମସିହା ରେ) ଟା ହତ୍ୟା ଜନିତ କେସ ହେଇଥିବା ବେଳେ ଏହି ଚାରିଗୋଟି ଜିଲ୍ଲା ରେ ୨୦୮ ଟି କେସ ଏବଂ ୧୩୩ ଟି ହତ୍ୟା ର ପ୍ରୟାସ (attempt to murder)କେସ ରୁଜ୍ଜୁ ହେଇଛି ।
ଧର୍ଷଣ – ୨୦୧୭ ବର୍ଷରେ ରାଜ୍ୟ ରେ ୨,୨୨୧ କେସ ହେଇଥିବା ବେଳେ ଏହି ଚାରିଗୋଟି ଜିଲ୍ଲା ରେ ୨୦୧୭ -୧୮ ୫୯୯ ଟି କେସ ରୁଜ୍ଜୁ ହେଇଛି ।
ମହିଳା ଙ୍କ ବିରୋଧ ରେ ଅପରାଧ – ୨୦୧୭ ବର୍ଷରେ ଚାରିଗୋଟି ଜିଲ୍ଲା ରେ ୧,୮୭୫ ଗୋଟି କେସ ରୁଜ୍ଜୁ ହୋଇଥିବା ବେଳେ ୨୦୧୮ ଜାନୁଆରୀ–ମେ ମଧ୍ୟ ରେ ୬୯୨ ଟି ଅଭିଯୋଗ ରୁଜ୍ଜୁ ହୋଇଛି । ଜୌତୁକ ଜନିତ ୬୦୦ (ଯାଜପୁର ରେ ସର୍ବାଧିକ ୨୦୭, ଭୁବନେଶ୍ବର ରେ ୧୮୪ ଏବଂ ୨୦୧୮ ରେ ), ଧର୍ଷଣ ୪୩୨(ଭୁବନେଶ୍ବର ରେ ୧୭୧,ଯାଜପୁର ରେ ୧୩୧) ୩୬୭ ଟି ଅପହରଣ (ଭୁବନେଶ୍ବର ରେ ୧୫୩, ଯାଜପୁର ରେ ୧୩୧) ମାମଲା ରୁଜ୍ଜୁ ହୋଇଛି ।
ପୁଲିସ ଅଧିକାରୀ ଙ୍କ ବିରୋଧରେ ଅଭିଯୋଗ :
ଏହି ସମୟ ସୀମା ଭିତରେ ମାନବଅଧିକାର ସଂରକ୍ଷଣ ପ୍ରକୋଷ୍ଠ (ଏଚ॰ ଆର॰ ପି॰ ସି), କଟକ ରେ୧୧୩ ଜଣ, ରାଜ୍ୟ ମାନବଧୀକାର ଆୟୋଗ ରେ ୩୬୬ ଜଣ, ରାଷ୍ଟ୍ରୀୟ ମାନବଧୀକାର ଆୟୋଗ ୪୩୯ ଜଣ ଓ ରିଜର୍ଭ ପୁଲିସ, ଭୁବନେଶ୍ବର ଙ୍କ ପାଖରେ ୧୪ ଜଣ ପୁଲିସ ଅଧିକାରୀ ଙ୍କ ବିରୋଧ ରେ ଅଭିଯୋଗ ଦାଖଲ ହୋଇଛି। ତଥ୍ୟ ଅନୁସାରେ ସର୍ବାଧିକ ଅଭିଯୋଗ ଇନ୍ସପେକ୍ଟର (୧୦୩ ଜଣ ), କନଷ୍ଟେବଲ (୧୬ଜଣ ), ସବ-ଇନ୍ସପେକ୍ଟର (୧୪ଜଣ ) ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (୧୨ଜଣ)।
ପୁଲିସ ଅଧିକାରୀ ଙ୍କ ସ୍ଥିତି (ପୋଷ୍ଟେଡ/ଶର୍ଟଫଲ):
- ଏହି ସମୟ ସୀମା ଭିତରେ ଚାରିଗୋଟି ଜିଲ୍ଲା ରେ ସମୁଦାୟ sanctioned ପୋଷ୍ଟ ୨୮୪୦ କିନ୍ତୁ ଅଛନ୍ତି ୨୭୦୫ ଜଣ ଅଧିକାରୀ ୧୩୫ ଜଣ ଅଧିକାରୀ କମ ।
- ଇଂନଭେଷ୍ଟିଗେଟିଙ୍ଗ ଅଫିସର ଙ୍କର ଶର୍ଟଫଲ ଚାରିଗୋଟି ଜିଲ୍ଲା ରେ ସବୁଠୁ ବେଶି ୨୧.୮୩ %, ସବ-ଇନ୍ସପେକ୍ଟର ଙ୍କର ଶର୍ଟଫଲ ୩୮.୬୭ % ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ୧୪.୩୮%।
- ୨୦୧୮ ମସିହାରେ ରେ କନ୍ଧମାଳ ଜିଲ୍ଲା ରେ ଷ୍ଟାଫ ଶର୍ଟଫଲ ସର୍ବାଧିକ ୧୯.୮୧ % , ଭୁବନେଶ୍ବର ରେ ୩ %,କଟକ ରେ ୨୯.୭୭ %, ଯାଜପୁର ୦.୫ %।
- ୨୦୧୮ ମସିହାରେ ଚାରିଗୋଟି ଜିଲ୍ଲା ରେ ମହିଳା ପୁଲିସ ଙ୍କ ସଂଖ୍ୟା ସମୁଦାୟ ପୁଲିସ ବଳର ୧୦.୦୦% ଅଟେ। କନ୍ଧମାଳ ଜିଲ୍ଲା ରେ ୧୮.୫ %, ଯାଜପୁର ସର୍ବାଧିକ୧୬ .୧୪ %,କଟକ ୧୨.୩୭ %, ଭୁବନେଶ୍ବର ରେ ସର୍ବ ନିମ୍ନ ୩.୮୬ % କାର୍ଯ୍ୟରତ ।
ରାଜ୍ୟ ପୁଲିସ ପ୍ରଶାସନ ଙ୍କୁ ସୁପାରିଶ / ପ୍ରସ୍ତାବ :
1-କ୍ରାଇମ ମାପିଙ୍ଗ କରି ଏହି ଡାଟା ୱେବସାଇଟ ରେ ଦିଆଗଲେ ଜନସାଧାରଣ କ୍ରାଇମ ଟ୍ରେଣ୍ଡ ବିଷୟ ରେ ଜାଗୃତ ହୁଆନ୍ତେ ।
2- ୩୩ % ମହିଳା ପୁଲିସ ଙ୍କୁ ନିଯୁକ୍ତି ଦିଆଯାଉ ମହିଳା ଅଧିକାରୀ ଙ୍କୁ ସମ ଅଧିକାର ଦିଆଯାଉ
3-ପ୍ରତେକ ଥାନା ରେ ମହିଳା ଙ୍କ ପାଇଁ ଅଲଗା ଶୌଚାଳୟ ଓ ଲକଅପ ର ବ୍ୟବସ୍ତା କରାଯାଉ
4-ମହିଳା ମାନେ କାର୍ଯ୍ୟରତ ସ୍ଥାନ ରେ IC (ଇନ୍ଟରନାଲ କମିଟୀ) ଗଠନ କରାଯାଉ
5- ପ୍ରତେକ ଥାନା କୁ ପ୍ରବେଶ ପାଈଁ ରାମ୍ପ ବ୍ୟବସ୍ଥା କରାଯାଉ
6- ପ୍ରତେକ ଥାନା ର ସମ୍ମୁଖ ରେ ସର୍ବୋଚ ନ୍ୟୟାଳୟ ଙ୍କ ପ୍ରଦତ୍ତ ଆରେଷ୍ଟ ଗାଇଡ ଲାଇନ କୁ ଠିକ ଭାବରେ ଲେଖାଯାଉ
7-ସମସ୍ତ ଥାନା ରେ CC TV ଲଗା ଯାଉ ଏବଂ ତାକୁ ଠିକ ରେ ପରିଚାଳନା କରାଯାଉ
8-ଚାରିଗୋଟି ଜିଲ୍ଲା ରେ ST ବର୍ଗ ରୁ ନିଯୁକ୍ତି କରାଯାଉBody:ଗୋଟିଏ ବର୍ଷ ଭିତରେ ରାଜ୍ୟ ରେ କେତେ ସଂଖ୍ୟା ରେ ହୋଇଛି କ୍ରାଇମ, ସି॰ ଏସ॰ ଏନ॰ ଆର (CSNR) ଏବଂ ସି॰ ଏଚ॰ ଆର॰ ଆଇ (CHRI ) ମିଳିତ ଉଦ୍ୟମ ରେ ଆସିଲା ରିପୋର୍ଟ।

8-ଚାରିଗୋଟି ଜିଲ୍ଲା ରେ ST ବର୍ଗ ରୁ ନିଯୁକ୍ତି କରାଯାଉ

ବାଇଟ- ଶ୍ରୀ ଧୀରେନ୍ଦ୍ର ପଣ୍ଡା ସଚିବ CSNR
ବାଇଟ- ସୁଶ୍ରୀ ଦେବିକା ପ୍ରସାଦ ପ୍ରୋଗ୍ରାମ ଅଫିସର CHRI
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.